Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜମ୍ମୁକାଶ୍ମୀରରେ ଆତଙ୍କୀ ହମ୍‌ଲା : 2 ଯବାନ ଶହୀଦ୍‌
ଆଜିର ଖବର

ଜମ୍ମୁକାଶ୍ମୀରରେ ଆତଙ୍କୀ ହମ୍‌ଲା : 2 ଯବାନ ଶହୀଦ୍‌

August 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜମ୍ମୁ କାଶ୍ମୀର
କାଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ପୁଣି ଥରେ ଆତଙ୍କୀ ମାନେ ସୁରକ୍ଷାବଳ ଉପରକୁ ହମଲା କରିଛନ୍ତି । ଏହି ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମୀ ଶହୀଦ ହୋଇଛନ୍ତି। ଶୁକ୍ରବାର ସକାଳେ ପୋଲିସର ପ୍ୟାଟ୍ରୋଲିଂ ଟିମ୍ ଉପରକୁ ଏହି ଆକ୍ରମଣ କରାଯାଇଥିଲା । ଶ୍ରୀନଗର ଜିଲ୍ଲାର ନୌଗାମ୍ ବାଇପାସରେ ଏହି ଆକ୍ରମଣ ଘଟିବା ସହିତ 2 ପୋଲିସ ଅଧିକାରୀ ଶହୀଦ ହୋଇଛନ୍ତି । ଏହି ଆତଙ୍କୀ ଆକ୍ରମଣ ପଛରେ ଜୈସ୍‌-ଏ-ମହମ୍ମଦର ହାତ ରହିଥିବାର ସୂଚନା ରହିଛି ।

ସୁରକ୍ଷାବଳ ଲଗାତାର ଭାବରେ ଆତଙ୍କୀଙ୍କୁ ଖୋଜି ଖୋଜି ଟାର୍ଗେଟ କରୁଥିବାବେଳେ ନିକଟରେ ଫୁଲଓ୍ବାମା ଜିଲ୍‌ଲାର ସେବ ବାଗାନ୍‌ରେ ଛପି ଥିବା ଆତଙ୍କୀଙ୍କ ସହ ସୁରକ୍ଷା ବଳ ମୁହାଁମୁହିଁ ହୋଇଥିଲେ । ଏହି ଆକ୍ରମଣରେ ଆଜାଦ ଅହମ୍ମଦ ଲୋନ ନାମକ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ଏହି ଘଟଣାରେ ଜଣେ ଯବାନ ମଧ୍ୟ ଶହୀଦ ହୋଇଥିଲେ । ଗୁରୁବାର ଆତଙ୍କୀଙ୍କ 3ଟି ଠିକଣାସ୍ଥାନକୁ ଠାବ କରିବା ସହିତ ବିପୁଳ ବିସ୍ଫୋରକ ଜବତ କରିଥିଲା ଭାରତୀୟ ସେନା ।

ଗତ କିଛି ଦିନ ଜମ୍ମୁକାଶ୍ମୀରରେ ନେତାମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି ଆତଙ୍କୀମାନେ। ଗୋଟିଏ ମାସ ଭିତରେ ବିଜେପିର କିଛି ନେତାଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀମାନେ । ଏହା ପରେ କିଛି ନେତାମାନେ ଦଳ ଛାଡିଥିବାର ଜଣାପଡିଛି। ଏବେ ଘାଟି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । (ଏଜେନ୍ସି)

encounter jammukashmir
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026

ଆପଣ ମାତ୍ରାଧିକ ପେନକିଲର ସେବନ କରୁଛନ୍ତି କି, ଜାଣନ୍ତୁ ଏହାର ଭଲ ଓ ମନ୍ଦ ବିଷୟରେ

April 23, 2026

ମୂଳାଙ୍କ ୪, ୮ ଏବଂ ୯ ଥିବା ଲୋକଙ୍କର ବିଶେଷ ଶକ୍ତି ସମ୍ପର୍କରେ ଜାଣନ୍ତୁ

April 23, 2026
Latest News

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026

ଆପଣ ମାତ୍ରାଧିକ ପେନକିଲର ସେବନ କରୁଛନ୍ତି କି, ଜାଣନ୍ତୁ ଏହାର ଭଲ ଓ ମନ୍ଦ ବିଷୟରେ

April 23, 2026

ମୂଳାଙ୍କ ୪, ୮ ଏବଂ ୯ ଥିବା ଲୋକଙ୍କର ବିଶେଷ ଶକ୍ତି ସମ୍ପର୍କରେ ଜାଣନ୍ତୁ

April 23, 2026

ଆଜି ଏପ୍ରିଲ ୨୩ ତାରିଖ ଗୁରୁବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.