Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1147ରେ ପହଞ୍ଚିଛି
ଆଜିର ଖବର

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1147ରେ ପହଞ୍ଚିଛି

May 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 35 ହଜାର ପାର୍‌ କରିସାରିଛି । ସ୍ବାସ୍ଥ୍ୟବିଭାଗ ମିଳିଥିବା ସୂଚନା ଅନୁସାରେ ଏବେ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 35 ହଜାର 43ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା 1,147ରେ ପହଞ୍ଚିଛି। ସେହିପରି 8 ହଜାର 889ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ ସର୍ବାଧିକ କରୋନା ରୋଗୀ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ 10 ହଜାର ପାର କରିଛି। ଏଠାରେ 10 ହଜାର 498ଟି ମାମଲା ସୃଷ୍ଟି ହୋଇଛି। ସେହିପରି 459ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି 1773ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ପରେ ଗୁଜୁରାଟରେ ଅଧିକ କରୋନା ରୋଗୀ ରହିଛନ୍ତି। ଏଠାରୁ 4395ଟି ମାମଲା ଆସିଥିବାବେଳେ 214 ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା 3500 ଡେଇଁଥିବାବେଳେ 59ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମଧ୍ୟପ୍ରଦେଶରେ 2660 ଜଣ ସଂକ୍ରମିତ ହୋଇଥିବାବେଳେ 137ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନରେ 2584 ଜଣ ସଂକ୍ରମିତ ହୋଇଥିବାବେଳେ 58ଜଣଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁରେ 2323ଜଣ ସଂକ୍ରମିତ ହୋଇଥିବାବେଳେ 27ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ଏଠାରେ 2203ଜଣ ସଂକ୍ରମିତ ହୋଇଥିବାବେଳେ 39ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶରେ 31ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ତାମିଲନାଡୁରେ 2162ଜଣ ସଂକ୍ରମିତ ରହିଥିବାବେଳେ ମୃତ୍ୟୁବରଣ କରିଛନ୍ତି 27 ଜଣ। ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2134ରେ ପହଞ୍ଚିଥିବାବେଳେ 39ଜଣଙ୍କର ଜୀବନ ଯାଇଛି।

ଏତଦ୍‌ବ୍ୟତୀତ ଆନ୍ଧ୍ରପ୍ରଦେଶରେ 1403 ଜଣ ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ବରଣ କଛନ୍ତି 31 ଜଣ।  ଆସାମରେ 42ଟି ମାମଲା ଆସିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବିହାରରେ 418ମାମଲା ଆସିଥିବାବେଳ 2 ଜଣଙ୍କର ମୃତ୍ୟୁ ହୋଇଛି। ହରିୟାଣାର 313ଜଣ ସଂକ୍ରମିତ ରହିଥିବାବେଳେ ତିନିଜଣଙ୍କର ମୃତ୍ୟୁ ହୋଇଛି। ଜମ୍ମୁକାଶ୍ମୀରରେ 614ଟି ମାମଲା ଆସିଥିବା 8 ଜଣଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକରେ 565ଟି ମାମଲା ରହିଥିବାବେଳେ 21 ଜଣଙ୍କର ମୃତ୍ୟୁ ହୋଇଛି। ମେଘାଳୟରେ 12ଟି ମାମଲା ରହିଥିବାବେଳେ ଜଣକର ମୃତ୍ୟୁ ହୋଇଛ । ହିମାଚଳ ପ୍ରଦେଶରେ 40 ଜଣ ସଂକ୍ରମିତ ରହିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। କେରଳରେ ସର୍ବପ୍ରଥମେ କରୋନା ସଂକ୍ରମିତ ରହିଥିବାବେଳେ ଏଠାରେ ଏବେ 497ଟି ମାମଲା ସାମ୍ନାକୁ ଆସିଛି । ଏଠାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।  ଓଡ଼ିଶାରେ 143ଟି ମାମଲା ଆସିଥିବାବେଳେ ଜଣକର ମୃତ୍ୟୁ ହୋଇଛି । ପଞ୍ଜାବରେ 357ଟି ମାମଲା ରହିଥିବାବେଳେ 19ଜଣଙ୍କର ମୃତ୍ୟୁ ହୋଇଛି । ତେଲେଙ୍ଗାନାରେ 1038ଟି ମାମଲା ଆସିଥିବାବେଳେ 26 ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗରେ 795ଟି କେସ୍‌ ଆସିଥିବାବେଳେ 33ଜଣଙ୍କର ମୃତ୍ୟୁ ହୋଇଛି । ଉତ୍ତରାଖଣ୍ଡରୁ 57ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ଆଣ୍ଡମାନା ନିକୋବରରୁ 33 ଜଣ ସଂକ୍ରମିତ ରହିଛନ୍ତି । ସେହିପରି ଲଦାଖରେ 22ଜଣ ସଂକ୍ରମିତ ରହିଛନ୍ତି । ମଣିପୁରେ 2 ଜଣ, ତ୍ରିପୁରାରେ 2ଜଣ ସଂକ୍ରମିତ ମିଜୋରାମରେ ଜଣେ ଓ ଗୋଆରେ 7ଜଣ ସଂକ୍ରମିତ ରହିଥିଲେ । ଏବେ ଏହି ଚାରୋଟି ରାଜ୍ୟ କରୋନା ମୁକ୍ତ ହୋଇଛନ୍ତି । (ଏଜେନ୍ସି)

coronaupdate
Share. Facebook Twitter LinkedIn Email WhatsApp Copy Link

Related Posts

ହିମାଚଳ ପ୍ରଦେଶରୁ ୫୦ ଜଣିଆ ଯୁବ ଛାତ୍ର ପ୍ରତିନିଧି ଦଳର ଓଡ଼ିଶା ଗସ୍ତ

October 18, 2026

ନୋଏଡ଼ାରେ ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଜବତ

October 18, 2026

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ଅକ୍ଟୋବର ୧୮ ତାରିଖ ହେଉଛି ଶୁଭ ଦିନ

October 18, 2026

ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

October 17, 2026
Latest News

ହିମାଚଳ ପ୍ରଦେଶରୁ ୫୦ ଜଣିଆ ଯୁବ ଛାତ୍ର ପ୍ରତିନିଧି ଦଳର ଓଡ଼ିଶା ଗସ୍ତ

October 18, 2026

ବିବାହରେ କାହିଁକି ହୁଏ ଅହେତୁକ ବିଳମ୍ବ? ଜାଣନ୍ତୁ କାରଣ ଏବଂ ସରଳ ପ୍ରତିକାର

October 18, 2026

ଓଡ଼ାପଡ଼ା ତହସିଲଦାର ସସ୍‌ପେଣ୍ଡ

October 18, 2026

ଭୁବନେଶ୍ୱର ବିମାନବନ୍ଦରରେ ୧.୮୦ କୋଟି ଟଙ୍କାର ମାରିଜୁଆନା ଜବତ

October 18, 2026

ଅନଲାଇନ୍ ଟ୍ରେଡିଂ ନାଁରେ ୬୨ ଲକ୍ଷ ଟଙ୍କା ଠକେଇ: ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.