ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହର ନେତା ଆଜି ଲୋକସଭାରେ ସମ୍ବିଧାନ (ଏକଶହ ୨୮ତମ ସଂଶୋଧନ) ବିଲ୍, ୨୦୨୩ ର ସମର୍ଥନ ଏବଂ ଅର୍ଥପୂର୍ଣ୍ଣ ବିତର୍କ…
ଆଜିର ଖବର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 23 ସେପ୍ଟେମ୍ବର, 2023 ରେ ବାରାଣାସୀ ଗସ୍ତ କରିବେ। ପ୍ରାୟ 1:30 ସମୟରେ ପ୍ରଧାନମନ୍ତ୍ରୀ ବାରଣାସୀରେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ…
ବାଙ୍ଗାଲୋର /ଭୁବନେଶ୍ୱର: ଭାରତର ପ୍ରିମିୟମ ଫେସନ ଇ-ଟେଲର ଆଜିଓ ଆଜି ଏହାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ଅଲ୍ ଷ୍ଟାର୍ସ ସେଲ୍’ ସମ୍ପର୍କରେ ଘୋଷଣା କରିଛି। ମାର୍କସ୍ ଆଣ୍ଡ ସ୍ପେନ୍ସର…
ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ନଭେମ୍ବର ୨୦୨୨ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ମାସିକ ଭିତ୍ତିରେ ବିଚାରାଧୀନ ମାମଲାକୁ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରିଥିଲା। ମନ୍ତ୍ରଣାଳୟ…
ଭୁବନେଶ୍ୱର: ବିଶ୍ୱ ଅଲ୍ଜାଇମର ଦିବସ ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମାନସିକ ରୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ୱାକାଥନ୍ ଆୟୋଜିତ…
ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଥମ ଦିନିକିଆ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ୩ ଟି ODI ମ୍ୟାଚ୍ ଖେଳାଯିବ। ୱିକେଟ୍ କିପର…
ନୂଆଦିଲ୍ଲୀ: ଏସୀୟନ ଗେମ୍ସରେ ଭାରତୀୟ ଫୁଟବଲ ଦଳ ବାଂଲାଦେଶକୁ ପରାସ୍ତ କରିଛି। ଏହିପରି ଭାବରେ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତୀୟ ଫୁଟବଲ ଦଳ ଏସୀୟ ଗେମ୍ସରେ ପ୍ରଥମ…
ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗଞ୍ଜାମ ଜିଲ୍ଲା ଆସିକା ମୁକୁନ୍ଦପୁର ବଡନଦୀ ବ୍ରିଜରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ତୃତୀୟ ଶ୍ରେଣୀ…
ଭୁବନେଶ୍ୱର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ…
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ODI ସିରିଜ୍ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି। ସିରିଜର ପ୍ରଥମ ମ୍ୟାଚ୍ ମୋହାଲିରେ ଖେଳାଯିବ। ଏହା ପୂର୍ବରୁ ଅଷ୍ଟ୍ରେଲୀୟ ପ୍ରଶଂସକଙ୍କ…
ନୂଆଦିଲ୍ଲୀ: ଭାରତ ସରକାର ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଉଦ୍ଭାବନ କ୍ଷେତ୍ରରେ ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର’ ନାମରେ ଏକ ନୂତନ ଜାତୀୟ ପୁରସ୍କାର ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ବନ୍ଧାଗୁଡା ପଞ୍ଚାୟତ ଲକ୍ଷ୍ମୀ ନ୍ରୁସିଂହ ପୁର ଗ୍ରାମର ସୁର୍ଯ୍ୟ ଗୌଡ଼ ନାମକ ଜଣେ ଯୁବକଙ୍କ…
ଭୁବନେଶ୍ବର: ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ…
ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ମିଳିଛି। ଏ ନେଇ ବୈଜୟନ୍ତଙ୍କ ଅପିସ ତରଫରୁ ଦିଲ୍ଲୀ ପୋଲିସକୁ ଅବଗତ କରାଇଛି। ଏହାପରେ ଦିଲ୍ଲୀ…
ନୂଆଦିଲ୍ଲୀ: ସିଭିଲ୍ ଆଭିଏସନ୍ ରେଗୁଲେଟର ସୁରକ୍ଷା ପ୍ରୋଟୋକଲରେ ତ୍ରୁଟି ଦେଖିବା ପରେ ଏୟାର ଇଣ୍ଡିଆର ବିମାନ ସୁରକ୍ଷା ମୁଖ୍ୟଙ୍କୁ ଏକ ମାସ ପାଇଁ ନିଲମ୍ବିତ କରିଛି। ବେସାମରିକ…
ଭୁବନେଶ୍ବର: ଶେଷରେ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିଜେଡି ବହିସ୍କାର କରିଛି। ଏ ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ…
ଭୁବନେଶ୍ବର: ଆଜି ବିଧାନସଭା କାର୍ଯ୍ୟାଳୟରେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ। ଆଜି ପୂର୍ବାହ୍ନରେ ସେ ଏବଂ…
ନୂଆଦିଲ୍ଲୀ: ଆମୀର ଖାନଙ୍କ ଫିଲ୍ମ ଥ୍ରୀ ଇଡିଅଟ୍ସରେ ଲାଇବ୍ରେରିଆନ୍ ଦୁବେଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଲ ମିଶ୍ରଙ୍କ ଦେହାନ୍ତ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, କାମ…
ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ବର୍ତ୍ତମାନ କାନାଡା ନାଗରିକଙ୍କ ପାଇଁ ଭିସା…
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ୟୁପିର ସମ୍ଭଲ ଆସନରୁ ଲୋକସଭା ସାଂସଦ ଡକ୍ଟର ଶଫିକୁର ରହମାନ ବର୍କ ତାଙ୍କ ବିବୃତ୍ତି ପାଇଁ ଚର୍ଚ୍ଚାରେ ରହିଥାନ୍ତି।…
ନୂଆଦିଲ୍ଲୀ: ଆଜି ଏସିଆନ୍ ଗେମ୍ସ-୨୦୨୩ ରେ ମହିଳା କ୍ରିକେଟ୍ ଇଭେଣ୍ଟରେ ଭାରତ ଏବଂ ମାଲେସିଆ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା। ବର୍ଷା ଯୋଗୁଁ ଏହି କ୍ୱାର୍ଟର ଫାଇନାଲ…

