ଦେଶରେ ଗତ 24 ଘଣ୍ଟାରେ15ହଜାର 653 ଆକ୍ରାନ୍ତ ଚିହ୍ନଟ, 507 ମୃତ

Published: Jul 1, 2020, 10:43 am IST
ନୂଆଦିଲ୍ଲୀ :  ଭାରତରେ ବଢୁଛି କରୋନା ପ୍ରଭାବ।  ପ୍ରତିଦିନ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ପୁଣି 18 ହଜାର 653 ଆକ୍ରାନ୍ତ ଚିହ୍ନଟ କରାଯାଇଛି।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 5 ଲକ୍ଷ 85 ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 17 ହଜାର 400 ଛୁଇଁଲାଣି  । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।  ମୋଟ୍ ସଂକ୍ରମିତ ମଧ୍ୟରୁ 3ଲକ୍ଷ 47 ହଜାର 979 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ2 ଲକ୍ଷ 20 ହଜାର 114 ସକ୍ରିୟ ଅଛନ୍ତି।
କେଉଁ ରାଜ୍ୟରେ କିପରି ଅଛି ସ୍ଥିତି :
କ୍ରମାଙ୍କ ରାଜ୍ୟର ନାମ ମୋଟ୍‌ ପଜିଟିଭ୍‌
ସୁସ୍ଥ ମୃତ
1 ଆଣ୍ଡାମାନ ନିକୋବର 97 50 0
2 ଆନ୍ଧ୍ରପ୍ରଦେଶ 14595 6511 187
3 ଅରୁଣାଚଳପ୍ରଦେଶ 191 62 1
4 ଆସାମ 8227 5647 12
5 ବିହାର 10043 7687 67
6 ଚଣ୍ଡୀଗଡ 440 364 6
7 ଛତିଶଗଡ 2860 2250 13
8 ଦିଲ୍ଲୀ 87360 58348 2742
9 ଗୋଆ 1315 596 3
10 ଗୁଜୁରାଟ 32557 23662 1846
11 ହରିୟାଣା 14548 9972 236
12 ହିମାଚଳ ପ୍ରଦେଶ 953 580 10
13 ଜମ୍ମୁକାଶ୍ମୀର 7497 4722 101
14 ଝାଡଖଣ୍ଡ 2490 1884 15
15 କର୍ଣ୍ଣାଟକ 15242 7918 246
16 କେରଳ 4442 2306 24
17 ଲଦାଖ 973 648 1
18 ମଧ୍ୟପ୍ରଦେଶ 13593 10395 572
19 ମହାରାଷ୍ଟ୍ର 174761 90911 7855
20 ମଣିପୁର 1234 553 0
21 ମେଘାଳୟ 52 42 1
22 ମିଜୋରାମ 160 122 0
23 ଓଡ଼ିଶା 7065 5189 25
24 ପୁଡୁୁଚେରୀ 714 272 12
25 ପଞ୍ଜାବ 5568 3867 144
26 ରାଜସ୍ଥାନ 18014 14220 413
27 ତାମିଲନାଡୁ 90167 50074 1201
28 ତେଲେଙ୍ଗାନା 16339 7294 260
29 ତ୍ରିପୁରା 1388 1086 1
30 ଉତ୍ତରାଖଣ୍ଡ 2881 2231 41
31 ଉତ୍ତରପ୍ରଦେଶ 23492 16084 697
32 ପଶ୍ଚିମବଙ୍ଗ 18559 12130 668
ମୋଟ୍‌ ପଜିଟିଭ୍‌ 585493 347979 17400

Related posts