Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟେଲିକମ୍ କ୍ଷେତ୍ରରେ ପୁଂଜି ବିନିଯୋଗ ପାଇଁ କ୍ୱାଲକମ୍ ର ସିଇଓଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ
ଅନ୍ତରାଷ୍ଟ୍ରୀୟ

ଟେଲିକମ୍ କ୍ଷେତ୍ରରେ ପୁଂଜି ବିନିଯୋଗ ପାଇଁ କ୍ୱାଲକମ୍ ର ସିଇଓଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ

September 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟେଲିକମ୍ କ୍ଷେତ୍ରରେ ପୁଂଜି ବିନିଯୋଗ ପାଇଁ କ୍ୱାଲକମ୍ ର ସିଇଓଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ୱାଲକମର ସିଇଓ ଶ୍ରୀ କ୍ରିଷ୍ଟିଆନୋ ଆମୋନଙ୍କୁ ସାକ୍ଷାତ କରିଛନ୍ତି ଏହି ବୈଠକରେ ସେମାନେ ଭାରତର ଟେଲିକମ୍ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ ।

ଏଥିରେ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଏବଂ ଉତ୍ପାଦନ (ଇଏସ୍ଡିଏମ୍) ପାଇଁ ନିକଟରେ ଆରମ୍ଭ ହୋଇଥିବା ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଏବଂ ଭାରତରେ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାର ବିକାଶ ଅନ୍ତର୍ଭୁକ୍ତ । ଭାରତରେ ସ୍ଥାନୀୟ ଇନୋଭେସନ୍ ଇକୋସିଷ୍ଟମ୍ ଗଠନ ପାଇଁ ରଣନୀତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ବିଦ୍ରୋହୀଙ୍କ ଭୟ କ’ଣ?: ବାଚସ୍ପତିଙ୍କୁ ମାଗିଥିଲେ ଦୁଇ ସପ୍ତାହ ସମୟ

October 8, 2026

ବାପାଙ୍କ ସମ୍ପତ୍ତିରେ ଝିଅର ଜନ୍ମଗତ ଅଧିକାର ଅଛି କି? ହାଇକୋର୍ଟ ରାୟ ପରେ ଜାଣନ୍ତୁ ସମ୍ପୂର୍ଣ୍ଣ ଆଇନ

October 8, 2026

IPL-୨୦୨୭ ପୂର୍ବରୁ ପଞ୍ଜାବ କିଙ୍ଗସକୁ ଝଟକା: ଦଳ ଛାଡିଲେ ଦୁଇ ଅଭିଜ୍ଞ ଖେଳାଳି

October 8, 2026

ସାଉଦି ବିମାନବନ୍ଦର ଉପରେ ହୁତିଙ୍କ କ୍ଷେପଣାସ୍ତ୍ର ଆକ୍ରମଣ: ୩ ମୃତ, ୩୬ ଆହତ

October 8, 2026
Latest News

ଟିଏମସି ବିଦ୍ରୋହୀଙ୍କ ଭୟ କ’ଣ?: ବାଚସ୍ପତିଙ୍କୁ ମାଗିଥିଲେ ଦୁଇ ସପ୍ତାହ ସମୟ

October 8, 2026

ରାଜଧାନୀରୁ ଜିଲ୍ଲା: ‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

October 8, 2026

ବାପାଙ୍କ ସମ୍ପତ୍ତିରେ ଝିଅର ଜନ୍ମଗତ ଅଧିକାର ଅଛି କି? ହାଇକୋର୍ଟ ରାୟ ପରେ ଜାଣନ୍ତୁ ସମ୍ପୂର୍ଣ୍ଣ ଆଇନ

October 8, 2026

IPL-୨୦୨୭ ପୂର୍ବରୁ ପଞ୍ଜାବ କିଙ୍ଗସକୁ ଝଟକା: ଦଳ ଛାଡିଲେ ଦୁଇ ଅଭିଜ୍ଞ ଖେଳାଳି

October 8, 2026

ସାଉଦି ବିମାନବନ୍ଦର ଉପରେ ହୁତିଙ୍କ କ୍ଷେପଣାସ୍ତ୍ର ଆକ୍ରମଣ: ୩ ମୃତ, ୩୬ ଆହତ

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.