Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»20ଟି ଜିଲ୍ଲାରୁ 186 ପଜିଟିଭ୍‌ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ
ଆଜିର ଖବର

20ଟି ଜିଲ୍ଲାରୁ 186 ପଜିଟିଭ୍‌ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ

June 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ରାଜ୍ୟରେ 186 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 20ଟିଜିଲ୍ଲାରୁ ଆଜି ମୋଟ୍‌ 186 ଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରୁ ସର୍ବାଧିକ 22 ଆକ୍ରାନ୍ତ ରହିଛନ୍ତି । ସେହିପରି ଖୋର୍ଦ୍ଧାରୁ 21, ବରଗଡଓ କଳାହାଣ୍ଡିରୁ 16 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ଗଜପତିର 15, ମୟୂରଭଞ୍ଜରୁ 13,  କଟକଓ ଯାଜପୁରରୁ 12 ଜଣ ଲେଖାଏଁ ରହିଛନ୍ତି । ଜଗତସିଂହପୁର ଓ କେନ୍ଦୁଝରରୁ 11 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ 7, ଗଞ୍ଜାମରୁ 4, ସୁନ୍ଦରଗଡରୁ 3,  ଢେଙ୍କାନାଳ, ଝାରସୁଗୁଡା ଓ ବଲାଙ୍ଗିରରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡା, ଭଦ୍ରକ, ଅନୁଗୁଳ, ମାଲ୍‌କାନଗରିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ  186 ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା13 ଜଣ ଏନଡିଆର୍‌ଏଫ୍‌/ ଓଡ୍ରାଫ୍‌/ ଅଗ୍ନିଶମ କର୍ମଚାରୀ  ରହିଛନ୍ତି ।

 

 

kandhamal ndrf ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

Big Breaking: ଦୀର୍ଘ ୨୬ ବର୍ଷ ପରେ ଜେଲରୁ ବାହାରିବେ ଦାରା ସିଂ

July 14, 2026

ତେଜ ପ୍ରତାପ ଯାଦବଙ୍କୁ ବଡ଼ ଝଟକା: ବାଙ୍କିପୁର ପ୍ରାର୍ଥୀ ବୀଣା ମାନବୀଙ୍କ ନାମାଙ୍କନ ବାତିଲ

July 14, 2026

ଇଂଲଣ୍ଡ ଦିନିକିଆ ସିରିଜ ପରେ ଟିମ୍ ଇଣ୍ଡିଆର ପ୍ରଶିକ୍ଷକଙ୍କ ଛୁଟି!: ଆଶ୍ଚର୍ଯ୍ୟ କରିବ କାରଣ

July 14, 2026

ବିଜୟଲକ୍ଷ୍ମୀଙ୍କ ଗଳ୍ପପୁସ୍ତକ “କେରାଏ ଦୁବ ଅରାଏ ଆକାଶ” ଉନ୍ମୋଚିତ

July 14, 2026
Latest News

Big Breaking: ଦୀର୍ଘ ୨୬ ବର୍ଷ ପରେ ଜେଲରୁ ବାହାରିବେ ଦାରା ସିଂ

July 14, 2026

ତେଜ ପ୍ରତାପ ଯାଦବଙ୍କୁ ବଡ଼ ଝଟକା: ବାଙ୍କିପୁର ପ୍ରାର୍ଥୀ ବୀଣା ମାନବୀଙ୍କ ନାମାଙ୍କନ ବାତିଲ

July 14, 2026

ଇଂଲଣ୍ଡ ଦିନିକିଆ ସିରିଜ ପରେ ଟିମ୍ ଇଣ୍ଡିଆର ପ୍ରଶିକ୍ଷକଙ୍କ ଛୁଟି!: ଆଶ୍ଚର୍ଯ୍ୟ କରିବ କାରଣ

July 14, 2026

ଦୁଇ ଭାଗ ହେଲା ପାକିସ୍ତାନ!: ନିଜକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କଲା ବଲୁଚିସ୍ତାନ

July 14, 2026

ବିଜୟଲକ୍ଷ୍ମୀଙ୍କ ଗଳ୍ପପୁସ୍ତକ “କେରାଏ ଦୁବ ଅରାଏ ଆକାଶ” ଉନ୍ମୋଚିତ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.