Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର ଜିଲ୍ଲାରେ ଥିବା ସମସ୍ତ ବ୍ଲକ୍‌ ଓ ମ୍ୟୁନିସିପାଲିଟି ପାଇଁ ବିଜେଡି ସଭାପତି ଚୟନ
ଆଜିର ଖବର

ଜଗତସିଂହପୁର ଜିଲ୍ଲାରେ ଥିବା ସମସ୍ତ ବ୍ଲକ୍‌ ଓ ମ୍ୟୁନିସିପାଲିଟି ପାଇଁ ବିଜେଡି ସଭାପତି ଚୟନ

March 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

ଜଗତସିଂହପୁର :  ଆଜି ଜଗତସିଂହପୁର ଜିଲ୍ଲାରେ ଥିବା ସମସ୍ତ ମ୍ୟୁନିସିପାଲିଟି ତଥା ବ୍ଲକ୍‌ର ବିଜେଡି ସଭାପତି ଚୟନ କରାଯାଇଥିବାବେଳେ କେବଳ କୁଜଙ୍ଗର ସଭାପତି ଚୟନ କରାଯାଇନାହିଁ । ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏବଂ ରାଜ୍ୟ ନିର୍ବାଚନ ଆୟୁକ୍ତ ରାଜ୍ୟ ଶ୍ରୀଯୁକ୍ତ ପ୍ରତାପ କିଶୋର ଦେବଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଜିଲ୍ଲାରେ ଥିବା ୭ଟି ବ୍ଲକ୍‌ ଓ ୨ଟି ମ୍ୟୁନିସିପାଲଟିର ପାଇଁ ନିର୍ବାଚିତ ହୋଇଥିବା ବିଜୁଜନତା ଦଳର ସଭାପତିଙ୍କ ନାମ ଘୋଷଣା କରାଯାଇଛି ।

ନିମ୍ନରେ ସମସ୍ତ ବ୍ଲକ ସଭାପତିଙ୍କ ନାମ:

୧-ଜଗତିସିଂହପୁର ବ୍ଲକ : ମନୋଜ କୁମାର ଭୋଇ

୨-ବାଲିକୁଦା ବ୍ଲକ : ରତ୍ନାକର ନାୟକ

୩-ନାଉଗାଁ ବ୍ଲକ : ସୁଜିତ୍‌ କୁମାର ମଲ୍ଲିକ

୪-ରଘୁନାଥପୁର ବ୍ଲକ : ଦେବାଶିଷ ତ୍ରିପାଠୀ

୫-ବିରିଡି ବ୍ଲକ : ରବୀନ୍ଦ୍ର ରାଉଳ

୬-ତିର୍ତ୍ତୋଲ ବ୍ଲକ : ଗଙ୍ଗାଧର ବିଶ୍ବାଳ

୭-ଏରସମା ବ୍ଲକ : ପୀତବାସ ଗୋଚ୍ଛାୟତ

ମ୍ୟୁନିସିପାଲଟି ସଭାପତିଙ୍କ ନାମ:

୧-ପାରାଦ୍ବୀପ ମ୍ୟୁନିସିପାଲଟି : ବସନ୍ତ ବିଶ୍ବାଳ

୨-ଜଗତସିଂହପୁର ମ୍ୟୁନିସିପାଲଟି : ପ୍ରିୟବ୍ରତ ମହାପାତ୍ର

ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ଏସଆଇଆର ସମେତ ସମସ୍ତ ନିଷ୍ପତ୍ତି ପୂର୍ଣ୍ଣ ନିର୍ବାଚନ ଆୟୋଗର ସର୍ବସମ୍ମତ ନିଷ୍ପତ୍ତି: ଇସି

September 23, 2026

୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗ, ଦେଢ଼ଶୁର ଗିରଫ

September 23, 2026

ମନ୍ଥର ହେଲା ଗଭୀର ଅବପାତର ଗତି, ଦକ୍ଷିଣ ଓଡ଼ିଶାରେ ବଢ଼ିଲା ବର୍ଷା ଚିନ୍ତା

September 23, 2026

ନୂଆପଲ୍ଲୀରେ ଚାଞ୍ଚଲ୍ୟ: ପତ୍ନୀଙ୍କୁ ତାୱାରେ ପିଟି ହତ୍ୟା

September 23, 2026
Latest News

ଏସଆଇଆର ସମେତ ସମସ୍ତ ନିଷ୍ପତ୍ତି ପୂର୍ଣ୍ଣ ନିର୍ବାଚନ ଆୟୋଗର ସର୍ବସମ୍ମତ ନିଷ୍ପତ୍ତି: ଇସି

September 23, 2026

୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗ, ଦେଢ଼ଶୁର ଗିରଫ

September 23, 2026

ମନ୍ଥର ହେଲା ଗଭୀର ଅବପାତର ଗତି, ଦକ୍ଷିଣ ଓଡ଼ିଶାରେ ବଢ଼ିଲା ବର୍ଷା ଚିନ୍ତା

September 23, 2026

ନୂଆପଲ୍ଲୀରେ ଚାଞ୍ଚଲ୍ୟ: ପତ୍ନୀଙ୍କୁ ତାୱାରେ ପିଟି ହତ୍ୟା

September 23, 2026

ଆତ୍ମହତ୍ୟା ପ୍ରବଣତା: ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ପାଳନ ନିର୍ଦ୍ଦେଶ ଦେଲେ ଓଏଚ୍‌ଆର୍‌ସି

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.