ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ରେମୁଣାର ପୂର୍ବତନ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛନ୍ତି। ରେମୁଣାର ପୂର୍ବତନ ବିଧାୟ ସୁଧାଂଶୁ ଶେଖର ପରିଡାଙ୍କ ଉପରୁ ଏହି […]
ଭୁବନେଶ୍ୱର: ଭୁବନେଶ୍ୱରଠାରେ ଅନୁଷ୍ଠିତ ହେଉଥିବା ପ୍ରବାସୀ ଭାରତୀୟ ମହୋତ୍ସବରେ ଯୋଗଦେବା ପାଇଁ ଆସିଥିବା ଉତ୍ସାହୀ ପ୍ରବାସୀ ଓଡ଼ିଆମାନଙ୍କ ଭିତରେ ଅଛନ୍ତି ଆମେରିକା ନିବାସୀ ସାରସ୍ୱତ ସାଧିକା ମନୋରମା ଚୌଧୁରୀ। ୨୦୨୨ ଅକ୍ଟୋବରରେ ତାଙ୍କ ରଚିତ ପୁସ୍ତକ ‘ଅଷ୍ଟନାୟିକା’ ପ୍ରକାଶନ ପରଠୁ ସେ […]
ଭୁବନେଶ୍ବର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶ୍ବ ବିଖ୍ୟାତ ଅର୍ଥନୀତିଜ୍ଞ ବିୟୋଗ ସାରା ଦେଶକୁ ସ୍ତବ୍ଧ କରିଦେଇଛି। କାରଣ ତାଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଭାରତର ଅର୍ଥନୀତି ଯେଉଁ ସୋପାନରେ ପହଞ୍ଚିଥିଲା ତାହା ଉଦାହରଣ ହୋଇ ରହିଛି। ଫଳରେ ତାଙ୍କର ବିୟୋଗରେ କେବଳ […]
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପରଲୋକରେ ଭାବାପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଯାହା କହିଛନ୍ତି ତାହା ହେଲା.. ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତ ଆମ ସମସ୍ତଙ୍କ ହୃଦୟରେ ଗଭୀର […]
ଭୁବନେଶ୍ବର: ବିଭିନ୍ନ ଟେଲିଭିଜନରେ ପ୍ରବଚନ ଦେଇ ଘରେ ଘରେ ପରିଚିତ ହୋଇଥିବା ସଂଜୟ ଶତପଥୀଙ୍କ ଆଜି ପରଲୋକ ହୋଇଯାଇଛି। ସେ କ୍ୟାନସରରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ହେଲେ ଆଜି ତାଙ୍କର ପରଲୋକ ହୋଇଯାଇଛି। ସଂଜୟ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର କୁଳପତି […]
ଲେଖକ:- ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ ଆଜି ଶ୍ରୀ ରତନ ଟାଟାଙ୍କର ଦେହାନ୍ତ ହେବାର ଏକ ମାସ ହୋଇଯାଇଛି। ଗତ ମାସର ଏହି ଦିନ, ଯେତେବେଳେ ମୁଁ ତାଙ୍କର ପରଲୋକ ଖବର ପାଇଥିଲି, ମୁଁ ଏସିଆନ ସମ୍ମିଳନୀକୁ ଯିବାକୁ ପ୍ରସ୍ତୁତ ହେଉଥିଲି। ଆମଠାରୁ […]
ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ […]
ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ପୂର୍ବତନ ବିଧାୟକ ଶ୍ରୀ ଉତ୍କଳ କେଶରୀ ପରିଡାଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତଃ ପରିଡା ବିଭିନ୍ନ […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଭାରତୀୟ ପୋଲିସ ସେବା (ଆଇପିଏସ)ର ୨୦୨୩ ବ୍ୟାଚ୍ (୭୬ ଆରଆର) ର ପ୍ରୋବେସନରଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ପ୍ରଶିକ୍ଷଣପ୍ରାପ୍ତ ଆଇପିଏସ୍ ଅଧିକାରୀମାନେ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସହଧର୍ମିଣୀ ଡା. ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ। ପୂଜା ମଣ୍ଡପ ବୁଲିବା ପାଇଁ ଯିବା […]
ଭୁବନେଶ୍ବର: ବର୍ତ୍ତମାନ ରାଜନୀତିରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସ ବେଶ ଚର୍ଚ୍ଚାରେ ରହିଛନ୍ତି। ସେ କେତେବେଳେ ମୁଁ ପୁଣି ଲଢିବାକୁ ପ୍ରସ୍ତୁତ ଅଛି ବୋଲି କହି ଚର୍ଚ୍ଚାରେ ଆସିଥିଲେ ତ କେତେବେଳେ ସରକାରୀ କ୍ବାଟରର ନିର୍ମାଣକୁ ନେଇ। ତେବେ […]
ଭୁବନେଶ୍ବର: ଆଜି ପୋଲିସ ବିଭାଗରୁ ବିଦାୟ ନେଇଛନ୍ତି ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀ। ବିଦାୟ କାଳୀନ ସଭାରେ ସେ କହିଛନ୍ତି ନିଜ ଦୁଃଖର କଥା। ତାହା ହେଲା ଯେ, ହଠାତ ସେ ଆଉ ପୋଲିସ ପୋଷାକ ପିନ୍ଧିପାରିବେ ନାହିଁ ତାହା ଜାଣି […]
ଭୁବନେଶ୍ବର: ଆଜି ବିଜେପି ସଭାପତି ମନମୋହନ ସାମଲଙ୍କୁ ବିଜେଡି କଡା ସମାଲୋଚନା କରିଛି। ଗତକାଲି ମନମୋହନ ବିଜେଡିର ବହୁ ନେତା ବିଜେପିରେ ଯୋଗଦେବେ ଏବଂ ବିଜେଡି ଖାଲି ହୋଇଯିବ ବୋଲି କହିବା ପରେ ବିଜେଡି ଏହି ପ୍ରତିକ୍ରିୟା ଦେଇଛି। ଆଜି ଶଙ୍ଖ […]
ଭୁବନେଶ୍ୱର: ସେ ଖୋଲା ମନରେ ଲେଖନ୍ତି। ତାଙ୍କ ଲେଖାର ଆଧାର କଳ୍ପନା ନୁହେଁ, ବରଂ ବାସ୍ତବତା ବୋଲି ବିଶିଷ୍ଟ କଥାଶିଳ୍ପୀ ଡ. ସରୋଜିନୀ ସାହୁ ମତବ୍ୟକ୍ତ କରିଛନ୍ତି। ଆଜି ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ‘ସାହିତ୍ୟ […]
ଭୁବନେଶ୍ବର: ଆଜି ଜିଲ୍ଲାପାଳ ତଥା ଜିଲ୍ଲା ଆରକ୍ଷୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖୋଲମ ଖୋଲା କଥା ହୋଇଛନ୍ତି। ସେ ତାଙ୍କର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନିଜେ କେତେଘଣ୍ଟା କାମ କରନ୍ତି ତାହା ଉପସ୍ଥିତ ଜିଲ୍ଲାପାଳ ତଥା ଏସପିମାନଙ୍କୁ କହିଥିଲେ। ସେ କହିଥିଲେ […]
ଭୁବନେଶ୍ବର: ଇସ୍ଲାମ୍, ଖ୍ରୀଷ୍ଟିଆନ୍ ଓ ଅନ୍ୟ ପାଶ୍ଚାତ୍ୟ ଧର୍ମଠାରୁ ହିନ୍ଦୁଧର୍ମ ପୃଥକ। ବିବିଧତା ହିଁ ହିନ୍ଦୁ ଧର୍ମର ଅନନ୍ୟ ବିଭବ ବୋଲି କହିଛନ୍ତି ପ୍ରସିଦ୍ଧ ଲେଖକ ଓ ପୁରାଣବିତ୍ ଦେବଦତ୍ତ ପଟ୍ଟନାୟକ। ତାଙ୍କର ପୁସ୍ତକ “ରାମାୟଣ ବନାମ ମହାଭାରତ” ଉନ୍ମୋଚନ ଅବସରରେ […]
ଭୁବନେଶ୍ବର: ପୁଣିଥରେ ବିଜେଡି ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଏଥର ସେ ପରୋକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ ବର୍ତ୍ତମାନ ସରକାରଙ୍କୁ ବଞ୍ଚେଇବା ପାଇଁ ପୁରୁଣା ବିଜେଡି ସରକାରଙ୍କୁ ସମାଲୋଚନା କରିଛନ୍ତି। ପୂର୍ବରୁ ସେ […]
ଭୁବନେଶ୍ବର: ଗତକାଲି ଭୁବନେଶ୍ୱରରେ ଏକ ଭବ୍ୟ ପରିବେଶରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ ମୋ ଜୀବନ ମୋ ସମୟ, ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ଶ୍ରୀ ଦାଶ […]
ନୂଆଦିଲ୍ଲୀ: ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଗୁଲାପାଲ୍ଲୀ ଏନ ରାଓ ୨୦୨୪ ପାଇଁ ଆନ୍ତର୍ଜାତୀୟ ଚକ୍ଷୁ ଚିକିତ୍ସା ପରିଷଦ ଦ୍ୱାରା ଦିଆ ଯାଉଥିବା ସମ୍ମାନଜନକ ଆଇସିଓ ଜୁଲେସ୍ ଫ୍ରାଙ୍କୋଇସ୍ ସ୍ବର୍ଣ୍ଣ ପଦକରେ ସମ୍ମାନିତ ହୋଇଛନ୍ତି। ସେ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୭୪ ତମ ଜନ୍ମଦିନ ଉପଲକ୍ଷେ ବିଜେପି ତରଫରୁ ଦେଶବ୍ୟାପୀ “ସେବା ଦିବସ” ଭାବେ ପାଳନ କରାଯାଉଛି। ସେହିପରି “ସେବା ପକ୍ଷ” ପାଳନ ଅବସରରେ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ […]
ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ନନ୍ଦ୍ରୁସାହି ଗାଁର ଏହି ଉତ୍ସାହୀ ଯୁବ ଚାଷୀ ତାଙ୍କର ନିରନ୍ତର ପ୍ରୟାସ ମାଧ୍ୟମରେ କୃଷି କ୍ଷେତ୍ରରେ ବିହନ ଉତ୍ପାଦନ, ମାର୍କେଟିଂ ଏବଂ ଟେକ୍ନୋଲୋଜିର ପ୍ରୟୋଗ କରି ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । […]