Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ୍‌ 19 ସରକାରୀ ପୋର୍ଟାଲ୍‌ରେ ପଞ୍ଜୀକୃତ ହେଲେ ନବୀନଙ୍କ ଭଉଣୀ
ଆଜିର ଖବର

କୋଭିଡ୍‌ 19 ସରକାରୀ ପୋର୍ଟାଲ୍‌ରେ ପଞ୍ଜୀକୃତ ହେଲେ ନବୀନଙ୍କ ଭଉଣୀ

March 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ବିଦେଶ ଫେରନ୍ତାଙ୍କ ଲାଗି ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ କୋଭିଡ଼୍-୧୯ ସରକାରୀ ପୋର୍ଟାଲରେ ନବୀନ ପଟ୍ଟନାୟକଙ୍କ ଭଉଣୀଙ୍କ ନାମ ଏବେ ପଞ୍ଜିକୃତ ହୋଇଛି। ବିଦେଶରୁ ଆସିଥିବାରୁ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ପଞ୍ଜୀକୃତ ହୋଇଛି।  ନିଜ ଭଉଣୀ ଗୀତା ମେହେଟ୍ଟାଙ୍କ ନାଁ ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଭଉଣୀଙ୍କ ନାମ ପଞ୍ଜୀକରଣ ନେଇ ଟୁଇଟ୍‌ କରି ଜଣାଇଲେ ମୁଖ୍ୟମନ୍ତ୍ରୀ। ବିଦେଶରୁ ଆସୁଥିବା ସମସ୍ତଙ୍କୁ ନାମ ପଞ୍ଜୀକରଣ ପାଇଁ ନବୀନ ଅପିଲ୍‌ କରିଛନ୍ତି। ଭାଇରସ ସଂକ୍ରମଣରୁ ରକ୍ଷା କରିବାରେ ବେଶ୍‌ ସହାୟକ ହେବ ବୋଲି କହିଛନ୍ତି ନବୀନ। ସେହିପରି ଏହି ପୋର୍ଟାଲ୍‌ରେ ଗଜପତି ମହାରାଜା, ଆଇଏସ୍‌ ଭିନିଲ୍‌ କ୍ରିଷ୍ଣା ମଧ୍ୟ ପଞ୍ଜିକରଣ କରି ନିଜକୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖିଛନ୍ତି । ଗତ କାଲି ରାଜ୍ୟସରକାର କରୋନା ଭାଇରସ ପାଇଁ ସ୍ୱତନ୍ତ୍ର ୱେବସାଇଟ ଜାରି କରିବା ପରେ ଗତକାଲି 1239 ଜଣ ୱେବସାଇଟରେ ନିଜ ନାମକରଣ ପଞ୍ଜୀକରଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମହାତ୍ମା ଗାନ୍ଧୀ, ଲାଲବାହଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ସାରା ଦେଶ

October 2, 2025

ଓଡ଼ିଶାରେ ଖୋଲିବ ୬ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

October 2, 2025

ଆଜି ଦଶହରାରେ ଏହି ପାଞ୍ଚୋଟି ରାଶିର ଭାଗ୍ୟ ଖୋଲିଲା, ମିଳିବ ଅମାପ ଧନସଂପତ୍ତି

October 2, 2025

ବଢିଲା ମହଙ୍ଗା ଭତ୍ତା, କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଲେ ଦଶହରା ଭେଟି

October 1, 2025
Latest News

ଆଜି ମହାତ୍ମା ଗାନ୍ଧୀ, ଲାଲବାହଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ସାରା ଦେଶ

October 2, 2025

ଡାଲି ଉତ୍ପାଦନ ବୃଦ୍ଧି ପାଇଁ ‘ଆତ୍ମନିର୍ଭରତା ମିଶନ’କୁ ମଞ୍ଜୁର କଲା କେନ୍ଦ୍ର, ୧୧,୪୪୦ କୋଟି ଟଙ୍କା ନିବେଶ ପ୍ରୋତ୍ସାହନ

October 2, 2025

ଓଡ଼ିଶାରେ ଖୋଲିବ ୬ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

October 2, 2025

ଦେଶରେ ପ୍ରତିଷ୍ଠା ହେବ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ, ଖର୍ଚ୍ଚ ହେବ ୫୮୬୨ କୋଟି ଟଙ୍କା

October 2, 2025

ଆଜି ଦଶହରାରେ ଏହି ପାଞ୍ଚୋଟି ରାଶିର ଭାଗ୍ୟ ଖୋଲିଲା, ମିଳିବ ଅମାପ ଧନସଂପତ୍ତି

October 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.