Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଅପଡେଟ୍‌ : ଇଟାଲୀରେ ସର୍ବାଧିକ ମୃତ୍ୟୁ, ମୃତକଙ୍କ ସଂଖ୍ୟା 16000 ଡେଇଁଲା
ଆଜିର ଖବର

କରୋନା ଅପଡେଟ୍‌ : ଇଟାଲୀରେ ସର୍ବାଧିକ ମୃତ୍ୟୁ, ମୃତକଙ୍କ ସଂଖ୍ୟା 16000 ଡେଇଁଲା

March 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ମହାମାରୀ ସାରା ବିଶ୍ବରେ ପ୍ରକୋପ ଜାରି ରଖିଛି । ଦୁନିଆର 195ଟି ଦେଶରେ ଏହି କରୋନା ବ୍ୟାପି ସାରିଛି । ୟୁରୋପରେ କରୋନା ସ୍ଥିତି ଜଟିଳ ରହିଛି। ବିଶେଷ କରି ଇଟାଲିରେ ମୃତକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ସୋମବାର ଦିନ 601 ଜଣଙ୍କ ମୃତ୍ୟୁ ଘଟିଛି।  କରୋନା ଯୋଗୁଁ ସାରା ବିଶ୍ବରେ 381,744ଲୋକ ଆକ୍ରାନ୍ତ ହୋଇଥିବାବେଳେ ଏଥିରେ ମୃତ୍ୟୁବରଣ କରିଛନ୍ତି 16,558 । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 102,429 ଜଣ ।

ଚାଇନାରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ରୋଗଟି ଏବେ ଇଟାଲୀରେ ତାଣ୍ଡବ କରୁଛି । ଇଟାଲୀରେ ସର୍ବାଧିକ ମୃତ୍ୟୁ 6,077ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ଆକ୍ରାନ୍ତ ହୋଇଛନ୍ତି 63, 927 ଜଣ । ଇଟାଲୀ ପରେ ସ୍ପେନ, ଇରାନ୍‌, ଜର୍ମାନୀ, ଆମେରିକା ଆଦି ଦେଶଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶ୍‌ ଦ୍ରୁତଗତିରେ ବୃଦ୍ଧି ପାଉଛି । ସ୍ପେନ୍‌ରେ ଏହି ରୋଗ ଯୋଗୁଁ 2,311ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 35,136 ରହିଛନ୍ତି ।  ପୂରା ୟୁରୋପ ଏବେ ଲକ୍‌ ଡାଉନ୍‌ ଅବସ୍ଥାରେ ରହିଛି। ସେହିପରି ପାକିସ୍ତାନରେ 875 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 6ରେ ପହଞ୍ଚିଛି ।

ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌ :

Share. Facebook Twitter LinkedIn Email WhatsApp Copy Link

Related Posts

ରାବଣ ପୋଡି ଉତ୍ସବରେ ପୋଲିସ ଏପରି କାହିଁକି କଲା, ସମସ୍ତେ କରୁଛନ୍ତି ପ୍ରଶଂସା

October 2, 2025

ପୋଲିସ ବଳର ବଡ ସଫଳତା, ଏକାଥରେ ୧୦୩ ଜଣ ମାଓବାଦୀ କଲେ ଆତ୍ମସମର୍ପଣ

October 2, 2025

ପୂର୍ବତଟ ରେଳପଥ ତରଫରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ ଦିବସ ପାଳନ

October 2, 2025

ଧନୁତୀର ଧରି ରାବଣକୁ ବଧ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏହା ପରେ ସେ କହିଲେ….

October 2, 2025
Latest News

ରାବଣ ପୋଡି ଉତ୍ସବରେ ପୋଲିସ ଏପରି କାହିଁକି କଲା, ସମସ୍ତେ କରୁଛନ୍ତି ପ୍ରଶଂସା

October 2, 2025

ପୋଲିସ ବଳର ବଡ ସଫଳତା, ଏକାଥରେ ୧୦୩ ଜଣ ମାଓବାଦୀ କଲେ ଆତ୍ମସମର୍ପଣ

October 2, 2025

ପୂର୍ବତଟ ରେଳପଥ ତରଫରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ ଦିବସ ପାଳନ

October 2, 2025

ଧନୁତୀର ଧରି ରାବଣକୁ ବଧ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏହା ପରେ ସେ କହିଲେ….

October 2, 2025

ବିଜୟା ଦଶମୀରେ ଚାଲିଗଲେ ପ୍ରଖ୍ୟାତ ସଂଗୀତଜ୍ଞ ପଣ୍ଡିତ ଛନ୍ନୁଲାଲ ମିଶ୍ର

October 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.