Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାର ପ୍ରତିଷ୍ଠିତ ଖଣି କଂପାନୀ ଏସଏନଏମ ଗ୍ରୁପ ପ୍ରତିଷ୍ଠା କରିବ ବିଳାସପୂର୍ଣ୍ଣ ହୋଟେଲ
ଆଜିର ଖବର

ଓଡିଶାର ପ୍ରତିଷ୍ଠିତ ଖଣି କଂପାନୀ ଏସଏନଏମ ଗ୍ରୁପ ପ୍ରତିଷ୍ଠା କରିବ ବିଳାସପୂର୍ଣ୍ଣ ହୋଟେଲ

August 22, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
prabodh-mohanty
ଓଡିଶାର ପ୍ରତିଷ୍ଠିତ ଖଣି କଂପାନୀ ଏସଏନଏମ ଗ୍ରୁପ ପ୍ରତିଷ୍ଠା କରିବ ବିଳାସପୂର୍ଣ୍ଣ ହୋଟେଲ

ଭୁବନେଶ୍ୱର: ଓଡିଶାରେ ହୋଟେଲ ଶିଳ୍ପର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଉଦ୍ୟମ। ଏଥିରେ ନୂଆ ନୂଆ ହୋଟେଲ ଶିଳ୍ପକୁ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଛି ପ୍ରୋତ୍ସାହନ। ସେହି ପରିପ୍ରେକ୍ଷୀରେ ଗତକାଲି ବସିଥିବା ସିଙ୍ଗଲ ୱିଣ୍ଡୋ କ୍ଲିୟରାନସ ଅଥରଟି ବୈଠକରେ ରାଜ୍ୟରେ ଏକ ହୋଟେଲ ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ଏହି ବୈଠକରେ ଓଡିଶାର ପ୍ରତିଷ୍ଠିତ ଖଣି ଶିଳ୍ପପତି ପ୍ରବୋଧ କୁମାର ମହାନ୍ତିଙ୍କ SNM Group ର SNM Hotel & Resort Pvt Ltd ର ପ୍ରସ୍ତାକୁ ଅନୁମୋଦନ କରାଯାଇଛି। ଏହି ଗ୍ରୁପ 224.50 କୋଟି ଟଙ୍କା ବ୍ୟୟରେ ଗଂଜାମର ଚିକିଟିଠାରେ ଏକ ହୋଟେଲ ପ୍ରତିଷ୍ଠା କରିବ। ଏହି ହୋଟେଲ କାର୍ଯ୍ୟକ୍ଷମ ହେଲେ ଏଥିରେ 227 ଜଣ ନିଯୁକ୍ତି ପାଇପାରିବେ।

SNM Group ରାଜ୍ୟରେ ଖଣି, ଇସ୍ପାତ ଉତ୍ପାଦନ, ବିଦ୍ୟୁତ୍ ପ୍ରକଳ୍ପ, ଭିତ୍ତିଭୂମି ବିକାଶ, ବିଦ୍ୟୁତ୍ ଉତ୍ପାଦନ କାର୍ଯ୍ୟରେ ନିୟୋଜିତ ରହିଛି। ସେହିପରି ଓଡିଶାର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ଉତ୍ପାଦନ ବିକ୍ରି ପାଇଁ ବଜାର ସୃଷ୍ଟି ମଧ୍ୟ କରିଛି। ଏହି ଗ୍ରୁପ ସିଏସଆର ଯୋଜନାରେ ବିଭିନ୍ନ ସ୍ବାସ୍ଥ୍ୟ ସେବା ସହ ଜଡିତ କାର୍ଯ୍ୟକ୍ରମ ମଧ୍ୟ କରିଆସିଛି। ଏହି ଗ୍ରୁପ ରାଜ୍ୟ ତଥା ଦେଶରେ ଖଣିଜ ଉତ୍ପାଦନରେ ଏକ ବ୍ରାଣ୍ଡ ହୋଇପାରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.