ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ବିହାର ନିର୍ବାଚନ ପାଇଁ ବିଜେପିର ବୈଠକ

Published: Oct 4, 2020, 10:41 pm IST

ନୂଆଦିଲ୍ଲୀ, ଆଜି ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ବିହାର ନିର୍ବାଚନ ପାଇଁ ଆୟୋଜିତ ହୋଇଥିଲା ଏକ ଉଚ୍ଚସ୍ତରୀୟ ବୈଠକ। ସଭାପତି ଜେ ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ବିହାର ପାଇଁ କଣ ରହିବ ରଣନୀତି ସହିତ ମେଣ୍ଟ ଏବଂ ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେଇଥିଲା।

Related posts