Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ପୁଣି 6ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଶହେ ଡେଇଁଲା
ଆଜିର ଖବର

ଆଜି ପୁଣି 6ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଶହେ ଡେଇଁଲା

July 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 6ଜଣଙ୍କ ଜୀବନ ନେଇଛି କରୋନା । ଆଜି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 100 ଡେଇଁଛି । 6 ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ 5ଜଣ ପୁରୁଷ ରହିଛନ୍ତି ।

ଆଜି 6ଟି ଜିଲ୍ଲାରୁ 6ଜଣଙ୍କ ଜୀବନ ଯାଇଛି । ଆଜି 6 ମୃତକଙ୍କ ମଧ୍ୟରେ କେନ୍ଦ୍ରାପଡା, ରାୟଗଡା, ଜଗତସିଂହପୁର, ଗଜପତି, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ଆଜି ମୃତ୍ୟୁବରଣ କରିଥିବା 6ଜଣଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ 63 ବର୍ଷୀୟ ପୁରୁଷ ରହିଥିବାବେଳେ ସେ ଡାଇବେଟିସ୍‌ ଓ ହାଇପର୍ଟେନ୍ସରରେ ପୀଡ଼ିତ ଥିଲେ ।  ସେହିପରି କଟକ ଜିଲ୍ଲାରୁ 26 ବର୍ଷୀୟା ଯୁବତୀଙ୍କର  ମୃତ୍ୟୁ ହୋଇଛି ।

ଗଜପତି ଜିଲ୍ଲାରୁ 68 ବର୍ଷୀୟ ଜଣେ ପୁରୁଷ ଥିବାବେଳେ ସେ ମଧ୍ୟ ଡାଇବେଟିସ୍‌ ଓ ହାଇପର୍ଟେନସନ୍‌ରେ ଥିଲେ । ଜଗତସିଂହପୁରରୁ ଜଣେ 58 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାେବଳେ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଆଜି ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 75 ବର୍ଷ ର ବୋଲି ସୂଚନା ରହିଛି । ସେହିପରି ରାୟଗଡା ଜିଲ୍ଲାରୁ 74 ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଛନ୍ତି ।

ଆଜି 6ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 103କୁ ବୃଦ୍ଧି ହୋଇଛି । ସେହିପରି ଜଗତସିଂହପୁରରେ ମୃତ୍ୟୁ ସଂଖ୍ୟା2କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି ହୋଇଛି । ସେହିପରି କଟକ ଜିଲ୍ଲାରେ 8କୁ ବୃଦ୍ଧି ହୋଇଛି । କେନ୍ଦ୍ରାପଡା ଓ ରାୟଗଡାରେ ମୃତ୍ୟୁ ସଂଖ୍ୟା 2 ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଗଜପତି ଜିଲ୍ଲାରେ 5 ଜଣଙ୍କ ମୃତ୍ୟୁ ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଏବଂ ଜାପାନ ମଧ୍ୟରେ ହେବ ଐତିହାସିକ ଟି-୨୦ ମ୍ୟାଚ୍: ଜାଣନ୍ତୁ କେବେ?

September 4, 2026

ସିମୁଳିଆରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶକୁ ଏନକାଉଣ୍ଟର, ଅନ୍ୟଜଣେ ଫେରାର

September 4, 2026

ଓଡ଼ିଶାରେ ଜିଓ ଡିଜିଟାଲ କ୍ରାନ୍ତିର ସ୍ୱର୍ଣ୍ଣିମ ୧୦ ବର୍ଷ: ଯୋଡ଼ି ହେଲେ ପ୍ରାୟ ୨ କୋଟି ମୋବାଇଲ ଗ୍ରାହକ

September 4, 2026

ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ କୋଠାରେ ଲାଗିଲା ନୋଟିସ୍: ଖାଲି କରିବାକୁ ନିର୍ଦ୍ଦେଶ

September 4, 2026
Latest News

ଭାରତ ଏବଂ ଜାପାନ ମଧ୍ୟରେ ହେବ ଐତିହାସିକ ଟି-୨୦ ମ୍ୟାଚ୍: ଜାଣନ୍ତୁ କେବେ?

September 4, 2026

ସିମୁଳିଆରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶକୁ ଏନକାଉଣ୍ଟର, ଅନ୍ୟଜଣେ ଫେରାର

September 4, 2026

ଓଡ଼ିଶାରେ ଜିଓ ଡିଜିଟାଲ କ୍ରାନ୍ତିର ସ୍ୱର୍ଣ୍ଣିମ ୧୦ ବର୍ଷ: ଯୋଡ଼ି ହେଲେ ପ୍ରାୟ ୨ କୋଟି ମୋବାଇଲ ଗ୍ରାହକ

September 4, 2026

ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ କୋଠାରେ ଲାଗିଲା ନୋଟିସ୍: ଖାଲି କରିବାକୁ ନିର୍ଦ୍ଦେଶ

September 4, 2026

ଏବେ WhatsApp ମାଧ୍ୟମରେ ପୈଠ କରନ୍ତୁ ବିଦ୍ୟୁତ୍ ଏବଂ ପାଣି ବିଲ୍: ଆରମ୍ଭ ହେଲା ନୂତନ ବୈଶିଷ୍ଟ୍ୟ

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.