Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାସ୍ତାରେ ଚାଲି ଯାଉଥିବାବେଳେ ମା-ପୁଅଙ୍କୁ ଚାପିଦେଲା ଟ୍ରକ୍‌
ଆଜିର ଖବର

ରାସ୍ତାରେ ଚାଲି ଯାଉଥିବାବେଳେ ମା-ପୁଅଙ୍କୁ ଚାପିଦେଲା ଟ୍ରକ୍‌

October 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମ୍ବଲପୁର : ରାସ୍ତାରେ ଚାଲି ଯାଉଥିବାବେଳେ ଟ୍ରକ୍‌ ଚକା ତଳେ ମା’ପୁଅଙ୍କ ଜୀବନ ଚାଲିଯାଇଛି । ଏହିପରି ଏକ ଅଭାବନୀୟ ଘଟଣା ସମ୍ବଲପୁର -ଦେବଗଡ ରାସ୍ତାରେ ଘଟିଥିବାର ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ଟ୍ରକ୍‌ ଚକ ତଳେ ମାଆ ପୁଅଙ୍କ ଜୀବନଚାଲିଯାଇଛି ।ସମ୍ବଲପୁର – ଦେବଗଡ ରାସ୍ତା ପଡିଆବାହାଲ ନିକଟରେ ଏକ ଦୁର୍ଘଟଣାରେ ମା’-ପୁଅଙ୍କର ମୃତ୍ୟୁ ହୋଇଛି । ରାସ୍ତାରେ ଚାଲି ଯାଉଥିବାବେଳେ ଟ୍ରକ୍‌ ଦୁହିଁଙ୍କୁ ଚାପି ଦେଇଛି । ତିନି ବର୍ଷର ପୁଅକୁ ନେଇ ମା’ ଚାଲି ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ି ୨୭ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୃତ୍ୟୁ

October 15, 2026

ରାଜନୈତିକ ଦଳ ଘୋଷଣା କଲେ ଦିବ୍ୟା ମିତ୍ତଲ: ଦେଲେ ତିନୋଟି ପ୍ରତିଶ୍ରୁତି

October 15, 2026

ରାଜ୍ୟପାଳ ହେବା ପରେ ବ୍ରଜମୋହନ ରାମଙ୍କ ଦଳୀୟ ପ୍ରେମ?: ନବୀନ ପଟ୍ଟନାୟକଙ୍କ କଡ଼ା ପ୍ରତିକ୍ରିୟା

October 15, 2026

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026
Latest News

ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ି ୨୭ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୃତ୍ୟୁ

October 15, 2026

ଧର୍ମ ପରିବର୍ତ୍ତନ ପରେ ମିଳିବନି ଆରକ୍ଷଣ ସୁବିଧା: ସୁପ୍ରିମକୋର୍ଟ

October 15, 2026

ରାଜନୈତିକ ଦଳ ଘୋଷଣା କଲେ ଦିବ୍ୟା ମିତ୍ତଲ: ଦେଲେ ତିନୋଟି ପ୍ରତିଶ୍ରୁତି

October 15, 2026

ରାଜ୍ୟପାଳ ହେବା ପରେ ବ୍ରଜମୋହନ ରାମଙ୍କ ଦଳୀୟ ପ୍ରେମ?: ନବୀନ ପଟ୍ଟନାୟକଙ୍କ କଡ଼ା ପ୍ରତିକ୍ରିୟା

October 15, 2026

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.