Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଅଲ୍‌ରେ ଦେଖିବାକୁ ମିିଳିଲା ‘ଟୟଲେଟ୍‌ ଏକ ପ୍ରେମ୍‌ କଥା’ର କାହାଣୀ : ଶୌଚାଳୟ ନଥିବାରୁ ଶାଶୁଘର ଛାଡୁଛନ୍ତି ବୋହୂ
ଆଜିର ଖବର

ରିଅଲ୍‌ରେ ଦେଖିବାକୁ ମିିଳିଲା ‘ଟୟଲେଟ୍‌ ଏକ ପ୍ରେମ୍‌ କଥା’ର କାହାଣୀ : ଶୌଚାଳୟ ନଥିବାରୁ ଶାଶୁଘର ଛାଡୁଛନ୍ତି ବୋହୂ

July 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗୋରଖପୁର : ଉତ୍ତରପ୍ରଦେଶର କୁଶୀନଗର ଅଞ୍ଚଳରେ ଦେଖିବାକୁ ମିଳିଛି  ‘ଟୟଲେଟ୍‌ ଏକ ପ୍ରେମ୍‌ କଥା’ର କାହାଣୀ । ସ୍ବଚ୍ଛଭାରତ ସୁସ୍ଥ ଭାରତର ବାର୍ତ୍ତା ବହନ କରୁଥିବା ତଥା ଅକ୍ଷୟ କୁମାର ଓ ଭୂମି ପେଣ୍ଡେନକର୍‌ଙ୍କ ଅଭିନୀତ ‘ଟୟଲେଟ୍‌ – ଏକ ପ୍ରେମ କଥା’ରେ ନାରୀର ସମ୍ମାନ ଓ ଶୌଚାଳୟକୁ ନେଇ ପ୍ରସ୍ତୁତ କରାଯାଇଥିଲା । ଏହି ଫିଲ୍ମରେ ଜଣେ ନାରୀ ଶୌଚାଳୟ ନଥିବାରୁ ଶାଶୁ ଘର ଛାଡିବା ସହିତ ସବୁ ନାରୀଙ୍କ ସମ୍ମାନ ପାଇଁ ଲଢିଥିଲେ । ଠିକ୍‌ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କୁଶୀନରଗ ପଡରୌନା ବ୍ଲକ୍‌ରେ ।

ଶାଶୁଘରେ ଶୌଚାଳୟ ନଥିବାରୁ ନବବିବାହିତ ବଧୂମାନେ ଶାଶୁଘର ଛାଡିଛନ୍ତି । କୁଶୀନଗରର ପଡରୌନା ବ୍ଲକର ଜଗଦୀଶପୁର ଗ୍ରାମରେ ଏପରି ଏକ ଘଟଣା ଦେଖିବାକୁମିଳିଛି । ଏଠାକାର ମହିଳାମାନେ ଶୌଚାଳୟ ନଥିବାରୁ ଶାଶୁଘର ଛାଡି ନିଜ ବାପଘରକୁ ଚାଲିଆସିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଶୌଚାଳୟ ପାଇଁ ଶାଶୁଘର ଛାଡି ବାପଘରକୁ ଆସିଥିବା ବଧୂମାନେ ଦୁଇ ବର୍ଷ ହେବ ବିବାହ କରି ଏହି ଗ୍ରାମକୁ ଆସିଥିଲେ । ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସାମ୍ନାରେ ଶୌଚାଳୟ ନିର୍ମାଣର ସର୍ତ୍ତ ରଖିଥିଲେ ଏହି ବଧୂମାନେ । ଭୀଷଣ ବର୍ଷାରେ ତାଙ୍କୁ ବାହାରକୁ ଶୌଚ ହେବା ପାଇଁ ପଡୁଥିଲା। ଏହାକୁ ଦେଖି ଏହି ବଧୂମାନେ ଶାଶୁଘର ଛାଡି ବାପଘରକୁ ଯିବାର ନିଷ୍ପତ୍ତି ନେଇଥିଲେ ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସାର୍ବଜନିକ ଶୌଚାଳୟ ନିର୍ମାଣ ହେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଜିଲ୍ଲା ପଞ୍ଚାୟତ ରାଜ ଅଧିକାରୀ କହିଛନ୍ତି ଯେ, ସରକାରଙ୍କ ତରଫରୁ ସ୍ବଚ୍ଛ ଭାରତ ଯୋଜନା ଆଧାରରେ ଯୋଗାଇ ଦିଆଯାଉଥିବା ଅନେକ ଶୌଚାଳୟ ନିର୍ମାଣ କରାଯାଇଥିବାବେଳେ ଅନେକଙ୍କ ନାମ ସୂଚୀରେ ନଥିବାରୁ ସେମାନେ ଶୌଚାଳୟ ନିର୍ମାଣ କରିପାରିନାହାନ୍ତି । ତେବେ ସେମାନଙ୍କ ପାଇଁ ଶୌଚାଳୟର ବନ୍ଦୋବସ୍ତ କରାଯାଉଛି । ଗ୍ରାମରେ ଏକ ସାର୍ବଜନିକ ଶୌଚାଳୟ ନିର୍ମାଣ ହେବାକୁ ପ୍ରତିଶ୍ରୁତି ଦେଇଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

May 4, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

May 4, 2026

ଜଟିଳ ଅସ୍ତ୍ରୋପଚାର – ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ଅଭୂତପୂର୍ବ ସଫଳତା

May 4, 2026

ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ମିଳିଲା ‘ସୁଭଦ୍ରା’ ଟଙ୍କା

May 4, 2026
Latest News

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

May 4, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

May 4, 2026

ଜଟିଳ ଅସ୍ତ୍ରୋପଚାର – ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ଅଭୂତପୂର୍ବ ସଫଳତା

May 4, 2026

୫ ରାଜ୍ୟ ନିର୍ବାଚନ ଫଳାଫଳ ପରେ କେତେ ରାଜ୍ୟରେ ଶାସନ କରିବ ବିଜେପି?

May 4, 2026

ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ମିଳିଲା ‘ସୁଭଦ୍ରା’ ଟଙ୍କା

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.