Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କୁ ଏନକାଉଣ୍ଟର
ଆଜିର ଖବର

ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କୁ ଏନକାଉଣ୍ଟର

July 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
୧୦ ବର୍ଷୀୟା ଝିଅକୁ ଦୁଷ୍କର୍ମ: ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ
୧୦ ବର୍ଷୀୟା ଝିଅକୁ ଦୁଷ୍କର୍ମ: ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ

କାନପୁର: ଗ୍ୟାଙ୍ଗଷ୍ଟର୍‌ ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କୁ ପୋଲିସ୍‌ ଏନକାଉଣ୍ଟର କରିଛି । ମୃତକ ଦ୍ୱୟ ହେଲେ ବାଓ୍ବଆ ଦୁବେ ଓ ପ୍ରଭାତ ମିଶ୍ରା। ଉତ୍ତର ପ୍ରଦେଶ କାନପୁର ଶୁଟଆଉଟର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ ଦୁଇ ସହଯୋଗୀ ପୁଲିସ୍‌ ଗୁଳିରେ ନିହତ ହୋଇଛନ୍ତି।

ନିହତ ହୋଇଥିବା ପ୍ରଭାତ ମିଶ୍ରାକୁ ପୁଲିସ୍‌ ଫରିଦାବାଦ ସ୍ଥିତ ଗୋଟିଏ ହୋଟେଲରୁ ଗିରଫ କରିଥିଲା।  ପୁଲିସ୍‌ ପ୍ରଭାତକୁ ଗିରଫ କରିଥିଲେ ହେଁ ସେ ଖସି ଯିବାକୁ ଉଦ୍ୟମ କରିଥିଲା। ଫଳରେ ପୁଲିସ୍‌ ତା’କୁ ଗୁଳି କରିଦେଇଛି। ସେହିପରି ବିକାଶର ଅନ୍ୟତମ ସହଯୋଗୀ ବାଉଓ୍ବା ଦୁବେକୁ ଇଟାଓ୍ବାଠାରେ ଗୁଳି କରିଛି । ପୋଲିସ ସୂଚନା ଅନୁସାରେ ବାଓ୍ବଆ ବିଳମ୍ବିତ ରାତ୍ରିରେ ମହେବା ନିକଟରେ ହାଇଓ୍ବେଠାରେ ଏକ ସ୍ବିପ୍ଟ ଡିଜାୟାର୍‌ କାର୍‌ ଚୋରି କରୁଥିଲା । ବାଓ୍ବଆ ସହ ତିନିଜଣ ଅପରାଧୀ ରହିଥିଲେ । ପୋଲିସ୍‌କୁ ଏହି ଲୁଟ୍‌ର ଖବର ମିଳିଥିଲା । ବାଓ୍ବଆ  ପୁଲିସ୍‌ ପାଇଁ ମୋଷ୍ଟୱାଣ୍ଟେଡ ଥିଲା। ଏଥିପାଇଁ ତା’ ମୁଣ୍ଡ ଉପରେ 50 ହଜାର ଟଙ୍କାର ପୁରସ୍କାର ରହିଥିଲା । ତେବେ ବାଓ୍ବଆ ସହ ଥିବା ଅନ୍ୟ ତିନି ଅପରାଧୀ ଖସି ଯିବାରେ ସଫଳ ହୋଇଛନ୍ତି ।

ଏହା ପୂର୍ବରୁ ପୋଲିସ୍‌ ବିକାଶ ଦୁବେର ଡାହାଣ ହାତ ବୋଲାଉଥିବା ଅମର ଦୁବେକୁ ମଧ୍ୟ ଏନକାଉଣ୍ଟର କରିଛି । ହମୀରପୁର ଜିଲ୍ଲାରେ ଅମର ଲୁଚି ରହିଥିବାର ସୂଚନା ରହିଥିଲା । (ଏଜେନ୍ସି)

encounter
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026

୧୫ ବର୍ଷରେ ପାଦ ଥାପିଲା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪

October 16, 2026
Latest News

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.