Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଲ୍‌ ଓ ସୁପର ମାର୍କେଟ୍‌ରେ କରୋନା ସତର୍କତା ଜାରି, ମାର୍ଚ୍ଚ 31 ଯାଏଁ ବାର୍‌ରେ ବାଜିବନି ଲାଉଡ୍‌ ସ୍ପିକର୍‌
ଆଜିର ଖବର

ମଲ୍‌ ଓ ସୁପର ମାର୍କେଟ୍‌ରେ କରୋନା ସତର୍କତା ଜାରି, ମାର୍ଚ୍ଚ 31 ଯାଏଁ ବାର୍‌ରେ ବାଜିବନି ଲାଉଡ୍‌ ସ୍ପିକର୍‌

March 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜଧାନୀର ମଲ୍‌ ଓ ସୁପର ମାର୍କେଟ୍‌ରେ କରୋନା ସତର୍କତା ଜାରି କରାଯାଇଛି । ଟୁଇଟ୍‌ କରି ସତର୍କତା ଅବଲମ୍ବନ ପାଇଁ ପୋଲିସ୍‌ କମିଶନର ପରାମର୍ଶ ଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ମଲ୍‌ ଭିତରକୁ କମ୍‌ ସଂଖ୍ୟକ ଲୋକ ପ୍ରବେଶ କରନ୍ତୁ ବୋଲି ଉପଦେଶ ଦେଇଛନ୍ତି ପୋଲିସ କମିଶନର । ମଲ୍‌ ଭିତରେ ଗ୍ରାହକମାନେ ପରସ୍ପରଠାରୁ ଛଅ ଫୁଟ୍‌ ଦୂରତା ରଖିବା ପରାମର୍ଶ ଦିଆଯାଇଛି । ବିକ୍ରୟ ପାଇଁ କୌଣସି ପ୍ରମୋସନ୍‌ ବ୍ୟବସ୍ଥା ନ କରିବାକୁ ପରାମର୍ଶ । ସେହିପରି କରେନା ପାଇଁ ବାର୍‌ରେ ଲାଉଡ୍‌ ସ୍ପିକର ମନା କରାଯାଇଛି । ଭୁବନେଶ୍ବରର ସମସ୍ତ ବାର୍‌ ଏବଂ ପବ୍‌ରେ ବାଜି ପାରିବନି ଲାଉଡ୍‌ ସ୍ପିକର୍‌ । ମାର୍ଚ୍ଚ 31 ଯାଏଁ ଲାଉଡ୍‌ ସ୍ପିକର ଉପରେ ଲାଗିଲା କଟକଣା । ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନକୁ 350 ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ: ପୁଣି ଚମକିଲେ ଋତୁରାଜ-ତିଲକ

June 11, 2026

ଏବେ କଲ୍ୟାଣ ବାନାର୍ଜୀଙ୍କର ବିଦ୍ରୋହର ସ୍ଵର!: ମମତା ବାନାର୍ଜୀଙ୍କ ସମ୍ମୁଖରେ ରଖିଲେ ବଡ ସର୍ତ୍ତ

June 11, 2026

ବିବାହର ଏକ ବର୍ଷ ପରେ ମହିଳାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

June 11, 2026

ତିନି ଦିନ ମଧ୍ୟରେ ତୃତୀୟ ଆକ୍ରମଣ: ଓମାନରେ ଆଉ ଏକ ଜାହାଜ ଉପରେ ଆକ୍ରମଣ

June 11, 2026
Latest News

ଆଫଗାନିସ୍ତାନକୁ 350 ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ: ପୁଣି ଚମକିଲେ ଋତୁରାଜ-ତିଲକ

June 11, 2026

ଏବେ କଲ୍ୟାଣ ବାନାର୍ଜୀଙ୍କର ବିଦ୍ରୋହର ସ୍ଵର!: ମମତା ବାନାର୍ଜୀଙ୍କ ସମ୍ମୁଖରେ ରଖିଲେ ବଡ ସର୍ତ୍ତ

June 11, 2026

ବିବାହର ଏକ ବର୍ଷ ପରେ ମହିଳାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

June 11, 2026

ତିନି ଦିନ ମଧ୍ୟରେ ତୃତୀୟ ଆକ୍ରମଣ: ଓମାନରେ ଆଉ ଏକ ଜାହାଜ ଉପରେ ଆକ୍ରମଣ

June 11, 2026

ଶକିରା ଏବଂ କେଟି ପେରିଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ଫିଫା ବିଶ୍ୱକପ୍-୨୦୨୬

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.