ପୁଣି ଥରେ ଏକ ଧମାକା ସହିତ ଆସିଛି ଡିଜିଟାଲ ଇଣ୍ଡିଆ ସେଲ୍ 

Published: Jan 21, 2023, 4:20 pm IST

ଭୁବନେଶ୍ବର: ନବ ବର୍ଷ ସହିତ, ରିଲାଏନ୍‌ସ ଡିଜିଟାଲ୍ ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ ସେଲ୍ ‘ଡିଜିଟାଲ୍ ଇଣ୍ଡିଆ ସେଲ୍‌’ ସହିତ ଆପଣଙ୍କର ଟେକ୍ ଉତ୍ପାଦକୁ ଅପଗ୍ରେଡ୍ କରିବାର ଏକ ନୂତନ ସୁଯୋଗ ନେଇ ଆସିଛି। ଆପଣଙ୍କର ପସନ୍ଦର ଇଲେକ୍‌ଟ୍ରୋନିକ୍‌ସ ଉପରେ ଅତୁଳନୀୟ ଅଫର ଓ ଡିସକାଉଂଟ ଲାଭ କରନ୍ତୁ। ଏବଂ କେବଳ ଏତିକି ନୁହେଁ ! ସମସ୍ତ କ୍ରେଡିଟ୍ ଓ ଡେବିଟ୍ କାର୍ଡ଼ରେ ଟ.୨୦,୦୦୦ ପର୍ଯ୍ୟନ୍ତ ଇନ୍‌ଷ୍ଟାଂଟ ଡିସକାଉଂଟଞ୍ଚ ସୁବିଧାକୁ କେବଳ ରିଲାଏନ୍‌ସ ଡିଜିଟାଲ, ମାଇଁ ଜିଓ ଷ୍ଟୋର ଓ www.reliancedigital.in ରେ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଉପଭୋଗ କରନ୍ତୁ। ଆହୁରି ମଧ୍ୟ, ଚଳିତ ବର୍ଷର ଡିଜିଟାଲ୍ ଇଣ୍ଡିଆ ସେଲ୍ ଅନୁଭୂତି ଆହୁରି ଅଧିକ ରିୱାର୍ଡିଂ ହୋଇଛି ଏବଂ ଏଥିରେ ରହିଛି ସହଜିଆ ଫାଇନାନ୍ସିଂ ଓ ଇଏମଇଆଇ ବିକଳ୍ପ। ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରିଞ୍ଚ (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ଷ୍ଟୋର ପିକ୍‌-ଅପ୍‌ଞ୍ଚ ବିକଳ୍ପ ସେମାନଙ୍କର ନିକଟତମ ଷ୍ଟୋରରୁ ପାଇପାରିବେ। ଏବଂ ଏହି ଅଫରଗୁଡ଼ିକ ବ୍ୟତୀତ ରିଲାଏନସ ଡିଜିଟାଲର ସମସ୍ତ ଇଳେକ୍‌ଟ୍ରୋନିକ୍‌ସ ବର୍ଗ ଯଥା ଟିଭି, ସ୍ମାର୍ଟଫୋନ୍‌, ଲାପଟପ୍‌, ରେଫ୍ରିଜରେଟର, ଅଡିଓ ଡିଭାଇସ୍‌, ସ୍ମଲ୍ ଡୋମେଷ୍ଟିକ୍ ଡିଭାଇସ୍ ଓ ଆହୁରି ଅନେକ ଉପରେ ଆକର୍ଷଣୀୟ ଅଫର ମାନ ପ୍ରଦାନ କରୁଛି।

୧. ପରିବାର ସମୟ ଆହୁରି ଅଧିକ ଉନ୍ନତ ହୋଇଛି

ସାରା ବିଶ୍ୱକୁ ଆପଣଙ୍କର ସ୍କ୍ରିନ ସହାୟତାରେ ଉପଭୋଗ କରନ୍ତୁ ଯେଉଁଥିରେ ଲାଟେଷ୍ଟ ଟେଲିଭିଜନ ଆଦି ଉପରେ ଆକର୍ଷଣୀୟ ଅଫରମାନ ରହିଛି।

ଘରକୁ ଆଣନ୍ତୁ ସାମସଙ୍ଗ ନିଓ କ୍ୟୁଏଲଇଡି ରେଞ୍ଜ ଯାହାକି ଟ.୯୯,୯୯୦/-ଞ୍ଚ ରୁ ଆରମ୍ଭ ଓ ପାଆନ୍ତୁ ସାମସଙ୍ଗ ଗାଲାକ୍ସି ଏ୨୩ ମୋବାଇଲ୍ ଟ.୨୩,୯୯୦/- ମୂଲ୍ୟର ସମ୍ପୂର୍ଣ୍ଣ ମାଗଣା ୨୦% କ୍ୟାସବ୍ୟାକ୍ ସୁବିଧା ସହିତ, ଓ ପାଆନ୍ତୁ ଟିସିଏଲ୍ ୬୫” ୟୁଏଚଡି ଗୁଗଲ୍ ଟିଭି ଟ.୪୪,୯୯୦/- ରେ କ୍ୟାସବ୍ୟାକ୍ ପରେ ଓ ଏଥିରେ ରହିଛି ୨ ବର୍ଷର ୱାରେଂଟି ସୁବିଧା। କେବଳ ଏତିକି ନୁହେଁ, ପାଆନ୍ତୁ ଏକ ମଲ୍‌ଟିଚ୍ୟାନେଲ୍ ସାଉଣ୍ଡବାର ଟ.୯୯୯୦/- ର ଯାହାର ସର୍ବନିମ୍ନ ମୂଲ୍ୟ ରହିଛି ଟ.୩୯୯୯/- ବଛା ବଛା ଏଲଇଡି ଟିଭି ସହିତ, ଏବଂ ଏହା ସହିତ କ୍ୟାସବ୍ୟାକ୍ ଅଫରର ସୁବିଧା। ଏହି ଆକର୍ଷଣୀୟ ଅଫର ସହିତ ଆପଣଙ୍କର ମୁଭି ନାଇଟ୍ ଆହୁରି ଅଧିକ ଉତ୍କୃଷ୍ଟ ହୋଇପାରିବ।

୨. ସମଗ୍ର ବିଶ୍ୱ ଆପଣଙ୍କର ହାତ ମୁଠାରେ

ଏହି ସବୁ ସର୍ବୋତ୍କୃଷ୍ଟ ସ୍ମାର୍ଟଫୋନରେ ଅତୁଳନୀୟ ଡିଲ୍ ସହିତ ସର୍ବଦା ସଂଯୁକ୍ତ ରୁହନ୍ତୁ । ଏହି ଅବସରରେ ନିଅନ୍ତୁ ସାମସଙ୍ଗ ଫ୍ଲିପ୍ ୩ ମାତ୍ର ଟ.୪୯,୯୯୯/-ଞ୍ଚ ରେ ଓ ଆଇଫୋନ୍ ୧୩ ର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୫୯,୯୦୦/-ଞ୍ଚ (ଏହି ଅଫର ୨୬ ଜାନୁୟାରୀ ପର୍ଯ୍ୟନ୍ତ ଉପଲବ୍ଧ ରହିଛି)। ତେଣୁ ଆପଣଙ୍କର ନିକଟତମ ଷ୍ଟୋରକୁ ଯାଆନ୍ତୁ ସାରା ବିଶ୍ୱ ସହିତ ସଂଯୁକ୍ତ ହୁଅନ୍ତୁ।

୩. କାର୍ଯ୍ୟ-ଜୀବନ ସନ୍ତୁଳନତା ହାସଲ ହୋଇଛି

ଲାପଟପ୍ ଉପରେ ଆକର୍ଷଣୀୟ ଅଫର ସହିତ କାର୍ଯ୍ୟ କରିବା ଆହୁରି ମଜାଦାର ହୋଇଛି । ସମସ୍ତ ଗେମରଙ୍କ ପାଇଁ, ରିଲାଏନ୍‌ସ ଡିଜିଟାଲ୍ ପ୍ରଦାନ କରୁଛି ଗେମିଂ ଲାପଟପ୍ ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୪୯,୯୯୯/- ଏବଂ ଆପଣଙ୍କର ଡ୍ରିମ୍ ଲାପଟପ୍ କିଣନ୍ତୁ ଓ ପାଆନ୍ତୁ ଏକ ଟ୍ରଲିବ୍ୟାଗ୍ ଟ.୭୫୦୦/- ମୂଲ୍ୟର ମାତ୍ର ଟ.୯୯/- ରେ ଓ ଏହା ସହିତ ଷ୍ଟୋରରେ ଆହୁରି ଅନେକ ଆକର୍ଷଣୀୟ ଅଫର ସୁବିଧା ମଧ୍ୟ ରହିଛି! ଏହି ଆକର୍ଷଣୀୟ ଡିଲ୍ ସହିତ ଆପଣ ନିଶ୍ଚିତ ଭାବରେ ଅପଗ୍ରେଡ୍ କରିବାକୁ ଚାହିଁବେ।

୪. ଫ୍ରେସନେସ୍ ଯାହା ପୂର୍ବରୁ କେବେ ନଥିଲା

ଆକର୍ଷଣୀୟ ଡିଲ୍ ସହିତ ଫ୍ରଷ୍ଟ-ଫ୍ରି ରେଫ୍ରିଜରେଟର ର ନୂତନ ସମ୍ଭାରକୁ ଉପଭୋଗ କରନ୍ତୁ । ଘରକୁ ଆଣନ୍ତୁ ୫୮୪ ଲିଟର ରେଫ୍ରିଜରେଟର, ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ମାତ୍ର ଟ.୫୩,୯୯୦/-।

୫. ସମସ୍ତ ମ୍ୟୁଜିକ୍ ପ୍ରେମୀଙ୍କ ପାଇଁ

ଅଡିଓ ଡିଭାଇସ୍ ଉପରେ ସର୍ବୋତ୍କୃଷ୍ଟ ଡିଲର ସୁଯୋଗ ଲାଭ କରନ୍ତୁ। କିଣନ୍ତୁ ଆପଲ୍ ଏୟାରପଡ୍ ପ୍ରୋ ୧ମ ଜେନ୍ ଓ ପାଆନ୍ତୁ ନିଓପ୍ୟାକ୍ ୩ ଇନ୍ ୧ ଓୟାରଲେସ୍ ଚାର୍ଜର ଟ.୪,୯୯୯/- ମୂଲ୍ୟର ସମ୍ପୂର୍ଣ୍ଣ ମାଗଣା! ସିନେମା ପରି ଇମର୍ସିଭ୍ ଅଡିଓ ଅନୁଭୂତି ଲାଭ କରନ୍ତୁ ଡଲବି ଆଟମସ୍ ୯.୧.୪ ସିଏଚ୍ ସାଉଣ୍ଡବାର ସହିତ ତାହା ପୁଣି ୪୫% ରିହାତି ସହିତ ଟ.୧,୨୧,୯୦୦/- ମୂଲ୍ୟରେ।

୬. ଘର କାର୍ଯ୍ୟ କରିବା ଏବେ ଆହୁରି ଅଧିକ ସହଜ ହୋଇଛି

କ୍ଷୁଦ୍ର ଘରୋଇ ଉପକରଣ ଗୁଡ଼ିକରେ ଆକର୍ଷଣୀୟ ଡିଲ୍ ସହିତ ଅନେକ ଅଫରର ସୁବିଧା ଲାଭ କରନ୍ତୁ। ଜୀବନକୁ ସହଜ କରନ୍ତୁ ବଜାଜ୍ ୫୦୦ ଡବ୍ଲୁ ମିକ୍ସର-ଗ୍ରାଇଣ୍ଡର ଓ ବଜାଜ୍ ୧୫ ଲି ଷ୍ଟୋରେଜ୍ ଗିଜର ସହିତ ଯାହାର ରିହାତି ମୂଲ୍ୟ ରହିଛି ଯଥାକ୍ରମେ ଟ.୨୦୯୯/-ଞ୍ଚ ଓ ଟ.୬୯୯୦/-।

୭. କାର୍ଯ୍ୟ କରିବା ସହିତ ଆପଣଙ୍କର ସମସ୍ତ ଲକ୍ଷ୍ୟ ହାସଲ କରନ୍ତୁ

ସମସ୍ତ ମଲ୍‌ଟି ଟାସ୍କରଙ୍କ ପାଇଁ, ଉୟରେବଲ୍ ଉପରେ ଡିଲ୍ ପାଆନ୍ତୁ ଯାହା ପୂର୍ବରୁ କେବେ ନଥିଲା। ଉୟରେବଲ୍ ଉପରେ ଆକର୍ଷଣୀୟ ଡିଲ୍ ସହିତ ମଲ୍‌ଟିଟାସ୍କିଂକୁ ଆହୁରି ଅଧିକ ସହଜ କରନ୍ତୁ। ଘରକୁ ଆଣନ୍ତୁ ସାମସଙ୍ଗ ସ୍ମାର୍ଟୱାଚ୍ ଯାହାକି ଟ.୫୯୯୦/-ଞ୍ଚ ରୁ ଆରମ୍ଭ ଓ କିଣନ୍ତୁ ଆପଲ୍ ୱାଚ୍ ସିରିଜ୍ ୮ ଓ ପାଆନ୍ତୁ ନେଓପ୍ୟାକ୍ ୩ ଇନ୍ ୧ ଓୟାରଲେସ୍ ଚାର୍ଜର ଟ.୪୯୯୯/- ମୂଲ୍ୟର ସମ୍ପୂର୍ଣ୍ଣ ମାଗଣା!

୮. ଆପଣଙ୍କର ପୋଷାକ ଆବଶ୍ୟକ କରୁଥିବା ଯତ୍ନ

ଆପଣଙ୍କର ସର୍ବୋତ୍କୃଷ୍ଟ ୱାସିଂ ମେସିନ ଉପରେ ସର୍ବନିମ୍ନ ମୂଲ୍ୟ ପାଆନ୍ତୁ। ବାଛନ୍ତୁ ୬.୫ କେଜି ଫୁଲି ଅଟୋମେଟିକ୍ ୱାସିଂ ମେସିନ୍ ଯାହାର ଅତୁଳନୀୟ ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୧୧,୯୯୦/-।

ତେବେ, ଆପଣ କାହାକୁ ଅପେକ୍ଷା କରିଛନ୍ତି? ଟେକ୍ ଦୁନିଆଁରେ ପ୍ରବେଶ କରିବା ଓ ଆପଣଙ୍କର ପ୍ରିୟ ସାମଗ୍ରୀକୁ ବାଛିବା ପାଇଁ ଏହା ହେଉଛି ଆପଣଙ୍କ ନିମନ୍ତେ ଉତ୍କୃଷ୍ଟ ସମୟ।
ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍ ସେଲରେ କିଣାକିଣି କରନ୍ତୁ ଓ ଟେକ୍‌ନୋଲୋଜିକୁ ଆପଣଙ୍କର ସର୍ବୋତମ ବନ୍ଧୁ କରନ୍ତୁ।

ସମସ୍ତ ଅଫର ଓ ମୂଲ୍ୟରେ ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।

ରିଲାଏନ୍‌ସ ଡିଜିଟାଲ୍ ସମ୍ବନ୍ଧରେ: ରିଲାଏନଓ ଡିଜିଟାଲ୍ ହେଉଛି ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ରିଟେଲର ଯାହାକି ୮୦୦ ରୁ ଅଧିକ ସହରରେ ୫୫୦+ ବଡ଼ ଫର୍ମାଟ୍ ରିଲାଏନ୍‌ସ ଡିଜିଟାଲ୍ ଷ୍ଟୋର ଓ ୧୮୦୦+ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ରହି ସାରା ଦେଶରେ କୋଣ ଅନୁକୋଣରେ ଥିବା ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି। ଏଥିରେ ରହିଛି ୩୦୦ ରୁ ଅଧିକ ଆନ୍ତର୍ଜାତିକ ଓ ଜାତୀୟ ବ୍ରାଣ୍ଡ ଓ ୫୦୦୦ ରୁ ଅଧିକ ଉତ୍ପାଦ ତାହା ପୁଣି ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ। ରିଲାଏନ୍‌ସ ଡିଜିଟାଲରେ ସର୍ବାଧିକ ମଡେଲ ରହିଛି ଯାହା ସହାୟତାରେ ଗ୍ରାହକମାନେ ସେମାନଙ୍କର ଆବଶ୍ୟକତା ଅନୁସାରେ ନିଜର ଜୀବନଶୈଳୀ ଉପଯୋଗୀ ଉତ୍ପାଦକୁ ବାଛି ପାରିବେ। ରିଲାଏନଓ ଡିଜିଟାଲରେ, ତାଲିମପ୍ରାପ୍ତ ଓ ଦକ୍ଷ କର୍ମଚାରୀମାନେ ଆମର ଗ୍ରାହକମାନଙ୍କୁ ସହାୟତା ଓ ପରାମର୍ଶ ପ୍ରଦାନ କରିଥାନ୍ତି ତଥା ଉତ୍ପାଦ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରିଲାଏନ୍‌ସ ଡିଜିଟାଲ୍ ଏହାର ସମସ୍ତ ଉତ୍ପାଦ ପାଇଁ ବିକ୍ରୟ ପରବର୍ତି ସେବା ପ୍ରଦାନ କରିଥାଏ। ରିଲାଏନ୍‌ସ ରେସକ୍ୟୁ ଯାହାକି ରିଟେଲରମାନଙ୍କର ସର୍ଭିସ ଶାଖା ଓ ଭାରତର ଏକମାତ୍ର ଆଇଏସଓ ୯୦୦୧ ପ୍ରମାଣିତ ଇଲେକ୍‌ଟ୍ରୋନିକ୍ସ ସର୍ଭିସ୍ ବ୍ରାଣ୍ଡ ସହାୟତା ପ୍ରଦାନ କରିବା ପାଇଁ ସର୍ବଦା ଉପସ୍ଥିତ ରହିଛି ଓ ଏହା ସମ୍ପୂର୍ଣ୍ଣ ସମାଧାନ କରିବା ପାଇଁ ପ୍ରସ୍ତୁତ ରହିଥାଏ।

ସହଜରେ କ୍ରୟ କରିବା ପାଇଁ ବର୍ତମାନ ଗ୍ରାହକମାନେ ରିଲାଏନ୍‌ସ ଡିଜିଟାଲ ଷ୍ଟୋରକୁ ଯାଇପାରିବେ କିମ୍ବା www.reliancedigital.in ରେ ଲଗଅନ୍ କରିପାରିବେ ଯାହାକି ଅନେକ ସ୍ଥାନରେ ଦ୍ରୁତତମ ଡେଲିଭରି ସୁବିଧା (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍ ବିକଳ୍ପ ପ୍ରଦାନ କରେ।

Related posts