Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଲମନ୍‌ଙ୍କ ହିରୋଇନ୍‌ କିଏ ହେବ ? ଚର୍ଚ୍ଚାରେ ଐଶ୍ବର୍ଯ୍ୟା !
ଆଜିର ଖବର

ସଲମନ୍‌ଙ୍କ ହିରୋଇନ୍‌ କିଏ ହେବ ? ଚର୍ଚ୍ଚାରେ ଐଶ୍ବର୍ଯ୍ୟା !

March 4, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
will aishwarya rai be the heroini of hum dil de chuke sanam2 ?
will aishwarya rai be the heroini of hum dil de chuke sanam2 ?

ଦୀର୍ଘ ୨୦ ବର୍ଷ ପରେ ବଲିଉଡର ଷ୍ଟାର ଫିଲ୍ମ ମେକର ସଜୟ ଲୀଲା ଭଂଶାଲୀ ଓ ସଲମାନ୍‌ ଖାନ୍‌ ଏକ ରୋମାଣ୍ଟିକ ପ୍ରୋଜେକ୍ଟରେ ଏକାଠି ହେବେ । ଫିଲ୍ମଟିର ନାଁ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌-୨’ ହେବ ବୋଲି ଶୁଣିବାକୁ ମିଳିଛି। ତେବେ ଏହି ରୋମାଣ୍ଟିକ୍‌ ଫିଲ୍ମର ମୁଖ୍ୟ ନାୟିକା କିଏ ହେବ ତାକୁ ଚାଲିଛି ଚର୍ଚ୍ଚା । ଏହି ପ୍ରୋଜେକ୍ଟରେ ସଲମାନ ନିଜ ବିପକ୍ଷରେ କ୍ୟାଟ୍ରିନା କୈଫଙ୍କୁ ନେବାକୁ ଚାହୁଁଥିବାବେଳେ ଭଂଶାଲୀ ଏଥିରେ ସହମତ ନୁହଁନ୍ତି। ସେ ସଲମାନଙ୍କ ବିପକ୍ଷରେ ଦୀପିକା ପାଦୁକୋନ୍‌ଙ୍କୁ ନେବାକୁ ଚାହୁଁଛନ୍ତି। ଶୁଣଇବାକୁ ମିଳିଛି ଯେ, ଭଂଶାଲୀ ଏହି ପ୍ରୋଜେକ୍ଟ ପାଇଁ କୁଆାଡ଼େ ଐଶ୍ୱର୍ଯ୍ୟା ରାୟଙ୍କୁ ରାଜି କରେଇବାକୁ ପ୍ରୟାସ କରୁଛନ୍ତି। ଏହି ରୋଲ୍‌ ପାଇଁ ପୂର୍ବରୁ ଅନୁଷ୍କା ଶର୍ମା, ଆଲିଆ ଭଟ୍ଟ, ଜାହ୍ନବୀ କପୁରଙ୍କ ନାଁ ଉପରେ ମଧ୍ୟ ବିଚାର କରାଯାଇଛି, ହେଲେ ସଲମାନଙ୍କ ସହ ଏମାନଙ୍କ ଯୋଡ଼ି ଭଂଶାଲୀଙ୍କୁ ପସନ୍ଦ ଆସୁନାହିଁ । ଅନ୍ୟପଟେ ଫିଲ୍ମରେ ସଲମାନଙ୍କ ସହ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ନଜର ଆସିପାରନ୍ତି। ଲୋକପ୍ରିୟ ଚ୍ୟାଟ୍‌ ସୋ ‘କଫି ୱିଥ୍ କରନ୍‌ରେ-୬’ରେ ଅଭିନେତ୍ରୀ ଜଣକ କହିଥିଲେ ଯେ ତାଙ୍କର କୌଣସି ଏକ ପ୍ରୋଜେକ୍ଟକୁ ନେଇ ଭଂଶାଲୀଙ୍କ ସହ କଥାବାର୍ତ୍ତା ଚାଲିଛି ବୋଲି କହିଥିଲେ ।  ଫିଲ୍ମର ସୁଟିଂ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବାବେଳେ ସଲ୍ଲୁଙ୍କ ବିପକ୍ଷରେ ହିରୋଇନ୍‌ କିଏ ହେବେ, ତାକୁ ନେଇ ଚର୍ଚ୍ଚା ଜୋର୍‌ସୋର୍‌ରେ । ତେବେ ସଞ୍ଜୟ କ’ଣ ଐଶ୍ୱର୍ଯ୍ୟାଙ୍କୁ ସଲମାନ୍‌ଙ୍କ ସହ କାମ କରିବାକୁ ରାଜି କରାଇପାରିବେ, ନା ସଲ୍ଲୁ ତାଙ୍କର ଏକ୍ସ ଗାର୍ଲଫ୍ରେଣ୍ଡକୁ ନେବେ ଏହି ଫିଲ୍ମରେ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଫିଲ୍ମର କାଷ୍ଟିଂ ହୋଇସାରିଲା ପରେ ହିଁ ଜଣାପଡ଼ିବ । ତେବେ ଫିଲ୍ମଟିକୁ ସଞ୍ଜୟ ଲୀଲା ଭଂଶାଲୀ ଓ ସଲମାନ୍‌ ମିଳିତ ଭାବେ ପ୍ରଯୋଜନା କରିବେ। ଫିଲ୍ମଟି ୨୦୨୦ରେ ପରଦାକୁ ଆସିବ। ‘ହମ୍‌ ଦିଲ୍‌ ଦେ ଚୁକେ ସନ୍‌ମ୍‌’ ୧୯୯୯ ମସିହାରେ ପରଦାକୁ ଆସିଥିଲା । ଏହି ଫିଲ୍ମରେ ସଲମନ୍ ଖାନ୍‌, ଐଶ୍ବର୍ଯ୍ୟା ରାୟ ଓ ଅଜୟ ଦେବଗନ୍‌ ପ୍ରମୁଖ ଅଭିନୟ କରିଥିଲେ ।

salmankhan thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଖୁବ ଶୀଘ୍ର ପୂରଣ ହେବ ହାଇକୋର୍ଟ ବିଚାରପତି ପଦବୀ

August 17, 2026

ରାଞ୍ଚିରେ ଛାତ୍ର ଆନ୍ଦୋଳନର ବଡ଼ ପ୍ରଭାବ: JSSC CGL ପରୀକ୍ଷା ବାତିଲ

August 17, 2026

ଏୟାରଟେଲ ବ୍ୟାଙ୍କରୁ ଇସ୍ତଫା ଦେଲେ ସୁନୀଲ ମିତ୍ତଲ: ଏବେ କିଏ ଦାୟିତ୍ୱ ନେବେ?

August 17, 2026

ଭଦ୍ରକରେ ବନ୍ୟା ପାଇଁ ସ୍କୁଲ ଛୁଟି: ୬ ବ୍ଲକର ୨୬୮ ସ୍କୁଲ ଓ ୫୬୭ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

August 17, 2026
Latest News

ଖୁବ ଶୀଘ୍ର ପୂରଣ ହେବ ହାଇକୋର୍ଟ ବିଚାରପତି ପଦବୀ

August 17, 2026

ରାଞ୍ଚିରେ ଛାତ୍ର ଆନ୍ଦୋଳନର ବଡ଼ ପ୍ରଭାବ: JSSC CGL ପରୀକ୍ଷା ବାତିଲ

August 17, 2026

ଏୟାରଟେଲ ବ୍ୟାଙ୍କରୁ ଇସ୍ତଫା ଦେଲେ ସୁନୀଲ ମିତ୍ତଲ: ଏବେ କିଏ ଦାୟିତ୍ୱ ନେବେ?

August 17, 2026

ଆଇଏସଆଇ-ସମର୍ଥିତ ‘ଶହଜାଦ ଭଟ୍ଟି ନେଟୱର୍କ’ ଧ୍ୱଂସ: ୨୦୦ରୁ ଅଧିକ ଗିରଫ

August 17, 2026

ଭଦ୍ରକରେ ବନ୍ୟା ପାଇଁ ସ୍କୁଲ ଛୁଟି: ୬ ବ୍ଲକର ୨୬୮ ସ୍କୁଲ ଓ ୫୬୭ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.