Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁସଲମାନଙ୍କଠାରୁ ପରିବା ନ କିଣିବା ପ୍ରସଙ୍ଗରେ ବିଜେପି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌
ଆଜିର ଖବର

ମୁସଲମାନଙ୍କଠାରୁ ପରିବା ନ କିଣିବା ପ୍ରସଙ୍ଗରେ ବିଜେପି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌

April 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ : ବିବାଦୀୟ ବୟାନ ଦେଇଥିବା ବିଜେପି ବିଧାୟକ ସୁରେଶ ତିଓ୍ବାରୀଙ୍କୁ ନେଇ ଦଳ ନେତୃତ୍ବ ଏବେ କଡା କାର୍ଯ୍ୟାନୁଷ୍ଠାନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତିଓ୍ବାରୀଙ୍କ ଏପରି ବୟାନ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍‌ କରିଥିବାରୁ ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ । କରୋନା ସଂକ୍ରମଣକୁ ଧାର୍ମିକ ରଙ୍ଗ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ନଡ୍ଡା ।

ପୂର୍ବରୁ ୟୁପି ବିଜେପି ପ୍ରଦେଶର ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହ ମଧ୍ୟ ତିଓ୍ବାରୀଙ୍କ ଏହି ବୟାନ ପାଇଁ ତାଙ୍କୁ କାରଣ ନୋଟିସ୍‌ ଜାରି କରିଥିଲେ । ଏହି ନୋଟିସ୍‌ରେ କୁହାଯାଇଛି ଯେ, ଭାରତୀୟ ଜନତା ପାର୍ଟି ଆଚରଣ ବିରୋଧରେ ଆପଣଙ୍କ ଦ୍ବାରା ସାର୍ବଜନିକ ରୂପରେ ବକ୍ତବ୍ୟ ଦେଇଥିବାର ଅଭିଯୋଗ ପ୍ରାପ୍ତ ହୋଇଛି । ଯାହାକୁ ଦଳକୁ ଗମ୍ଭୀରତା ସହ ନେଇଛି। ଏହା ସହିତ ତିଓ୍ବାରୀଙ୍କୁ ଏକ ସପ୍ତାହ ମଧ୍ୟରେ ଏନେଇ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ,  ଦେବରିଆ ଜିଲ୍ଲା ବରହଜ ଆସନର ବିଜେପି ବିଧାୟକ ସୁରେଶ ତିଓ୍ବାରୀ ମୁସଲମାନଙ୍କଠାରୁ ପରିବା କିଣନାହିଁ ବୋଲି ବୟାନ ଦେଇଥିଲେ, ଯାହା ଭାଇରାଲ୍‌ ହୋଇଥିଲା । ଏହି ଭାଇରାଲ୍‌ ଭିଡିଓରେ ତିଓ୍ବାରୀ କହିଥିଲେ ଯେ, ‘’ଗୋଟେ କଥାରେ ଧ୍ୟାନ ରଖନ୍ତୁ, ମୁଁ ଓପନ୍‌ଲି କହୁଛି ଯେ, କୌଣସି ମିଆଁ (ମୁସଲମାନ)ଙ୍କ ହାତରୁ ପରିବା ନେବେ ନାହିଁ’ ।

ତେବେ ତିଓ୍ବାରୀ ଏହା ସମ୍ବନ୍ଧରେ କହିଛନ୍ତି ଯେ, ସେ ସେଠାରେ ମାସ୍କ ଓ ସାନିଟାଇଜର୍‌ ବିତରଣ କରୁଥିଲେ । ଏହି ସମୟରେ 17ରୁ 18ଜଣ ଆସି ତବଲିଗି ଜମାତର ଆସିଥିବା କିଛି ଲୋକ କରୋନା ଭାଇରସ୍‌ ବଢାଇବା ପାଇଁ ପରିବା ଉପରେ ଛେପ ପକାଉଥିବାର ଅଭିଯୋଗ କରିଥିଲେ । ଏଥିପାଇଁ ସେ ତାଙ୍କ (ମୁସଲମାନ ପରିବା ବିକ୍ରେତା)ସହ ଲଢାଇ ତଥା ଆଇନକୁ ହାତକୁ ନ ନ ନେବା ପାଇଁ ସେମାନଙ୍କଠାରୁ ପରିବା ନ କିଣିବା ପାଇଁ କହିଥିଲେ ।

jpnadda socausenotice
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026
Latest News

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.