Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାର ଫଳାଫଳ : ଆଗରେ ମହାଗଠବନ୍ଧନ
ଆଜିର ଖବର

ବିହାର ଫଳାଫଳ : ଆଗରେ ମହାଗଠବନ୍ଧନ

November 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିହାରରେ କାହାର ସରକାର? ପ୍ରଥମ ପର୍ଯ୍ୟାୟ ଭୋଟ୍ ପ୍ରତିଶତ ସରକାରଙ୍କ ସପକ୍ଷରେ ନା ବିପକ୍ଷରେ, ଜାଣନ୍ତୁ

ପାଟନା :  ବିହାରର ବାଜି କିଏ ମାରିବ । ରାଜ୍ୟର 243ଟି ବିଧାନସଭା ଆସନ ପାଇଁ ଆଜି ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମହାଗଠବନ୍ଧନ ଆଗୁଆ ରହିଛି । ଦିନ 10.30 ସୁଦ୍ଧା ମହାଗଠବନ୍ଧନ 112ରେ ଆଗୁଆ ଥିବାବେଳେ ଏନ୍‌ଡିଏ 107ରେ ରହିଛି। ସେହିପରି ଏଲ୍‌ଜେପି 8ରେ ରହିଛି। ଚଳିତ ବିହାର ବିଧାନସଭା ନିର୍ବାଚନ ପାଇଁ ତିନୋଟି ପର୍ଯ୍ୟାୟରେ ଭୋଟ୍‌ଗ୍ରହଣ କରାଯାଇଥିଲା ।

ପ୍ରାରମ୍ଭିକ ଟ୍ରେଣ୍ଡରୁ ଯାହା ଜଣାପଡୁଛି ବିହାରବାସୀ ଆରଜେଡି ଓ କଂଗ୍ରେସ ମହାମେଣ୍ଟ ସପକ୍ଷରେ ମତ ଦେଇଛନ୍ତି । ରାଘୋପୁରରୁ ତେଜ୍ବସୀ ଯାଦବ ଆଗରେ ରହିଥିବା ବେଳେ ତାଙ୍କ ବଡ଼ ଭାଇ ତେଜ ପ୍ରତାପ ହଂସପୁରରୁ ଆଗରେ ରହିଛନ୍ତି। ଏନ୍‌ଡିଏକୁ କଡା ଚ୍ୟାଲେଞ୍ଜ ଦେଉଛି ମହାଗଠବନ୍ଧନ ।

Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ନୂତନ ମେଗା ଧାରାବାହିକ ‘ଶ୍ରାବଣୀ’: ଏକ ହୃଦୟସ୍ପର୍ଶୀ ପାରିବାରିକ କାହାଣୀ

July 29, 2026

ସିଜେପି ପ୍ରତିବାଦକୁ ସମର୍ଥନ କଲେ ପାକିସ୍ତାନର ଜେନ-ଜି: ପ୍ରତିକ୍ରିୟା ଦେଲେ ଭାରତ ସରକାର

July 29, 2026

ICC ODI Rankings: ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେଲେ ଶୁଭମନ ଗିଲ୍:

July 29, 2026

ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ଛଅ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ବାଣପୁର କୋର୍ଟ

July 29, 2026
Latest News

ଜୀ ସାର୍ଥକରେ ନୂତନ ମେଗା ଧାରାବାହିକ ‘ଶ୍ରାବଣୀ’: ଏକ ହୃଦୟସ୍ପର୍ଶୀ ପାରିବାରିକ କାହାଣୀ

July 29, 2026

ସିଜେପି ପ୍ରତିବାଦକୁ ସମର୍ଥନ କଲେ ପାକିସ୍ତାନର ଜେନ-ଜି: ପ୍ରତିକ୍ରିୟା ଦେଲେ ଭାରତ ସରକାର

July 29, 2026

ICC ODI Rankings: ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେଲେ ଶୁଭମନ ଗିଲ୍:

July 29, 2026

ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ଛଅ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ବାଣପୁର କୋର୍ଟ

July 29, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.