Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର-ଉତ୍ତରାଖଣ୍ଡରୁ 12 ଜମାତୀ ଫେରାର୍‌, କାଶୀପୁର କ୍ବାରେଣ୍ଟାଇନ୍‌ ସେଣ୍ଟର ଝରକା ଭାଙ୍ଗି ଦୁଇ ଜମାତ ହେଲେ ଫେରାର୍
ଆଜିର ଖବର

ମହାରାଷ୍ଟ୍ର-ଉତ୍ତରାଖଣ୍ଡରୁ 12 ଜମାତୀ ଫେରାର୍‌, କାଶୀପୁର କ୍ବାରେଣ୍ଟାଇନ୍‌ ସେଣ୍ଟର ଝରକା ଭାଙ୍ଗି ଦୁଇ ଜମାତ ହେଲେ ଫେରାର୍

April 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌କୁ ନେଇ ମାମଲା ଲଗାତାର ଭାବରେ ବଢି ଚାଲିଛି । ଏ ପର୍ଯ୍ୟନ୍ତ ଦେଶରେ 2500ରୁ ଅଧିକ ସଂକ୍ରମିତ ହୋଇଥିବାର ଖବର ମିଳିଛି । ଏହା ମଧ୍ୟରେ ମହାରାଷ୍ଟ୍ର ଓ ଉତ୍ତରାଖଣ୍ଡରୁ ତବଲିଗ୍‌ ଜମାତରୁ ଲୋକେ ଫେରାର ହୋଇଥିବା ଖବର ସାମ୍ନାକୁ ଆସିଛି ।

ମହାରାଷ୍ଟ୍ରର ପୁଣେରେ ତବଲିଗି ଜମାତର 10 ଜଣ ଫେରାର୍‌ ହୋଇଯାଇଛନ୍ତି । ସେହିପରି ଉତ୍ତରାଖଣ୍ଡର କାଶୀପୁର କ୍ବାରେଣ୍ଟାଇନ୍‌ ସେଣ୍ଟରୁ ଦୁଇ ଜମାତୀ ଫେରାର୍ ହୋଇଯାଇଛନ୍ତି ।  ଉତ୍ତରାଖଣ୍ଡରେ ଝରକା ଭାଙ୍ଗି ଦୁଇ ଜମାତୀ ପଳାୟନ କରିଛନ୍ତି । ଏହା ପରେ ପୋଲିସ୍ ତାଙ୍କୁ ଖୋଜିବା ସହିତ ସହରରେ ବନ୍ଦ କରିଛି ।

ସେହିପରି ପୁଣେର ଶିରୁର ତହସିଲରୁ ତବଲିଗି ଜମାତର 10 ଜଣ ଫେରାର ହୋଇଯାଇଛନ୍ତି। ଏହି ଦଶଜଣ 23 ଫେବୃଆରୀ ନୂଆଦିଲ୍ଲୀରୁ ମହାରାଷ୍ଟ୍ର ପୁଣେ ଫେରିଥିଲେ। 23 ଫେବୃଆରୀରେ ମାର୍ଚ୍ଚ 6 ପର୍ଯ୍ୟନ୍ତ ସମସ୍ତ 10 ଜଣ ଯାକ ପୁଣରେ ରହିଥିଲେ । ଏହା ପରେ ସେମାନେ ଶିରୁରୁ ଆସିବା ସହିତ ସେଠାରେ ଏକ ମସଜିଦ୍‌ରେ ରହିଥିଲେ ।

ନିଜାମୁଦ୍ଦିନ ମାମଲା ସାମ୍ନାକୁ ଆସିବା ପରେ ପୁଣେ ଜିଲ୍ଲା ପ୍ରଶାସନ ଏହି ସମସ୍ତ 10 ଜଣଙ୍କୁ ହୋମ କ୍ବାରେଣ୍ଟାଇନ୍‌ରେ ରଖିଥିଲେ । ଏହା ସହିତ ଏହି ସମସ୍ତ ଲୋକଙ୍କ ହାତ ଉପରେ ମୋହର ଲଗାଇଥିଲେ । କିନ୍ତୁ ଏହି 10 ଜଣଯାକ ଏବେ ଫେରାର ଅଛନ୍ତି । ତେବେ ଏହି 10 ଜଣଙ୍କ ମୋବାଇଲ୍‌ ନମ୍ବର ଜିଲ୍ଲା ପୋଲିସ୍‌ ପ୍ରଶାସନ ପାଖରେ ରହିଛି । ମୋବାଇଲ୍‌ ନମ୍ବର ଟ୍ରେସ୍‌ କରି ପୋଲିସ୍‌ ଏହି ସମସ୍ତଙ୍କୁ ଖୋଜିବାରେ ଲାଗିଛି ।

Quarantine Center
Share. Facebook Twitter LinkedIn Email WhatsApp Copy Link

Related Posts

ଲାଲ୍-ବଲ୍ କ୍ରିକେଟ୍‌କୁ ଅଲବିଦା କହିଲେ ଚହଲ: ଅଧୁରା ରହିଗଲା ଟେଷ୍ଟ ସ୍ୱପ୍ନ

October 3, 2026

ରୁଷ ରାଷ୍ଟ୍ରପତିଙ୍କ ପ୍ରଶଂସା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ: ଅମିତ ଶାହ

October 3, 2026

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 3, 2026

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

October 3, 2026
Latest News

ଲାଲ୍-ବଲ୍ କ୍ରିକେଟ୍‌କୁ ଅଲବିଦା କହିଲେ ଚହଲ: ଅଧୁରା ରହିଗଲା ଟେଷ୍ଟ ସ୍ୱପ୍ନ

October 3, 2026

ରୁଷ ରାଷ୍ଟ୍ରପତିଙ୍କ ପ୍ରଶଂସା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ: ଅମିତ ଶାହ

October 3, 2026

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 3, 2026

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

October 3, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.