ଆଜିର ଖବର

ପୁରୀ: ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷଲକ୍ଷ ଭକ୍ତଙ୍କର ଶ୍ରୀକ୍ଷେତ୍ର ପୁରୀ ସମାଗମ ହୋଇଥିଲା। ପ୍ରଭୃଙ୍କୁ ରଥ ଉପରେ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ…

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ଜବଲପୁର ଠାରେ ୨୧ ଜୁନ୍ ଦିନ ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ ପାଳନ କାଳରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଜାତୀୟ ସମାରୋହର ନେତୃତ୍ୱ…

ପୁରୀ: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ଗତକାଲି ସନ୍ଧ୍ୟାରେ ତୀର୍ଥଯାତ୍ରୀ ତଥା ଭକ୍ତ ମାନଙ୍କ…

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଗୁଣ୍ଡିଚା ରଥଯାତ୍ରାରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ମାଦଳା ପାଞ୍ଜି ଓ…

ସୀତାରାମ ଅଗ୍ରୱାଲ ବାଲୁଗାଁ: ପବିତ୍ର ରଥଯାତ୍ରା ଅବସରରେ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ଚିଲିକା ଟାପୁରେ ନୌବିହାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବାନୁମାନ ଅନୁସାରେ…

ନୂଆଦିଲ୍ଲୀ: CUET UG 2023 ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର ଅଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶ ଟେଷ୍ଟ…

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ସଂସ୍କୃତିରେ ରଥଯାତ୍ରାର ମହତ୍ତ୍ୱ ଉପରେ ଶ୍ରୀ ମୋଦୀ ଏକ ଭିଡିଓ ମଧ୍ୟ ସେୟାର…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଆଗାମୀ ଆମେରିକା ଗସ୍ତ ନିମନ୍ତେ ସମର୍ଥନ ଏବଂ ଉତ୍ସାହ ପାଇଁ ଆମେରିକା କଂଗ୍ରେସ ସଦସ୍ୟଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ…

ନୂଆଦିଲ୍ଲୀ: ‘ଆଦିପୁରୁଷ’ ନିର୍ଦ୍ଦେଶକ ଓମ ରାଉତ ଏବଂ ସ୍କ୍ରିପ୍ଟ ଲେଖକ ମନୋଜ ମୁନ୍ତାଶିର ଆଜିକାଲି ଲୋକଙ୍କ କ୍ରୋଧର ସମ୍ମୁଖୀନ ହୋଇଛନ୍ତି। ରିଲିଜ୍ ପରେ ଯେତେବେଳେ ‘ଆଦିପୁରୁଷ’ କୁ…

ପୁରୀ: ବଡଦାଣ୍ଡରେ ଜନ ସମୁଦ୍ର ଭିତରେ ଘରଘର ନାଦରେ ଗଡିଚାଲିଛି ରଥ। ଆଗରେ ବଡଭାଇ ବଳଭଦ୍ର, ତାପରେ ଭଉଣୀ ଶୁଭଦ୍ରା ରଥ ଗୁଣ୍ଡିଚା ମନ୍ଦିର ଆଡକୁ ଗଡିଚାଲିଛି।…

ନୂଆଦିଲ୍ଲୀ: ଭାରତୀୟ ଖେଳାଳି ରୋହିତ ଶର୍ମାଙ୍କୁ ୩୬ ବର୍ଷ ବୟସ ହୋଇଛି। କିନ୍ତୁ ତାଙ୍କ ପରେ ଭାରତର ଟେଷ୍ଟ ଅଧିନାୟକ କିଏ ହେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ଠାରୁ ମମତା ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଏକ ବଡ଼ ଝଟକା ଲାଗିଛି। ହାଇକୋର୍ଟଙ୍କ ଆଦେଶରେ…

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ସୋମବାର ଦିନ ନୀତୀଶ କୁମାର ସରକାରଙ୍କୁ ସମର୍ଥନ ପ୍ରତ୍ୟାହାର କରିନେଇଛି। ଏବଂ…

ନୂଆଦିଲ୍ଲୀ: ଓମ ରାଉତଙ୍କ ନିର୍ଦ୍ଦେଶିତ ୨୦୨୩ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆଦିପୁରୁଷ’ ଜୁନ୍ ୧୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏଥି ସହିତ ‘ଆଦିପୁରୁଷ’ର ଭିଏଫଏକ୍ସ…

ଭୁବନେଶ୍ଵର: ଜୁନ୍ ୨୯ ତାରିଖରେ ଓଡିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ ଆସୁଛି। ପ୍ରଥମଥର ପାଇଁ ଅମ୍ଳାନ ଓ ଏଲିନା ପରଦାକୁ ଏକାଠି ଆସୁଛନ୍ତି। ଏହି…

ଭୁବନେଶ୍ବର: ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ସିବିଆଇ ବଡ ପଦକ୍ଷେପ ଗ୍ରହଣ କରିଛି। ସିବିଆଇ ଗତକାଲି ରାତିରେ ବାଲେଶ୍ବରରେ ଥିବା କନିଷ୍ଠ ସିଗନାଲ ଇଂଜିନିୟରଙ୍କ ଘର…

ଭୁବନେଶ୍ବର: ଆଜି ହେଉଛି ପବିତ୍ର ରଥଯାତ୍ରା। ଲୋକାରଣ୍ୟ ହୋଇପଡିଛି ବଡ ଦାଣ୍ଡ। ପ୍ରଭୃ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଥିରେ ଧରି ବାହାରିବେ ଶ୍ରୀଗୁଣ୍ଡିଚା ମନ୍ଦିର। ସେଥିପାଇଁ ସିଂହଦ୍ବାରରେ…

ପୁରୀ: ବଡଦାଣ୍ଡ ପୁରୀରେ ଲାଗିଛି ଭକ୍ତଙ୍କ ଭିଡ, ସମସ୍ତେ ଅପେକ୍ଷା କରିଛନ୍ତି ପ୍ରଭୃଙ୍କ ଆଗମନକୁ। ତେବେ ରଥନୀତି ନିର୍ଘଣ୍ଟ ଅନୁସାରେ ବର୍ତ୍ତମାନ ରଥ ପ୍ରତିଷ୍ଠା କାର୍ଯ୍ୟ ଶେଷ…

ଭୁବନେଶ୍ଵର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଠାରୁ ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀ…

ଭୁବନେଶ୍ବର, ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ପରଂପରା କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ଏହାର ପ୍ରମାଣ ବିଭିନ୍ନ ସମୟରେ ଐତିହାସିକମାନେ ବର୍ଣ୍ଣନା କରିଛନ୍ତି। ସେହିପରି ବହୁ ପ୍ରାଚୀନ…

ଭୁବନେଶ୍ବର: ରଜର ମୁଖ୍ୟ ଆକର୍ଷଣ ହେଉଛି ପୋଡ ପିଠା। ଚାଉଳ ଜନ୍ତୁଣୀରୁ ପ୍ରସ୍ତୁତ ହୋଇଥାଏ ଏହି ପିଠା। ଯାହାକି ପ୍ରତିଟି ଓଡିଆ ଘରେ ଏହି ପୋଡପିଠାର ମହକ ଖେଳିହୋଇଯାଏ।…