Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜେରା ବେଳେ ସିସିଟିଭି, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ : ସୁପ୍ରିମ୍‌କୋର୍ଟ
ଆଜିର ଖବର

ଜେରା ବେଳେ ସିସିଟିଭି, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ : ସୁପ୍ରିମ୍‌କୋର୍ଟ

December 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶର ସମସ୍ତ ଥାନା, ହାଜତ, ସିବିଆଇ, ଏନଆଇଏ, ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ଭଳି ତଦନ୍ତକାରୀ ସଂସ୍ଥା ଜେରା କରିବା ବେଳେ ନାଇଟ ଭିଜନଯୁକ୍ତ ସିସିଟିଭି କ୍ୟାମେରା, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ କରିବାକୁ ସୁପ୍ରିମ୍‌କୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଥାନାମାନଙ୍କରେ ସିସିଟିଭି କ୍ୟାମେରା ସହ ଅଡିଓ ରେକର୍ଡିଂ ସିଷ୍ଟମ ଲଗାଯିବାକୁ ସୁପି୍ରମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କୁ ଜେରା ପାଇଁ ବ୍ୟବହାର କରାଯାଉଥିବା କୋଠରୀ ଓ ହାଜତର ଉଭୟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରମାନଙ୍କରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ । କେବଳ ଏତିକି ନୁହେଁ ଲବି, ରିସେପସନ ଅଞ୍ଚଳ, ଇନ୍ସପେକ୍ଟର ଏସଆଇ କୋଠରୀ ଏବଂ ବାଥରୁମ ବାହାରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଯିବା ଦରକାର । ଛଅ ମାସ ମଧ୍ୟରେ ଏହି ଆଦେଶକୁ କାର୍ଯ୍ୟକାରୀ କରିବା ସହିତ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବା ଲାଗି ସରକାରଙ୍କୁ କୁହାଯାଇଛି ।

ମାମଲାର ପରବର୍ତ୍ତୀ ଶୁଣାଣୀ ଜାନୁଆରୀ 27 ତାରିଖରେ ହେବ । ହାଜତରେ ନିର୍ଯାତନା ଅଭିଯୋଗର ଶୁଣାଣି ପାଇଁ ପ୍ରତ୍ୟେକ ଜିଲ୍ଲାରେ ମାନବାଧିକାର କମିସନ କୋର୍ଟ ପ୍ରତିଷ୍ଠା ଲାଗି ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଡିଆରଏସ (ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ) ରେ ମଧ୍ୟ ସିସିଟିଭି ଲଗାଯିବାକୁ ସୁପି୍ରମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

cctv supremecourt
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତିଦିନ କେବଳ ୧୫ଟି ଜାହାଜକୁ ଅନୁମତି: ହର୍ମୁଜ୍ ପ୍ରଣାଳୀ ଉପରେ କଠୋର ସର୍ତ୍ତ ରଖିଲା ଇରାନ୍

April 9, 2026

ନୀତିଶ କୁମାରଙ୍କ ୟୁ-ଟର୍ଣ୍ଣ!: ଦିଲ୍ଲୀ ପହଞ୍ଚିବା ପରେ ଦେଲେ ବଡ଼ ବୟାନ

April 9, 2026

ଜୁନ୍ ସୁଦ୍ଧା ପୂର୍ବତଟ ରେଳପଥର ୨୫୦୦ ସିସିଟିଭି କ୍ୟାମେରା ସ୍ଥାପନ ଯୋଜନା

April 9, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ୍: ପଶ୍ଚିମବଙ୍ଗ ପାଇଁ ଛଅଟି ଗ୍ୟାରେଣ୍ଟି ଘୋଷଣା

April 9, 2026
Latest News

ପ୍ରତିଦିନ କେବଳ ୧୫ଟି ଜାହାଜକୁ ଅନୁମତି: ହର୍ମୁଜ୍ ପ୍ରଣାଳୀ ଉପରେ କଠୋର ସର୍ତ୍ତ ରଖିଲା ଇରାନ୍

April 9, 2026

ନୀତିଶ କୁମାରଙ୍କ ୟୁ-ଟର୍ଣ୍ଣ!: ଦିଲ୍ଲୀ ପହଞ୍ଚିବା ପରେ ଦେଲେ ବଡ଼ ବୟାନ

April 9, 2026

ଜୁନ୍ ସୁଦ୍ଧା ପୂର୍ବତଟ ରେଳପଥର ୨୫୦୦ ସିସିଟିଭି କ୍ୟାମେରା ସ୍ଥାପନ ଯୋଜନା

April 9, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ୍: ପଶ୍ଚିମବଙ୍ଗ ପାଇଁ ଛଅଟି ଗ୍ୟାରେଣ୍ଟି ଘୋଷଣା

April 9, 2026

KKR ନା LSG, ଆଜି କିଏ ମାରିବ ବାଜି, କୋଲକାତାରେ ବର୍ଷାର ସମ୍ଭାବନା କେତେ?

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.