Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାରେ ତିଆରି ହେବ ଟଙ୍କା ଛପା କାଗଜ, ନବୀନ ଦେଲେ ଅନୁମୋଦନ
ଆଜିର ଖବର

ଓଡିଶାରେ ତିଆରି ହେବ ଟଙ୍କା ଛପା କାଗଜ, ନବୀନ ଦେଲେ ଅନୁମୋଦନ

January 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Bank Note Paper
ଓଡିଶାରେ ତିଆରି ହେବ ଟଙ୍କା ଛପା କାଗଜ, ନବୀନ ଦେଲେ ଅନୁମୋଦନ

ଭୁବନେଶ୍ବର: ଓଡିଶାରେ ଖୁବ ଶିଘ୍ର ଟଙ୍କା ଛପା ହେଉଥିବା କାଗଜ ତିଆରି ହେବ। ଏ ନେଇ ବିଧିବଧ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ହୋଇଛି। ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ଅନୁମୋଦନ ମିଳିଛି।

ଏହି ବୈଠକରେ ପେପର ସେକ୍ଟରରେ ୨ ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସେ ଦୁଇଟି ହେଲେ Bank Note Paper Mill India Private Limited ଏବଂ Deevyashakti India Private Limited। ବ୍ୟାଙ୍କ ନୋଟ୍ ପେପର ମିଲ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ୨୫୦୦ କୋଟି ବିନିଯୋଗରେ ବାଲେଶ୍ବରରେ ଏହି ବ୍ୟାଙ୍କ ନୋଟ୍ ପେପର ୟୁନିଟ୍ ପ୍ରତିଷ୍ଠା କରିବ। ଏହି ପ୍ରକଳ୍ପରେ ୮୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଅନ୍ୟପକ୍ଷରେ, ଦିବ୍ୟଶକ୍ତି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଢେଙ୍କାନାଳରେ ଏକ ଇଣ୍ଟିଗ୍ରେଟେଡ୍ ପଲ୍ପ ଏବଂ ପେପର ମିଲ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି। ଯେଉଁଥିରେ ୧୦୦୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ବିନିଯୋଗ ହେବା ସହିତ ରାଜ୍ୟର ପ୍ରାୟ ୩୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ସିଦ୍ଧରମୈୟାଙ୍କୁ ରାହୁଲ ଗାନ୍ଧୀଙ୍କ ସିଧା ବାର୍ତ୍ତା: ପରିବର୍ତ୍ତନ ହେବ କି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ?

May 27, 2026

ବାଇଜୁର ପ୍ରତିଷ୍ଠାତା ରବିନ୍ଦ୍ରନଙ୍କୁ ୬ ମାସ ଜେଲ ଦଣ୍ଡ: ଜାଣନ୍ତୁ କାରଣ

May 27, 2026

“ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଜରୁରୀ: SIR ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

May 27, 2026

ଭାରତରେ ପହଞ୍ଚିଲା ଇବୋଲା ଭାଇରସ୍‌?: ଆଫ୍ରିକାରୁ ଫେରୁଥିବା ୨୮ ବର୍ଷୀୟା ମହିଳା ହସ୍ପିଟାଲରେ ଭର୍ତ୍ତି

May 27, 2026
Latest News

ସିଦ୍ଧରମୈୟାଙ୍କୁ ରାହୁଲ ଗାନ୍ଧୀଙ୍କ ସିଧା ବାର୍ତ୍ତା: ପରିବର୍ତ୍ତନ ହେବ କି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ?

May 27, 2026

ବାଇଜୁର ପ୍ରତିଷ୍ଠାତା ରବିନ୍ଦ୍ରନଙ୍କୁ ୬ ମାସ ଜେଲ ଦଣ୍ଡ: ଜାଣନ୍ତୁ କାରଣ

May 27, 2026

“ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଜରୁରୀ: SIR ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

May 27, 2026

ଭାରତରେ ପହଞ୍ଚିଲା ଇବୋଲା ଭାଇରସ୍‌?: ଆଫ୍ରିକାରୁ ଫେରୁଥିବା ୨୮ ବର୍ଷୀୟା ମହିଳା ହସ୍ପିଟାଲରେ ଭର୍ତ୍ତି

May 27, 2026

ଓଡିଶା ପୋଲିସରେ ବଡ ଘୋଷଣା

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.