Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜଧାନୀରେ ରହସ୍ୟଜନକ ଅବସ୍ଥାରେ ନବଦମ୍ପତିଙ୍କ ମୃତ୍ୟୁ
ଆଜିର ଖବର

ରାଜଧାନୀରେ ରହସ୍ୟଜନକ ଅବସ୍ଥାରେ ନବଦମ୍ପତିଙ୍କ ମୃତ୍ୟୁ

May 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଭୁବନେଶ୍ବରରେ ନବ ଦମ୍ପତିଙ୍କ ରହସ୍ୟଜନକ ମୃତ୍ୟୁ ହୋଇଥିବାର ଖବର ମିଳିଛି ।  ଲିଙ୍ଗରାଜ ଥାନା କେଉଟ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ସ୍ବାମୀର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ସ୍ତ୍ରୀର ମୃତ ଦେହ ବେଡ୍ ତଳେ ପଡିଥିବାର ଦେଖାଯାଇଥିଲା । ତିନିମାସ ତଳେ ବିବାହ କରିଥିବବେଳେ ସ୍ବାମୀ ଜଣକ ହକର୍‌ ରୂପେ କାର୍ଯ୍ୟ କରୁଥିଲା ।

ଉଭୟ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ କେଉଁ ପରିସ୍ଥିତିରେ କେଉଁ କାରଣ ଯୋଗୁଁ ଦୁହିଁଙ୍କର ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି  ଲିଙ୍ଗରାଜ ପୁଲିସ୍‌ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରି ଛାନଭିନ୍ ଆରମ୍ଭ କରିଛି।

 

ଝୁଲନ୍ତା ମୃତଦେହ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ଲାଗୁ ହେବ ରିଅଲ ଟାଇମ ଟ୍ରାଫିକ ପରିଚାଳନା: ‘ଗୋଟିଏ ନେଟୱାର୍କ-ସ୍ମାର୍ଟ ଟ୍ରାଫିକ୍’କୁ ଅନୁମୋଦନ

September 30, 2026

‘ଜ୍ଞାନେଶ କୁମାରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ’: ଟିଏମସି ବିଦ୍ରୋହୀ ଗୋଷ୍ଠୀ NCPIର ଦାବି

September 30, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟା ମନ୍ମଥ ଗିରଫ ପରେ କୋର୍ଟରେ ହାଜର

September 30, 2026

ଏସ୍‌ସିବିରେ ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ଥାନାରେ ମାମଲା ରୁଜୁ

September 30, 2026
Latest News

ଦିଲ୍ଲୀରେ ଲାଗୁ ହେବ ରିଅଲ ଟାଇମ ଟ୍ରାଫିକ ପରିଚାଳନା: ‘ଗୋଟିଏ ନେଟୱାର୍କ-ସ୍ମାର୍ଟ ଟ୍ରାଫିକ୍’କୁ ଅନୁମୋଦନ

September 30, 2026

‘ଜ୍ଞାନେଶ କୁମାରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ’: ଟିଏମସି ବିଦ୍ରୋହୀ ଗୋଷ୍ଠୀ NCPIର ଦାବି

September 30, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟା ମନ୍ମଥ ଗିରଫ ପରେ କୋର୍ଟରେ ହାଜର

September 30, 2026

ଏସ୍‌ସିବିରେ ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ଥାନାରେ ମାମଲା ରୁଜୁ

September 30, 2026

କ୍ୟାବିନେଟ୍‌ ର ବଡ଼ ନିଷ୍ପତ୍ତି: ଗହମ ସମେତ ଏହି ୬ ଟି ଫସଲର ବଢିଲା ଏମଏସପି

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.