Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୋଗୀ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ 45ଜଣଙ୍କର ଆସିଲା ରିପୋର୍ଟ : କନିକାଙ୍କ ସହ ପାର୍ଟିରେ ରହିଥିଲେ ଉପସ୍ଥିତ
ଆଜିର ଖବର

ଯୋଗୀ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ 45ଜଣଙ୍କର ଆସିଲା ରିପୋର୍ଟ : କନିକାଙ୍କ ସହ ପାର୍ଟିରେ ରହିଥିଲେ ଉପସ୍ଥିତ

March 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ନୌ :  ଯୋଗୀ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ 45 ଜଣଙ୍କର କରୋନା ରିପୋର୍ଟ ଆସିଛି । ସମସ୍ତ ରିପୋର୍ଟ ନେଗେଟିଭ୍‌ ରହିଛି । ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ଜୟପ୍ରତାପ ସିଂହ କରୋନା ଭାଇରସରେ ପୀଡ଼ିତ ନୁହଁନ୍ତି। ଜୟ ପ୍ରତାପ ସିଂହଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିଯାଇଛି ଏବଂ ଏହା ନେଗେଟିଭ୍‌ ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ ଗାୟିକା କନିକା କପୁର୍‌ଙ୍କ ସହ ଏକ ପାର୍ଟିରେ ଉପସ୍ଥିତ ରହିଥିଲେ।

କନିକା କପୁର୍‌ଙ୍କ ସହିତ ପାର୍ଟିରେ ରହିଥିବା ଅନ୍ୟ 30 ଜଣଙ୍କର ସାମ୍ପଲ୍‌ ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଛି । ଏତଦ୍‌ବ୍ୟତୀତ ଅନ୍ୟ 15ଜଣଙ୍କ ରିପୋର୍ଟ ମଧ୍ୟ ରିପୋର୍ଟ ନେଗେଟିଭ୍‌ ରହିଛି। କନିକାଙ୍କ ସହିତ ସମ୍ପର୍କରେ ଆସିଥିବା ପ୍ରାୟ 45 ଜଣଙ୍କ ରିପୋର୍ଟ ନେଗେଟିଭ୍‌ ରହିଛି। ଅନ୍ୟମାନଙ୍କ ପରୀକ୍ଷା ଚାଲୁ ରହିଛି।  କରେନା ସଂକ୍ରମଣକୁ ଡରି ରହିଥିବାବେଳେ ଏଭଳି ରିପୋର୍ଟ ଟିକେ ଆରାମ ପ୍ରଦାନ କରିଛି।

ସୂଚନାଯୋଗ୍ୟ, ଲଣ୍ଡନରୁ ଫେରିଥିବା କନିକାଙ୍କ କରୋନା ରିପୋର୍ଟ ପଜିଟିଭି ଆସିଥିବାବେଳେ ସେ ଲଣ୍ଡନରୁ ଫେରିବା ପରେ କିଛି ପାର୍ଟିରେ ଯୋଗଦେଇଥିଲେ। ଏହି ପାର୍ଟିଗୁଡିକରେ 100ରୁ ବହୁ ସେଲିବ୍ରିଟି ନେତା ତଥା ଜଣାଶୁଣା ହସ୍ତୀ ଉପସ୍ଥିତ ରହିଥିଲେ। ଏହି ପାର୍ଟିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ତାଙ୍କ ପୁତ୍ର ଦୁଷ୍ୟନ୍ତ ସିଂହ, କଂଗ୍ରେସ ନେତା ଜିତନ ପ୍ରସାଦ, ୟୁପି ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସିଂ ପ୍ରମୁଖ ସାମିଲ୍‌ ରହିଥିଲେ। ସେହିପରି କନିକା ଲକ୍ଷ୍ନୌର ଏକ ବଡ ହୋଟେଲ୍‌ରେ ମଧ୍ୟ ରହିଥିଲେ। କନିକାଙ୍କ ରିପୋର୍ଟ ଆସିବା ପରେ ଏହି ହୋଟେଲ୍‌କୁ ବନ୍ଦ କରିଦିଆଯାଇଛି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ SIR ବିଷୟରେ ଜନସାଧାରଣଙ୍କ ମତ କ’ଣ? ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

August 28, 2025

ଉଚ୍ଚ ଶୁଳ୍କର ଆଘାତ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି, ଆଶ୍ଚର୍ଯ୍ୟ ହେବେ ଟ୍ରମ୍ପ

August 28, 2025

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025

ପୁଣି ଭାରତକୁ ଚେତାବନୀ ଦେଲେ ଟ୍ରମ୍ଫଙ୍କ ପରାମର୍ଶଦାତା, ଜାଣନ୍ତୁ କ’ଣ କହିଲେ?

August 28, 2025
Latest News

ବିହାରରେ SIR ବିଷୟରେ ଜନସାଧାରଣଙ୍କ ମତ କ’ଣ? ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

August 28, 2025

ଉଚ୍ଚ ଶୁଳ୍କର ଆଘାତ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି, ଆଶ୍ଚର୍ଯ୍ୟ ହେବେ ଟ୍ରମ୍ପ

August 28, 2025

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025

ପୁଣି ଭାରତକୁ ଚେତାବନୀ ଦେଲେ ଟ୍ରମ୍ଫଙ୍କ ପରାମର୍ଶଦାତା, ଜାଣନ୍ତୁ କ’ଣ କହିଲେ?

August 28, 2025

୧୧ ବର୍ଷ ମଧ୍ୟରେ ଜନଧନ ଖାତାରେ ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି: କେନ୍ଦ୍ର ଅର୍ଥମନ୍ତ୍ରୀ

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.