Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ସତର୍କତା : 35 ଲକ୍ଷ ଶ୍ରମିକ ତଥା ଦିନ ମଜୁରିଆଙ୍କୁ ମିଳିବ ଭତ୍ତା
ଆଜିର ଖବର

କରୋନା ସତର୍କତା : 35 ଲକ୍ଷ ଶ୍ରମିକ ତଥା ଦିନ ମଜୁରିଆଙ୍କୁ ମିଳିବ ଭତ୍ତା

March 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ତ୍ରୁଟି: ଚିନ୍ତା ପ୍ରକାଶ କଲେ ଅଖିଳେଶ ଯାଦବ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ଭାଇରସ୍‌ ସହ ଲଢିବା ପାଇଁ ବିଭିନ୍ନ ପ୍ରକାରର ଘୋଷଣା କରିଛନ୍ତି। ରାଜ୍ୟରେ 23ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ରାଜ୍ୟର ରହିଥିବା ଶ୍ରମିକ ତଥା ଦିନ ମଜୁରିଆଙ୍କ ପାଇଁ ଭତ୍ତାର ଘୋଷଣା କରିଛନ୍ତି। ରାଜ୍ୟରେ ରହିଥିବା 20.37 ନିର୍ମାଣ ଶ୍ରମିକଙ୍କ ପାଇଁ ସେମାନଙ୍କ ଦୈନିକ ଆବଶ୍ୟକୀୟତାକୁ ପୂରଣ କରିବା ଦିଗରେ ସାହାଯ୍ୟ ପାଇଁ ପ୍ରତ୍ୟେକଙ୍କୁ 1000ଟଙ୍କା  ଦିଆଯିବ ବୋଲି ଘୋଷଣା କରାଯାଇଛି। ଏତଦ୍‌ବ୍ୟତୀତ ହକର୍‌ଙ୍କୁ ମଧ୍ୟ 1000 ଟଙ୍କାର ରାଶି ଦିଆଯିବ ବୋଲି ସୂଚନା ରହିଛି। ଏହି ରାଶି ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର୍‌ କରାଯିବ। ସେହିପରି ଶ୍ରମିକ୍‌ ସେସ୍‌ ଜରିଆରେ ସହାୟତା ଦେବା ପାଇଁ ପ୍ରୟାସ ମଧ୍ୟ କରାଯାଉଛି । ୟୁପି ସରକାର ଶ୍ରମିକ ତଥା ମଜୁରିଆଙ୍କ ଭରଣପୋଷଣ ପାଇଁ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ସମିତି ଦ୍ବାରା ଏକ ସୁପାରିଶ୍‌କୁ ଗ୍ରହଣ କରୁଛନ୍ତି । ଶ୍ରମ ବିଭାଗ 20ଲକ୍ଷ37 ହଜାର ପଞ୍ଜିକୃତ ଶ୍ରମିକ, ଦୈନିକ ସଫାଇ କର୍ମଚାରୀ, ଠେଲାବାଲା ପରି 15 ଲକ୍ଷ ଲୋକଙ୍କ ଭରଣପୋଷଣ ପାଇଁ ଏକ ହଜାର ଟଙ୍କାର ସହାୟତା ରାଶି ତାଙ୍କ ବ୍ୟାଙ୍କ ଖାତାକୁ ପଠାଇବାର ବ୍ୟବସ୍ଥା କରିଛନ୍ତି ।

ସେହିପରି ଆସନ୍ତାକାଲି ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ବାନ କରିଥିବାବେଳେ ଯୋଗୀ ସରକାର ମଧ୍ୟ ସମସ୍ତଙ୍କୁ ଘରେ ରହିବା ପାଇଁ ନିବେଦନ କରିଛନ୍ତି । ରବିବାର ଦିନ ଉତ୍ତରପ୍ରଦେଶରେ ମେଟ୍ରୋ, ବସ୍‌, ସିଟି ବସ୍‌ ପ୍ରମୁଖ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଉତ୍ତରପ୍ରଦେଶ ସରକାର ମଧ୍ୟ କରୋନା ସତର୍କତା ପାଇଁ ବେଶ୍‌ କଡା ପଦକ୍ଷେପ ନେଇଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ଯୁଦ୍ଧସ୍ତରୀୟ ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି ଯୋଗୀ । ସେହିପରି ଜିଲ୍ଲାର ସମସ୍ତ ହସ୍ପିଟାଲରେ ଆଇସୋଲେସନ୍‌ ଓ୍ବାର୍ଡ ପ୍ରସ୍ତୁତି କରାଯାଇ ପର୍ଯ୍ୟାପ୍ତ ପରିମାଣର ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତ କରାଯାଇଛି ।  (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଡବ୍ଲୁପିଏଲରେ ପଦାର୍ପଣ କଲେ ସବୁଠାରୁ କମ୍ ବୟସର ଖେଳାଳି: ଜାଣନ୍ତୁ ସେ କିଏ?

January 21, 2026

ଉଡ଼ାଣର କିଛି ସମୟ ପରେ ଟ୍ରମ୍ପଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି: ଯାତ୍ରା ବାତିଲ ହେବ କି ସ୍ୱିଜରଲ୍ୟାଣ୍ଡ ଯାତ୍ରା?

January 21, 2026

‘ଭାରତ ନୁହେଁ, ଏହି ଦେଶ ଉପରେ ଲାଗିବ ୫୦୦% ଶୁଳ୍କ’: ଆମେରିକାର ଅର୍ଥ ସଚିବଙ୍କ ବଡ଼ ଖୁଲାସା

January 21, 2026

ଏହି ଦିନ ଚାଷୀଙ୍କୁ ମିଳିବ ପିଏମ କିଷାନ ଯୋଜନାର ୨୨ ତମ କିସ୍ତି: ଜାଣନ୍ତୁ ତାଜା ଅପଡେଟ୍

January 21, 2026
Latest News

ଡବ୍ଲୁପିଏଲରେ ପଦାର୍ପଣ କଲେ ସବୁଠାରୁ କମ୍ ବୟସର ଖେଳାଳି: ଜାଣନ୍ତୁ ସେ କିଏ?

January 21, 2026

ଉଡ଼ାଣର କିଛି ସମୟ ପରେ ଟ୍ରମ୍ପଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି: ଯାତ୍ରା ବାତିଲ ହେବ କି ସ୍ୱିଜରଲ୍ୟାଣ୍ଡ ଯାତ୍ରା?

January 21, 2026

‘ଭାରତ ନୁହେଁ, ଏହି ଦେଶ ଉପରେ ଲାଗିବ ୫୦୦% ଶୁଳ୍କ’: ଆମେରିକାର ଅର୍ଥ ସଚିବଙ୍କ ବଡ଼ ଖୁଲାସା

January 21, 2026

ଏହି ଦିନ ଚାଷୀଙ୍କୁ ମିଳିବ ପିଏମ କିଷାନ ଯୋଜନାର ୨୨ ତମ କିସ୍ତି: ଜାଣନ୍ତୁ ତାଜା ଅପଡେଟ୍

January 21, 2026

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.