Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»18 ଜିଲ୍ଲାରୁ 210 ଜଣ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଆଜିର ଖବର

18 ଜିଲ୍ଲାରୁ 210 ଜଣ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

June 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟରେ ଆଜି 210 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜି 18ଟି ଜିଲ୍ଲାରୁ 210 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ଫାନ୍‌ ମୁକାବିଲାରୁ ଫେରିଥିବା 6 ଜଣ ଏନ୍‌ଡିଆରଏଫ୍‌ କର୍ମଚାରୀ ରହିଛନ୍ତି । ସେହିପରି ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 58 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 47, ଗଜପତିରୁ 29, ବଲାଙ୍ଗିରରୁ 11 ଜଣ ଚିହ୍ନଟ ହୋଇଛନ୍ତି ।ଯାଜପୁର ଓ ପୁରୀରୁ 8 ଜଣ ଲେଖାଏଁ ରହିଥିବାବେଳେ ମୟୂରଭଞ୍ଜ ଓ ଢେଙ୍କାନାଳରୁ 7 ଜଣ ଲେଖାଏଁ ରହିଛନ୍ତି ।   ସୁନ୍ଦରଗଡରୁ 6 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେନ୍ଦୁଝର ଓ କଟକରୁ 5 ଜଣ ଲେଖାଏଁ ରହିଛନ୍ତି । ସେହପରି କେନ୍ଦ୍ରାପଡା ଓ ନୟାଗଡରୁ 3 ଜଣ ଲେଖାଏଁ ରହିଛନ୍ତି । ବାଲେଶ୍ବର ଓ ନବଙ୍ଗରପୁରରୁ 2 ଜଣେ ଲେଖାଏଁ ରହିଥିବାବେଳେ ଅନୁଗୁଳ, ଦେବଗଡ, ସମ୍ବଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

କରୋନା ଖୋର୍ଦ୍ଧା ଗଜପତି ଗଞ୍ଜାମ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ଭାରତରେ କୃଷି ବିକାଶ ପାଇଁ ରୋଡ୍ ମ୍ୟାପ୍ ଚୂଡାନ୍ତ : ଶ୍ରୀ ଶିବରାଜ ସିଂହ ଚୌହାନ

May 20, 2026

ସାରା ରାଜ୍ୟରେ କୌଣସି କଟକଣା ବିନା ଜାରି ରହିଛି ଜାଳେଣି ବିତରଣ

May 20, 2026

ଓଡ଼ିଶାର ଆମ୍ବ କିସମ ଓ ଉତ୍ପାଦନକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପ୍ରଶଂସା

May 20, 2026

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା : ଆଉ ୨ଜଣ ଅଭିଯୁକ୍ତ ଗିରଫ

May 19, 2026
Latest News

ପୂର୍ବ ଭାରତରେ କୃଷି ବିକାଶ ପାଇଁ ରୋଡ୍ ମ୍ୟାପ୍ ଚୂଡାନ୍ତ : ଶ୍ରୀ ଶିବରାଜ ସିଂହ ଚୌହାନ

May 20, 2026

ସାରା ରାଜ୍ୟରେ କୌଣସି କଟକଣା ବିନା ଜାରି ରହିଛି ଜାଳେଣି ବିତରଣ

May 20, 2026

ଓଜନ ହ୍ରାସ ପାଇଁ କେଉଁ ତେଲ ସର୍ବୋତ୍ତମ ?

May 20, 2026

ପ୍ରଯୁକ୍ତିବିଦ୍ୟା ମାନବଜାତିକୁ ଅଭୂତପୂର୍ବ ସ୍ତରରେ ପହଞ୍ଚ ବିସ୍ତାର କରିବା ପାଇଁ ଏକ ଐତିହାସିକ ସୁଯୋଗ ପ୍ରଦାନ କରିଥାଏ: ଡକ୍ଟର ପି. କେ. ମିଶ୍ର

May 20, 2026

ବୁଧବାରରେ ଏହି ସାତୋଟି ରାଶି ହେବ ମାଲେମାଲ, ମିଳିବ ଅଦୃଶ୍ୟ ଶକ୍ତିର ସାହାଯ୍ୟ

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.