Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମକରସଂକ୍ରାନ୍ତି ପାଇଁ ରିଲାଏନ୍ସ ଜୁଏଲ୍ସ ଆଣିଲା ସୂର୍ଯ୍ୟରଶ୍ମୀ ଦ୍ବାରା ଅନୁପ୍ରେରିତ ନୂଆ ହୀରା ଅଳଙ୍କାର
ବିଶେଷ ଖବର

ମକରସଂକ୍ରାନ୍ତି ପାଇଁ ରିଲାଏନ୍ସ ଜୁଏଲ୍ସ ଆଣିଲା ସୂର୍ଯ୍ୟରଶ୍ମୀ ଦ୍ବାରା ଅନୁପ୍ରେରିତ ନୂଆ ହୀରା ଅଳଙ୍କାର

January 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମକରସଂକ୍ରାନ୍ତି ପାଇଁ ରିଲାଏନ୍ସ ଜୁଏଲ୍ସ ଆଣିଲା ସୂର୍ଯ୍ୟରଶ୍ମୀ ଦ୍ବାରା ଅନୁପ୍ରେରିତ ନୂଆ ହୀରା ଅଳଙ୍କାର

ଭୁବନେଶ୍ବର: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ଡାଏମଣ୍ଡ ନେକଲେସ ସେଟର ଆକର୍ଷଣୀୟ ଡିଜାଇନ୍ ଲୋହରି ଓ ମକର ସଂକ୍ରାନ୍ତିର ପାର୍ବଣର ଆଗମନ ଅବସରରେ ପ୍ରସ୍ତୁତ କରାଯାଇଛି । ଏହାର ଥିମ୍ ରହିଛି “ଉତ୍ସବ ସୁନେହେରେ ପଲୋଁକା”, ରିଲାଏନ୍ସ ଜୁଏଲ୍ସ ଡାଇମଣ୍ଡ ଇୟରିଂ ଓ ରିଙ୍ଗର ଏକ ଲାଇନକୁ ଉପସ୍ଥାପନ କରୁଛି ଯାହାକି ସୂର୍ଯ୍ୟ କିରଣ ଦ୍ୱାରା ଅନୁପ୍ରେରିତ ।

ପ୍ରତି ଦିନ ସୂର୍ଯ୍ୟ କିରଣ ଆମ ଜୀବନରେ ଏକ ନୂତନ ଉତ୍ସାହ ଓ ଆନନ୍ଦ ଭରିଦିଏ । ଚଳିତ ପାର୍ବଣ ଋତୁରେ ରିଲାଏନ୍ସ ଜୁଏଲ୍ସ ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ଡିଜାଇନ୍ ନେଇ ଆସିଛି ଯାହାକି ଆଶା ଓ ଉତ୍ସାହକୁ ପୁନର୍ଜିବିତ କରିଥାଏ । ଏହି ଡାଏମଣ୍ଡର ପ୍ରତିଟି ପିସ୍ କୁ ଅତ୍ୟନ୍ତ ଯତ୍ନ ସହକାରେ ଡିଜାଇନ୍ କରାଯାଇଛି । ଏହା ପ୍ରତି ଦିନର ସୂର୍ଯ୍ୟ କିରଣ ପରି ଖୁସି ଓ ନୂତନ ଶୁଭାରମ୍ଭକୁ ସୂଚୀତ କରିଥାଏ ।

ଅନେକ ଗୁଡ଼ିଏ ସୁନ୍ଦର ଓ ସ୍ୱତନ୍ତ୍ର ଡିଜାଇନ୍ ସହିତ, ବ୍ୟକ୍ତିଗତ ଜୁଏଲାରୀ କଲେକ୍ସନରେ ଏହି କଲେକ୍ସନ ଏକ ଉତ୍କୃଷ୍ଟ ଜୁଏଲାରୀ ଅଟେ। ଏହାକୁ ଆପଣ ନିଜର ପ୍ରିୟଜନଙ୍କୁ ଏହି ଶୁଭ ଅବସରରେ ଉପହାର ସ୍ୱରୂପ ପ୍ରଦାନ କରିପାରିବେ।

ଏହି ନୂତନ ଡାଇମଣ୍ଡ ଇୟରିଂ ଓ ରିଙ୍ଗର ନୂତନ କଲେକ୍ସନର ଶୁଭାରମ୍ଭ ସହିତ ରିଲାଏନ୍ସ ଜୁଏଲ୍ସ ଏକ ସ୍ୱତନ୍ତ୍ର ଅଫରର ଘୋଷଣା କରିଛନ୍ତି ଯାହାର ନାମ ହେଉଛି ‘ଡ୍ରିମ ଡାଏମଣ୍ଡ ସେଲ୍‌’। ଏହା ୧୪ ଫେବୃୟାରୀ ପର୍ଯ୍ୟନ୍ତ ଉପଲବ୍ଧ ରହିବ ଯେଉଁଥିରେ ରିଲାଏନ୍ସ ଜୁଏଲ୍ସ ରେ ଡାଏମଣ୍ଡ ଉତ୍ପାଦର ଇନଭଏସ ମୂଲ୍ୟ ଉପରେ ୨୫% ଛାଡ଼ର ବ୍ୟବସ୍ଥା ରହିଛି। ଗ୍ରାହକମାନେ ମଧ୍ୟ ସୁନା ଗହଣାର ଗଢ଼ା ମଜୁରୀ ଉପରେ ୨୫% ଛାଡ଼ ପାଇ ପାରିବେ।

ଏହି ଆକର୍ଷଣୀୟ କଲେକ୍ସନ ରିଲାଏନ୍ସ ଜୁଏଲ୍ସର ଫ୍ଲାଗସିପ୍ ସୋରୁମରେ ସାରା ଦେଶରେ ସ୍ୱତନ୍ତ୍ର ଭାବରେ ଉପଲବ୍ଧ ହେବ ଓ ଏହାର ବିସ୍ତୃତ ସମ୍ଭାର ଗୁଡ଼ିକ ରିଲାଏନ୍ସ ଜୁଏଲ୍ସର ୱେବସାଇଟ୍ www.reliancejewels.com ରେ ଉପଲବ୍ଧ ହୋଇପାରିବ ।

ଏହି କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ନୂତନ ବର୍ଷର ଆରମ୍ଭ ସହିତ ଆମେ ଆମର ମୂଲ୍ୟବାନ ଗ୍ରାହକମାନଙ୍କ ପାଇଁ ଏହି ନୂତନ ଚମକଦାର, ଆକର୍ଷଣୀୟ କଲେକ୍ସନର ସମ୍ଭାର ନେଇ ଆସିଛୁ। ଆମର ଲକ୍ଷ୍ୟ ହେଉଛି ଆମର ଗ୍ରାହକମାନଙ୍କ ଜୀବନରେ ସର୍ବଦା ଆନନ୍ଦ ଭରିଦେବା ଓ ତାଙ୍କର ଜୀବନରେ ଏକ ନୂତନ ଚମକ ଆଣିବା। ଏହି ଡିଜାଇନ୍ ଗୁଡ଼ିକ ସୂର୍ଯ୍ୟ ରଶ୍ମୀ ଦ୍ୱାରା ଅନୁପ୍ରେରିତ। ଆମେ ଆଶା କରୁଛୁ ଏହା ନିଶ୍ଚିତ ଭାବରେ ଆମର ଗ୍ରାହକମାନଙ୍କ ଜୀବନରେ ଆନନ୍ଦ ଭରିଦେବ।”

reliance Reliance Jewels
Share. Facebook Twitter LinkedIn Email WhatsApp Copy Link

Related Posts

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026

ଆସନ୍ତାକାଲି ଲୋକସଭାରେ ଛାତ୍ରଙ୍କ ସମ୍ପର୍କରେ ଉତ୍ତର ରଖିବେ ଅମିତ ଶାହ!

August 11, 2026

ଅଜିତ ଡୋଭାଲଙ୍କୁ ଭେଟିଲେ ଆମେରିକାର ରାଷ୍ଟ୍ରଦୂତ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026
Latest News

ଜାପାନ ଭ୍ରମଣର ସୁଯୋଗ: କ ସ୍ୱତନ୍ତ୍ର ୧୦ ଦିନିଆ ପ୍ୟାକେଜ୍ ଆରମ୍ଭ କଲା IRCTC

August 12, 2026

ଚନ୍ଦ୍ର କୁମାର ବୋଷଙ୍କ ବଡ଼ ଘୋଷଣା: ଜେନ-ଜେଡ୍ ପାଇଁ ଗଢିବେ ନୂତନ ଦଳ

August 12, 2026

ବାଂଲାଦେଶ ପାଇଁ କପୁରଥଲା ରେଳ କୋଚ୍ ଫ୍ୟାକ୍ଟ୍ରିରେ ଏଲ୍ଏଚବି କୋଚ୍ ର ପ୍ରଥମ ରେକ୍ ପ୍ରସ୍ତୁତ

August 12, 2026

ଭୁବନେଶ୍ୱରରେ ଆୟୋଜିତ ହେଲା ଆଇସିଏମ୍‍ଆର-ଶାଇନ୍‍ ୨୦୨୬

August 12, 2026

ଓଡିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି – ୭ ର ସଦସ୍ୟମାନଙ୍କ ତାମିଲନାଡ଼ୁ ଗସ୍ତ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.