Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋଖରୀରେ ଗାଧୋଉଥିବାରୁ ପୁଅକୁ ଗାଳି ଦେଲେ ବାପା : ତା’ପରଦିନ ସେହି ପୋଖରୀରୁ ମିଳିଲା ପୁଅର ମୃତଦେହ
ଆଜିର ଖବର

ପୋଖରୀରେ ଗାଧୋଉଥିବାରୁ ପୁଅକୁ ଗାଳି ଦେଲେ ବାପା : ତା’ପରଦିନ ସେହି ପୋଖରୀରୁ ମିଳିଲା ପୁଅର ମୃତଦେହ

September 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଫତେପୁର : ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାର ଗାଜିପୁରଥାନା ଅନ୍ତର୍ଗତ ଚକରସୁଲପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏହି ଗ୍ରାମର ଏକ ପୋଖରୀରୁ 11 ବର୍ଷୀୟ ବାଳକର ଶବ ମିଳିଛି । ଶବ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ବାଳକଟିର ନାମ ରବି ବୋଲି ସୂଚନା ରହିଛି । ପୋଖରୀରେ ଗାଧୋଉଥିବାବେଳେ ବାଳକର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ବାଳକର ପିତା ପୋଖରୀରେ ଗାଧୋଉଥିବାର ଦେଖି ଗାଳି କରି ଘରକୁ ପଠାଇଥିଲେ । କିନ୍ତୁ ବାଳକଟି ପୁନଶ୍ଚ ସନ୍ଧ୍ୟାବେଳେ ଘରୁ ନିଖୋଜ ଥିଲେ । ପରେ ଘରର ସମସ୍ତ ସଦସ୍ୟ ବାଳକକୁ ଖୋଜାଖୋଜି କରିଥିଲେ ।

ନିଖୋଜ ହେବାର ଦ୍ବିତୀୟ ଦିନରେ ବାଳକର ଶବ ପୋଖରୀରୁ ମିଳିଥିଲା । ତେବେ ଏନେଇ ପୋଲିସ୍‌କୁ ସୂଚନା ଦିଆଯାଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିର ଶବକୁ ଜବତ କରିବା ପୋଷ୍ଟମର୍ଟମ କରିବାକୁ ପଠାଇଛନ୍ତି । 11 ବର୍ଷୀୟ ବାଳକର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି ।  ତେବେ ପୋଲିସ୍‌ ଏହି ମାମଲାର ଯାଞ୍ଚ କରିବା ସହିତ ଶିଶୁଟିର ମୃତ୍ୟୁ ପଛରେ ଅସଲ କାରଣକୁ ଖୋଜୁଥିବାର ଜଣାପଡିଛି ।(ଏଜେନ୍ସି)

deadbody pond
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026
Latest News

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026

ବିସ୍ତୃତ ରାଶିଫଳ: ଜୁନ ୭ ତାରିଖ ରବିବାରରେ ୭ଟି ରାଶି ଉପରେ ମା’ ଲକ୍ଷ୍ମୀଙ୍କ ରହିଛି ଆର୍ଶିବାଦ

June 7, 2026

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.