Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟିକଟକ୍ ବିରୋଧରେ ଟ୍ରମ୍ଫଙ୍କ କଡା ଆଭିମୁଖ୍ୟ, କୌଣସି ଆମେରିକୀୟ କଂପାନୀ ତାହା ନ କିଣିବାକୁ ଦେଲେ ନିର୍ଦ୍ଦେଶ
ଅନ୍ତରାଷ୍ଟ୍ରୀୟ

ଟିକଟକ୍ ବିରୋଧରେ ଟ୍ରମ୍ଫଙ୍କ କଡା ଆଭିମୁଖ୍ୟ, କୌଣସି ଆମେରିକୀୟ କଂପାନୀ ତାହା ନ କିଣିବାକୁ ଦେଲେ ନିର୍ଦ୍ଦେଶ

August 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ୱାସିଂଟନ, ଚୀନ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିପରି ରାଗ ତାହା ପ୍ରତିପାଦିତ ହୋଇ ଆସୁଛି। ଗତକାଲି ଟ୍ରମ୍ପ ଚୀନ କଂପାନୀ ଟିକଟିକ୍ ଆପକୁ କେହି ନ କିଣିବା ପାଇଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଚୀନ ଦ୍ବାରା ନିର୍ମିତ ବିଭିନ୍ନ ଆପ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ବିଶେଷ କରି ଟିକଟିକ୍ ଆପ୍ ସବୁଠାରୁ ବିପଦ ଜନକ। ସେଥିପାଇଁ କୌଣସି ଆମେରିକୀୟ କଂପାନୀ ସେସବୁ କିଣିପାରିବେ ନାହିଁ। ଯଦି ସେପରି କିଛି ହୁଏ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

କୋରନା ଭାଇରସ ଚୀନରୁ ଆସିଥିବାରୁ ସେଥିପାଇଁ କେତେକ ଦେଶ ଚୀନ ନିର୍ମିତ ବିଭିନ୍ନ ଆପକୁ ନିଷିଧ କରିଛି। ବିଶେଷ କରି ଚାନ କଂପାନୀ ଡ୍ୟାନସବାଇଟ ନିର୍ମିତ ଟିକଟକ ଆପକୁ ଅନେକ ଦେଶ ନିଷିଧ କରିଛନ୍ତି। ଫଳରେ ଏହି କଂପାନୀ ଚୀନରୁ ହଟି ଆମେରିକାରେ ତାହା ବ୍ୟବସାୟ ଆରମ୍ଭ କରିବ ବୋଲି ଚିନ୍ତା କରିଥିଲା। ହେଲେ ବର୍ତ୍ତମାନ ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶନାମା ଦ୍ବାରା କଂପାନୀର ସମସ୍ତ ଯୋଜନା ଭଣ୍ଡୁର ହୋଇଯାଇଛି।

donald trump tiktok
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ାରେ ପୁରୁଷ କ୍ରିକେଟ ଦଳର ପ୍ରଥମ ମ୍ୟାଚ୍ କେବେ?: ଜାଣନ୍ତୁ ତାରିଖ

September 20, 2026

ବିରାଟ ଏବଂ ରୋହିତଙ୍କ ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲେ ଶେଫାଲି ବର୍ମା 

September 20, 2026

ଗୋଟିଏ ଦେଶ ପାଇଁ ଗୋଟିଏ ଆଇନ ରହିବା ଆବଶ୍ୟକ: ୟୁସିସିକୁ ସମର୍ଥନ କଲେ ଜିତନ ରାମ ମାଞ୍ଝି

September 20, 2026

ଏସୀୟ କ୍ରୀଡ଼ାରେ ପ୍ରଥମ ପଦକ ଜିତିଲା ଭାରତ: ସୁଟିଂରେ ଚମତ୍କାର କଲେ ଦେଶର ଝିଅ

September 20, 2026
Latest News

‘ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲ ଲୁଟ୍‌ର ତଦନ୍ତ ହେଉ’: ଡଃ. ଜ୍ଞାନେନ୍ଦ୍ରଙ୍କ ଦାବି

September 20, 2026

ସୁଧ ଟଙ୍କା ବିବାଦ: OAS ଅଫିସରଙ୍କ ଘର ଆଗରେ ଯୁବକଙ୍କ ଆତ୍ମାହୁତି

September 20, 2026

ଏସୀୟ କ୍ରୀଡ଼ାରେ ପୁରୁଷ କ୍ରିକେଟ ଦଳର ପ୍ରଥମ ମ୍ୟାଚ୍ କେବେ?: ଜାଣନ୍ତୁ ତାରିଖ

September 20, 2026

ଅଡୁଆରେ ହୁମାୟୁନ୍ କବୀର!: ନକଲି ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ସହିତ ଦଳୀୟ ନେତା ଗିରଫ

September 20, 2026

କୋଷ୍ଟାଲ ରୋଡରେ ଭୟଙ୍କର ଦୁର୍ଘଟଣା: ରେଲିଂ ଭାଙ୍ଗି ପୋଲ ତଳକୁ ଖସିଲା BMW, ୩ ମୃତ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.