Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ଡ଼ାଉନ୍ ନିୟମ ଉଲ୍ଲଂଘନ, ସିଲ୍ ହେଲା ୧୮ ଦୋକାନ
ଆଜିର ଖବର

ଲକ୍‌ଡ଼ାଉନ୍ ନିୟମ ଉଲ୍ଲଂଘନ, ସିଲ୍ ହେଲା ୧୮ ଦୋକାନ

July 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଲକ୍‌ଡ଼ାଉନ୍ ଚାଲିଥିବାବେଳେ କେବଳ ତେଜରାତି, ପନିପରିବା, ମାଛ, ମାଂସ ଦୋକାନ ସକାଳ ୬ ରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଅଛି । କିନ୍ତୁ କିଛି ଅନାବଶ୍ୟକ ଦୋକାନଗୁଡ଼ିକ ଏହି ସମୟରେ ଖୋଲି ଲକ୍‌ଡ଼ାଉନ୍ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଗନ କରୁଛନ୍ତି । ଆଜି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ବଡ଼ବଜାର, ଆସିକା ରୋଡ଼୍‌, ଗିରି ମାର୍କେଟ, ଗୋଷାଣିନୂଆଗାଁ ଅଂଚଳରେ ବିିଭିନ୍ନ ପ୍ରକାର ଦୋକାନଗୁଡ଼ିକ ଖୋଲାଯାଇଥିବା ଦେଖିବାକୁ ମିଳିଥିଲା । କିଛି ଦୋକାନ ସାମାଜିକ ଦୂରତାକୁ ମାନୁନଥିଲେ । ଫଳରେ ୧୮ ଗୋଟି ଦୋକାନକୁ କୋଭିଡ଼୍‌-୧୯ କଟକଣା ଉଲ୍ଲଂଘନରେ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି ।

ଏହା ସହ ବ୍ରହ୍ମପୁର ପୋଲିସ୍ ପକ୍ଷରୁ ୨୯୭ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କଠାରୁ ୫୯ ହଜାର ୪୦୦ ଟଙ୍କା ଜୋରିମାନା, ଗାଡ଼ି ସମ୍ବନ୍ଧୀୟ ୨୨୩ ଜଣଙ୍କଠାରୁ ୧ ଲକ୍ଷ ୧୧ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି । ସେହିପରି ଛତ୍ରପୁର ପୋଲିସ୍ ଜିଲ୍ଲା ପକ୍ଷରୁ ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧ଲକ୍ଷ ୨ ହଜାର ଟଙ୍କା ଜୋରିମାନା, ରାତ୍ରୀକାଳୀନ କର୍ଫୁ ଉଲ୍ଲଂଘନରେ ୧୦୦୦ ଟଙ୍କା, କୋଭିଡ଼୍ ନିୟମ ଉଲ୍ଲଂଘନ ବାବଦରେ ଏଫ୍‌ଆଇଆର୍ ରୁଜୁ ହୋଇ ୨ ଜଣକୁ ଗିରଫ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଏବେ WhatsApp ମାଧ୍ୟମରେ ପୈଠ କରନ୍ତୁ ବିଦ୍ୟୁତ୍ ଏବଂ ପାଣି ବିଲ୍: ଆରମ୍ଭ ହେଲା ନୂତନ ବୈଶିଷ୍ଟ୍ୟ

September 4, 2026

ବଡଗାମରେ ଜଣେ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେସନ ଜାରି

September 4, 2026

ଭଡ଼ା ଘରୁ ୧ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

September 4, 2026

ପୂର୍ବ ସରକାର କମିସନ ରିପୋର୍ଟକୁ ଜାଣିଶୁଣି ହଜାଇଛନ୍ତି: ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ

September 4, 2026
Latest News

ଏବେ WhatsApp ମାଧ୍ୟମରେ ପୈଠ କରନ୍ତୁ ବିଦ୍ୟୁତ୍ ଏବଂ ପାଣି ବିଲ୍: ଆରମ୍ଭ ହେଲା ନୂତନ ବୈଶିଷ୍ଟ୍ୟ

September 4, 2026

ବଡଗାମରେ ଜଣେ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେସନ ଜାରି

September 4, 2026

ଭଡ଼ା ଘରୁ ୧ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

September 4, 2026

ପୂର୍ବ ସରକାର କମିସନ ରିପୋର୍ଟକୁ ଜାଣିଶୁଣି ହଜାଇଛନ୍ତି: ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ

September 4, 2026

ସିଏମ୍‌ କିଷାନ ଯୋଜନାରେ ୮୩୩ କୋଟିର ସହାୟତା ରାଶି ବଣ୍ଟନ

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.