Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଚିକିତ୍ସାରେ ନୂତନ ସମ୍ଭାବନା : ମୁମ୍ବାଇରେ ପ୍ରଥମ ପ୍ଲାଜମା ଚିକିତ୍ସା ସଫଳ
ଆଜିର ଖବର

କରୋନା ଚିକିତ୍ସାରେ ନୂତନ ସମ୍ଭାବନା : ମୁମ୍ବାଇରେ ପ୍ରଥମ ପ୍ଲାଜମା ଚିକିତ୍ସା ସଫଳ

April 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଦେଶରେ କରୋନା ମୁକାବିଲାର ଏକ ବୃହତ୍ତର ସଫଳତା ମିଳିଛି । ଦେଶର ପ୍ରଥମ ପ୍ଲାଜ୍‌ମା ଚିକିତ୍ସା ସଫଳ ହୋଇଛି । ମୁମ୍ବାଇରେ ଦେଶର ପ୍ରଥମ ପ୍ଲାଜ୍‌ମା ଚିକିତ୍ସା ବ୍ୟବସ୍ଥା ସଫଳ ହୋଇଥିବା ନେଇ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି । ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଏହି ପ୍ଲାଜ୍‌ମା ଚିକିତ୍ସା ସଫଳ ହୋଇଥିବା ଜଣାପଡିଛି । ଏହା ସହିତ ବିଓ୍ବାଇଏଲ୍‌ ନାୟାର ହସ୍ପିଟାଲରେ ଦ୍ବିତୀୟ ପ୍ଲାଜ୍‌ମା ପରୀକ୍ଷଣ ଜାରି ରହିଥିବା ନେଇ ଟୋପେ ପ୍ରକାଶ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ବ୍ୟବସ୍ଥା ଉପରେ ରୋକ୍‌ ଲଗାଯାଇଥିଲେ ମଧ୍ୟ ମହାରାଷ୍ଟ୍ର ଏ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବାକୁ ଯାଉଛି । (ଏଜେନ୍ସି)

covid19 mumbai plasmatherapy
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ଼ ଘୋଷଣା: ଚାଷୀ ଏବଂ ଶିକ୍ଷକଙ୍କ ବିରୋଧରେ ପ୍ରତ୍ୟାହାର ହେବ ମାମଲା 

September 2, 2026

କଂଗ୍ରେସରେ ଯୋଗଦେଲେ ଆସୀମ ୱକାର: AIMIM ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ

September 2, 2026

“ଯଦି GDP ବୃଦ୍ଧି ପାଇଛି, ତେବେ ୮୫ କୋଟି ଲୋକଙ୍କୁ ମାଗଣା ରାସନ୍ କିପରି?”: ସଞ୍ଜୟ ରାଉତଙ୍କ ପ୍ରଶ୍ନ

September 2, 2026

‘CJP ଅର୍ଥ କଂଗ୍ରେସ ଜିତାଓ ପ୍ରୋଗ୍ରାମ’: ରାହୁଲ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଆକ୍ରମଣ

September 2, 2026
Latest News

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ଼ ଘୋଷଣା: ଚାଷୀ ଏବଂ ଶିକ୍ଷକଙ୍କ ବିରୋଧରେ ପ୍ରତ୍ୟାହାର ହେବ ମାମଲା 

September 2, 2026

କଂଗ୍ରେସରେ ଯୋଗଦେଲେ ଆସୀମ ୱକାର: AIMIM ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ

September 2, 2026

“ଯଦି GDP ବୃଦ୍ଧି ପାଇଛି, ତେବେ ୮୫ କୋଟି ଲୋକଙ୍କୁ ମାଗଣା ରାସନ୍ କିପରି?”: ସଞ୍ଜୟ ରାଉତଙ୍କ ପ୍ରଶ୍ନ

September 2, 2026

‘CJP ଅର୍ଥ କଂଗ୍ରେସ ଜିତାଓ ପ୍ରୋଗ୍ରାମ’: ରାହୁଲ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଆକ୍ରମଣ

September 2, 2026

ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା ମାମଲା: ରାଜ ଠାକରେଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.