ଆଜିର ଖବର

ନୂଆଦିଲ୍ଲୀ: ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର କେରନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମକୁ ସେନା ପଣ୍ଡ କରିଛି। ସେନା କହିଛି ଯେ, ଅପରେସନ ସମୟରେ ଦୁଇ ଆତଙ୍କବାଦୀ ନିହତ…

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ସିରିଜର ପଞ୍ଚମ ଏବଂ ଶେଷ ଟି-୨୦ ମ୍ୟାଚ୍ ଆଜି ବ୍ରିସବେନରେ ଖେଳାଯିବ। ଯଦି ଭାରତ ଏହି ମ୍ୟାଚ୍ ଜିତିଯାଏ, ତେବେ ଦଳ ୩-୧ରେ ସିରିଜ…

ଝାରସୁଗୁଡ଼ା: ଜାତୀୟ କ୍ରୀଡ଼ା ହକିକୁ ୧୦୦ବର୍ଷ ପୂରିଛି। ଶୁକ୍ରବାର ହକିର ୧୦୦ବର୍ଷ ପୂର୍ତ୍ତିକୁ ଝାରସୁଗୁଡ଼ା ଜିଲ୍ଲାରେ ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି। ଜିଲ୍ଲାପାଳ କୁନାଳ ମୋତିରାମ ଚୌହାନଙ୍କ…

ଭୁବନେଶ୍ବର: ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳନ କରାଯାଏ। ଏହାକୁ ପଢୁଆଁ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ। ଏହା ସୌଭାଗିନୀ ଅଷ୍ଟମୀ, କାଳ…

ଚାଣକ୍ୟ ନୀତି: ଚାଣକ୍ୟ ନୀତିରେ ରହିଛି ଯେ, ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ।…

ଭୁବନେଶ୍ଵର: ଭୋଟ ଗ୍ରହଣ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଉପରେ କଟକଣା ଜାରି କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ…

ଭୁବନେଶ୍ଵର: ନୂଆପଡା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଦିନ ପାଖେଇ ଆସୁଥିବା ବେଳେ ବିଜେଡି ପକ୍ଷରୁ ଜୋରଦାର୍ ପ୍ରଚାର ଚାଲିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ…

ଭୁବନେଶ୍ଵର: କଂଗ୍ରେସ ପକ୍ଷରୁ ନୂଆପଡାରେ ଏକ ସାମ୍ୱାଦିକ ସମ୍ମିଳନୀ କରାଯାଇଛି। ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀଙ୍କ ବିଜୟ ସୁନିଶ୍ଚିତ ବୋଲି କଂଗ୍ରେସ ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି।…

ଭୁବନେଶ୍ଵର: ନୂଆପଡା ବିଜେପି କାର୍ଯ୍ୟାଳୟଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଡ. ସମ୍ବିତ ପାତ୍ର ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି।…

ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖାଦ୍ୟ…

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଆଜି ଭାରତର ଜାତୀୟ ସଙ୍ଗୀତ “ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ନୂଆଦିଲ୍ଲୀ: 56 ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) 20 ନଭେମ୍ବରରୁ 28 ନଭେମ୍ବର, 2025 ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ…

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଆଜି ଭାରତର ରାଷ୍ଟ୍ରୀୟ ସଙ୍ଗୀତ “ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ବଜାର: ରିଲାଏନ୍ସ ଜିଓ ପ୍ଲାଟଫର୍ମ ବର୍ତ୍ତମାନ ଏହାର ଉନ୍ନତ ୫ଜି ପ୍ରଯୁକ୍ତି ମାଧ୍ୟମରେ ବିଶ୍ୱ ସ୍ତରରେ ସମ୍ପ୍ରସାରଣ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ…

ଭୁବନେଶ୍ଵର: ଆରକ୍ଷୀ ବିଭାଗ, ଗଞ୍ଜାମ ତରଫରୁ ରାଜ୍ୟ ସ୍ତରୀୟ ରାଷ୍ଟ୍ର ଗୀତ ‘ବନ୍ଦେ ମାତରମ୍’ର ୧୫୦ ତମ କାର୍ଯ୍ୟକ୍ରମ ଆୟୋଜନରେ ଆୟୋଜିତ ହେଲା ‘ବନ୍ଦେ ମାତରମ୍’ ସମୂହ…

ଖୋର୍ଦ୍ଧା: ଖୋର୍ଦ୍ଧା ଏଡ଼ିଓ଼ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ…

ଭୁବନେଶ୍ୱର: ପୂର୍ବତଟ ରେଳପଥ ଆଜି ଭୁବନେଶ୍ୱରର ରେଳ ସଦନରେ ପ୍ରତୀକାତ୍ମକ ଜାତୀୟ ଗୀତର ଏକ ସାମୂହିକ ଗାନ ମାଧ୍ୟମରେ ଗଭୀର ଦେଶପ୍ରେମ ଉତ୍ସାହ ଏବଂ ଶ୍ରଦ୍ଧାର ସହିତ…

ସୁଟିଂ କ୍ରୀଡା: ଭାରତୀୟ ସେନାର ‘ମିଶନ ଅଲିମ୍ପିକ୍ସ ୱିଙ୍ଗ’ ଅଧୀନରେ ମଉ ସ୍ଥିତ ପ୍ରତିଷ୍ଠିତ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍ (ଏଏମୟୁ), ସୁଟିଂ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ବୁରୁଫଡା ଗ୍ରାମର ସୁଦର୍ଶନ ଯେନା ନାମରେ ଜଣେ ବୃଦ୍ଧ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରି ବିଫଳ…