Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ପୁଣି 6 ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 120କୁ ବୃଦ୍ଧି
ଆଜିର ଖବର

ଆଜି ପୁଣି 6 ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 120କୁ ବୃଦ୍ଧି

July 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ପୁଣି 6 ଜଣଙ୍କ ଜୀବନ ନେଇଛି କରୋନା । 6 ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ 3 ଜଣ, ରାୟଗଡା, ଗଜପତି ଓ ଭଦ୍ରକରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପାଣିପାଗ ବିଭାଗ  ସୂଚନା ଦେଇଛି । ଆଜି ମୃତକଙ୍କ ମଧ୍ୟରେ 4 ଜଣ ପୁରୁଷ ଓ 2 ଜଣ ମହିଳା ରହିଛନ୍ତି ।

ଗଞ୍ଜାମରୁ ଆଜି ତିନିଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ  ଜଣେ ପୁରୁଷ ଓ 2 ଜଣ ମହିଳା ରହିଛନ୍ତି । ମୃତକଙ୍କ ମଧ୍ୟରେ 44 ବର୍ଷୀୟ ପୁରୁଷ ଥିବାବେଳେ ମୃତ ମହିଳାଙ୍କ ବୟସ ଯଥାକ୍ରମେ 59 ଓ 50 ବର୍ଷ ବୋଲି ସୂଚନା ରହିଛି। ସେହିପରି ରାୟଗଡାରୁ ମୃତ୍ୟୁବରଣ କରିଥିବା ମୃତକଙ୍କ ବୟସ 71 ବର୍ଷ ବୋଲି ସୂଚନା ରହିଛି ।

ଗଜପତିରୁ 53 ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ଭଦ୍ରକରୁ 60 ବର୍ଷୀୟ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 120କୁ ବୃଦ୍ଧି ହୋଇଛି । ସେହିପରି ଗଞ୍ଜାମରେ 70କୁ ବୃଦ୍ଧି ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ୟୁପିରେ ମେଣ୍ଟ ମହାଯୁଦ୍ଧ : ‘ବଡ଼ ଭାଇ’ ପାଇଁ ବଡ଼ ଲଢ଼େଇ

September 4, 2026

ଆଧୁନିକ ଏଲଏଚବି କୋଚ ସହ ଚାଲିବ ପୁରୀ-ପାଟଣା-ପୁରୀ ଏକ୍ସପ୍ରେସ୍

September 4, 2026

ପୋଲିସ ମୁଖ୍ୟାଳୟରେ ଅଘଟଣ: ପୋଖରୀରେ ବୁଡ଼ି ନବନିଯୁକ୍ତ ଗୃହରକ୍ଷୀଙ୍କ ମୃତ୍ୟୁ

September 4, 2026

ପ୍ରବଳ ବର୍ଷାରେ ବୁଡ଼ିଲା ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର

September 4, 2026
Latest News

ୟୁପିରେ ମେଣ୍ଟ ମହାଯୁଦ୍ଧ : ‘ବଡ଼ ଭାଇ’ ପାଇଁ ବଡ଼ ଲଢ଼େଇ

September 4, 2026

ଆଧୁନିକ ଏଲଏଚବି କୋଚ ସହ ଚାଲିବ ପୁରୀ-ପାଟଣା-ପୁରୀ ଏକ୍ସପ୍ରେସ୍

September 4, 2026

ପୋଲିସ ମୁଖ୍ୟାଳୟରେ ଅଘଟଣ: ପୋଖରୀରେ ବୁଡ଼ି ନବନିଯୁକ୍ତ ଗୃହରକ୍ଷୀଙ୍କ ମୃତ୍ୟୁ

September 4, 2026

ପ୍ରବଳ ବର୍ଷାରେ ବୁଡ଼ିଲା ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର

September 4, 2026

ରାଜରାସ୍ତାରେ ଜନ୍ମାଷ୍ଟମୀ ପାଳିଲେ ଶିକ୍ଷକ ସମାଜ, ଆସନ୍ତାକାଲି ମହାସମାବେଶ: ସମନ୍ୱୟ ସମିତି

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.