Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୀପ ଦ୍ୱାରା ପ୍ରଶମିତ ହେବନି କରୋନା ସଙ୍କଟ : ରାହୁଲ ଗାନ୍ଧୀ
ଆଜିର ଖବର

ଦୀପ ଦ୍ୱାରା ପ୍ରଶମିତ ହେବନି କରୋନା ସଙ୍କଟ : ରାହୁଲ ଗାନ୍ଧୀ

April 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନାକୁ ନେଇ ସମଗ୍ର ଦେଶରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀପ ଜଳାଇବା ଫଣ୍ଡାକୁ ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଦୀପଦାନ ଦ୍ୱାରା ଦେଶରେ କରୋନାକୁ ଲାଗି ରହିଥିବା ସଙ୍କଟ ପ୍ରଶମିତ ହେବ ନାହିଁ ବୋଲି ରାହୁଲ ମତ ଦେଇଛନ୍ତି । ଭାରତ ସରକାର ଆବଶ୍ୟକୀୟ ସଂଖ୍ୟ ଟେଷ୍ଟ କରୁନାହାନ୍ତି ଏବଂ ପ୍ରତିବଦଳରେ ତାଳି ମାରିବା ଓ ଦୀପଦାନ ଭଳି କାମ କରିବାକୁ କହୁଛନ୍ତି । ଏହା ଦେଶରେ କରୋନା ସଙ୍କଟକୁ ପ୍ରତିହତ କରିବାରେ ସଫଳ ହେବ ନାହିଁ ବୋଲି ୱାୟନାଡ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରିଛନ୍ତି । ଭାରତରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ମାତ୍ର ୨୯ ଜଣଙ୍କର ଟେଷ୍ଟ କରାଯାଉଛି । ଏହି ତାଲିକାରେ ଭାରତ ପାକିସ୍ତାନ ଠାରୁ ମଧ୍ୟ ପଛରେ ରହିଛି । ଦକ୍ଷିଣ କୋରିଆରେ ୭୬୨୨, ଇଟାଲୀରେ ୭୧୨୨, ଜର୍ମାନୀରେ ୫୮୧୨ ଏବଂ ୟୁକେରେ ଏହି ହାର ୧୮୯୧ ରହିଛି । ସେହିପରି ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ଏହି ସଂଖ୍ୟା ୬୭ ରହିଥିବା ବେଳେ ଶ୍ରୀଲଙ୍କାରେ ଏହି ସଂଖ୍ୟା ୯୭ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଶନିବାର ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୨ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୮ରେ ପହଞ୍ଚିଛି ।

covid19 rahulgandhi
Share. Facebook Twitter LinkedIn Email WhatsApp Copy Link

Related Posts

ଏକ ବଡ଼ ‘ମେଗା ନିଯୁକ୍ତି ମେଳା’ ଆୟୋଜନ କରିବ କଂଗ୍ରେସ: ଜାଣନ୍ତୁ କେବେ?

June 13, 2026

ରଜ ଉତ୍ସବ ପାଇଁ ରବିନ୍ଦ୍ର ମଣ୍ଡପରେ ମଶାଲ ତରଫରୁ ରଂଗାରଂଗ କାର୍ଯ୍ୟକ୍ରମ

June 13, 2026

୨୫ ଓଭର ଖେଳାଯିବ ପ୍ରଥମ ଦିନିକିଆ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

June 13, 2026

ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ ଅପଡେଟ: ଏବେ ୨୦-୨୦ ଓଭର ମ୍ୟାଚ୍ କୁ ଅପେକ୍ଷା

June 13, 2026
Latest News

ଏକ ବଡ଼ ‘ମେଗା ନିଯୁକ୍ତି ମେଳା’ ଆୟୋଜନ କରିବ କଂଗ୍ରେସ: ଜାଣନ୍ତୁ କେବେ?

June 13, 2026

ଓଡିଶା ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି, ବସିଲା ସୁରକ୍ଷା ବୈଠକ

June 13, 2026

ରଜ ଉତ୍ସବ ପାଇଁ ରବିନ୍ଦ୍ର ମଣ୍ଡପରେ ମଶାଲ ତରଫରୁ ରଂଗାରଂଗ କାର୍ଯ୍ୟକ୍ରମ

June 13, 2026

୨୫ ଓଭର ଖେଳାଯିବ ପ୍ରଥମ ଦିନିକିଆ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

June 13, 2026

ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ ଅପଡେଟ: ଏବେ ୨୦-୨୦ ଓଭର ମ୍ୟାଚ୍ କୁ ଅପେକ୍ଷା

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.