Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନେଗେଟିଭ୍‌ ରିପୋର୍ଟ କହି ଘରକୁ ପଠାଇଲେ, ପରେ ରିପୋର୍ଟ ଆସିଲା ପଜିଟିଭ୍‌ : ପୂରା ଗ୍ରାମକୁ କରାଗଲା ସିଲ୍‌
ଆଜିର ଖବର

ନେଗେଟିଭ୍‌ ରିପୋର୍ଟ କହି ଘରକୁ ପଠାଇଲେ, ପରେ ରିପୋର୍ଟ ଆସିଲା ପଜିଟିଭ୍‌ : ପୂରା ଗ୍ରାମକୁ କରାଗଲା ସିଲ୍‌

July 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜଗଦଲପୁର : କରୋନା ସଂକ୍ରମଣକୁ ନେଇ ଦେଶରେ ସ୍ଥିତି ବିଗିଡୁଥିବାବେଳେ କରୋନା ଟେଷ୍ଟ ରିପୋର୍ଟକୁ ନେଇ ଏବେ  ଅନିୟମିତତା ଦେଖାଦେଉଛି । କେଉଁଠାରେ ନେଗେଟିଭ୍‌ ଲୋକଙ୍କ ପଜିଟିଭ୍‌ ରିପୋର୍ଟ ଆସୁଛି ତ କେଉଁଠି ପଜିଟିଭ୍ ଲୋକଙ୍କର ନେଗେଟିଭ୍‌ ରିପୋର୍ଟ ଆସୁଛି । ଏହିପରି ଏକ ଘଟଣା ଛତିଶଗଡର ଜଗଦଲପୁରରୁ ସାମ୍ନାକୁ ଆସିଛି ।

ଛତିଶଗଡର ଜଗଦଲପୁରରେ ସରକାରୀ ହସ୍ପିଟାଲର ଦାୟିତ୍ବହୀନତାର ଏକ ଚରମ ନିଦର୍ଶନ ଦେଖିବାକୁ ମିଳିଛି । ଏଠାରେ ସରକାରୀ ହାସ୍ପିଟାଲରେ ଜଣେ ବ୍ୟକ୍ତିର କରୋନା ଟେଷ୍ଟ କରାଯାଇଥିଲା । ତାଙ୍କର ନେଗେଟିଭ୍‌ ରିପୋର୍ଟ ଆସିଛି କହି ଡାକ୍ତର ଘରକୁ ପଠେଇ ଦେଇଥିଲେ । କିନ୍ତୁ ପରେ ସେହି ବ୍ୟକ୍ତି ଜଣଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଆସିଥିଲା । ଏହି ଘଟଣା ଜଣାପଡିବା ପରେ ପୂରା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି ।  ଜିଲ୍ଲା ପ୍ରଶାସନ ଗ୍ରାମକୁ ସିଲ୍‌ କରିବା ସହିତ ପୂରା ମାମଲା ଯାଞ୍ଚ ପାଇଁ ଆଦେଶ ଦେଇଛି । ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିବାହର ଏକ ବର୍ଷ ପରେ ମହିଳାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

June 11, 2026

ତିନି ଦିନ ମଧ୍ୟରେ ତୃତୀୟ ଆକ୍ରମଣ: ଓମାନରେ ଆଉ ଏକ ଜାହାଜ ଉପରେ ଆକ୍ରମଣ

June 11, 2026

ଶକିରା ଏବଂ କେଟି ପେରିଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ଫିଫା ବିଶ୍ୱକପ୍-୨୦୨୬

June 11, 2026

ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍!: ଆଫଗାନିସ୍ତାନ ODIରେ କିପରି ରହିବ ଟିମ୍ ଇଣ୍ଡିଆ?

June 11, 2026
Latest News

ବିବାହର ଏକ ବର୍ଷ ପରେ ମହିଳାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

June 11, 2026

ତିନି ଦିନ ମଧ୍ୟରେ ତୃତୀୟ ଆକ୍ରମଣ: ଓମାନରେ ଆଉ ଏକ ଜାହାଜ ଉପରେ ଆକ୍ରମଣ

June 11, 2026

ଶକିରା ଏବଂ କେଟି ପେରିଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ଫିଫା ବିଶ୍ୱକପ୍-୨୦୨୬

June 11, 2026

ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍!: ଆଫଗାନିସ୍ତାନ ODIରେ କିପରି ରହିବ ଟିମ୍ ଇଣ୍ଡିଆ?

June 11, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.