ମୁମ୍ବାଇ: ମୁମ୍ବାଇର ଶିବାଜୀ ପାର୍କରେ ଦଷେରା ରାଲି ଆୟୋଜନ କରିବାକୁ ଟିମ୍ ଏକନାଥ ସିନ୍ଦେଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ବିଏମସିର ପରାମର୍ଶଦାତା…
ଆଜିର ଖବର
ୱାଶିଂଟନ୍: ଆମେରିକାର ସ୍ପେସ୍ ଏଜେନ୍ସି ନାସା ଆସନ୍ତା ସପ୍ତାହରେ ଏହାର ‘ଡବଲ୍ ଆଷ୍ଟେରଏଡ୍ ରେଡିରେକ୍ସନ ଟେଷ୍ଟ’ (DART) ମାଧ୍ୟମରେ ସ୍ପେଶକ୍ରାଫ୍ଟ ସହିତ ଆଷ୍ଟ୍ରୋଏଡ୍ ମୁନଲେଟ ଡିମୋଫୋର୍ସକୁ ଧକ୍କା…
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ମାମଲାରେ ବାହୁବଲୀ ମୁଖତାର୍ ଅନସାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମୁଖତାର ଅନସାରୀଙ୍କୁ ୫ ବର୍ଷ ଜେଲ ଦଣ୍ଡ କରାଯାଇଛି ଏବଂ ୫୦ ହଜାର ଟଙ୍କା…
ନୂଆଦିଲ୍ଲୀ: ପଞ୍ଜାବକୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ତିନିଜଣ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଏଥିସହ ସମଗ୍ର ଅଞ୍ଚଳରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।…
ନୂଆଦିଲ୍ଲୀ: ସାରା ଦେଶରେ ଏନ୍ଆଇଏ ଏବଂ ଇଡି ଚଢାଉ ପରେ ବର୍ତ୍ତମାନ ପିଏଫ୍ଆଇ ପ୍ରସଙ୍ଗ ବଢିବାରେ ଲାଗିଛି। ଗୁରୁବାର ଦିନ PFI ର ୯୩ ଟି ସ୍ଥାନରେ…
ନୂଆଦିଲ୍ଲୀ: କେନ୍ଦ୍ରୀୟ ଏଜେନ୍ସିଗୁଡିକର କାର୍ଯ୍ୟାନୁଷ୍ଠାନ ବିରୋଧରେ ନିଜର ଦୃଢ ବିରୋଧ ପ୍ରଦର୍ଶନ କରି ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) କେରଳରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଧର୍ମଘଟ…
ନୂଆଦିଲ୍ଲୀ: ଦ୍ରୁତ ବିତରଣ ଷ୍ଟାର୍ଟଅପ୍ ଜେପ୍ଟୋର ସହ-ପ୍ରତିଷ୍ଠାତା କୈବଲ୍ୟ ଭୋରା ଏବଂ ଆଦିତ ପାଲିଚା, ଆଇଏଫ୍ଏଲ୍ ୱେଲଥ-ହୁରୁନ୍ ଇଣ୍ଡିଆ ରିଚ୍ ତାଲିକା ୨୦୨୨ ରେ ସ୍ଥାନ ପାଇବାକୁ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ତୁମୁରାପୁଟ ଗ୍ରାମ ଛକରେ ଗୋରୁ ଚାଲାଣ ସନ୍ଦେହରେ ଏକ ଗାଡ଼ିକୁ ଅଟକ ରଖିଛନ୍ତି ଗ୍ରାମବାସୀ। ସୂଚନା ମୁତାବକ…
ଭୁବନେଶ୍ବର: ଅଭିନେତା ବାବୁସାନ ଅସୁସ୍ଥ ହୋଇ ଭୁବନେଶ୍ବରର ସମ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଶରୀରରେ ଅକ୍ସିଜେନ ସ୍ତର ହ୍ରାସ ପାଇବାରୁ ସେ ଅସୁସ୍ଥ୍ୟ ହୋଇପଡିଲେ।ଫଳରେ ତାଙ୍କୁ…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୨୦୨ ଜଣ ଆକ୍ରାନ୍ତଙ୍କ…
ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତିର ରାଶିରେ ନିଶ୍ଚିତ ଭାବରେ କିଛି ଗ୍ରହର ଦୋଷ ଅଛି। ଗ୍ରହ ଦୋଷ ଜୀବନରେ ଅନେକ ବାଧା ସୃଷ୍ଟି କରେ। ଗ୍ରହ ଦୋଷ ହେତୁ,…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଜଣେ ମଣିଷ ଜୀବନ କାଳ ମଧ୍ୟରେ କଣ କଲେ ତାହାର ସମ୍ମାନ ବୃଦ୍ଧି ପାଇବ। ଚାଣକ୍ୟଙ୍କ…
ମେଷ- ଆଶା ଏବଂ ନିରାଶା ମଧ୍ୟରେ ସମୟ ଅତିବାହିତ ହେବ। ଆର୍ଥିକ ଅସୁବିଧା ହେବ। ଅଯଥା ଖର୍ଚ୍ଚ ହେବ। ଘରର ବଜେଟ୍ ଖରାପ ହେବ। ଅନ୍ୟମାନଙ୍କଠାରୁ ଲାଭା ପାଇବା…
ନୂଆଦିଲ୍ଲୀ: ରୋଡ ସେଫ୍ଟି ୱାର୍ଲ୍ଡ ସିରିଜର ୧୪ ତମ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡ୍ସ ବିଜୟୀ ହୋଇଛି। ଇଂଲଣ୍ଡ ଲିଜେଣ୍ଡ୍ସ ବିରୋଧରେ ଇଣ୍ଡିଆ ଲିଜେଣ୍ଡ୍ସ ୪୦ ରନ ବ୍ୟବଧାନରେ…
ନୂଆଦିଲ୍ଲୀ: କରାଚିରେ ଖେଳାଯାଇଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦୦ ରନ୍ର ଟାର୍ଗେଟ…
ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଅବକାରୀ ବିଭାଗ ବେଗୁନିଆ ଥାନା ରସୋଳ ଗ୍ରାମରେ ଚଢ଼ାଉ କରି ଦେଶୀ ମଦ ବୋଝେଇ କାର ଜବତ କରିଛି। ସୂଚନା ମୁତାବକ…
ନୂଆଦିଲ୍ଲୀ: ଅନ୍ୟ ଏକ ସମବାୟ ବ୍ୟାଙ୍କ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ବାସ୍ତବରେ, ମହାରାଷ୍ଟ୍ରର ଲକ୍ଷ୍ମୀ ସମବାୟ ବ୍ୟାଙ୍କ ଲିମିଟେଡର ଲାଇସେନ୍ସ ରିଜର୍ଭ ବ୍ୟାଙ୍କ…
ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଭଦ୍ରକ ଜିଲ୍ଲାର ୪୬-ଧାମନଗର (ଏସ୍ସି) ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନରୁ ଷୋଡ଼ଶ ବିଧାନସଭାକୁ ନିର୍ବାଚିତ ଆସୀନ ସଦସ୍ୟ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ…
ଭୁବନେଶ୍ବର: ଅସୁବିଧାଜନକ ଟ୍ରେନ ଚଳାଚଳକୁ ଏଡାଇ ସୁଗମ ପରିଚାଳନା ପାଇଁ ବେଙ୍ଗାଲୁରୁ ଅଞ୍ଚଳରେ ପୂର୍ବତଟ ରେଳପଥ ମଧ୍ୟରୁ/ମଧ୍ୟଦେଇ ଯାଉଥିବା ଦୁଇଟି ଟ୍ରେନର ଟର୍ମିନାଲ୍ ପଏଣ୍ଟ ଷ୍ଟେସନକୁ ପରିବର୍ତ୍ତନ…
ନୂଆଦିଲ୍ଲୀ: ଦୁରସଞ୍ଚାର ବୈଠକରେ ଏକ ଅଜବ ଘଟଣା ଘଟିଯାଇଛି। ଏଠାରେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବୈଠକରେ ବିଏସଏନଏଲର ଜଣେ ବରିଷ୍ଠ ଅଧିକାରୀଙ୍କ ଆଖି ଲାଗିଯାଇଥିଲା।…
ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଭ୍ରମଣରେ ଆସିଥିବା ମହାରାଷ୍ଟ୍ରର ଛାତ୍ରଛାତ୍ରୀ ଯାତ୍ରାର ଚତୁର୍ଥ ଦିନରେ ଗୁରୁବାର ଦିନ ଲୋକପ୍ରିୟ ଚିଲିକା ହ୍ରଦ, ବ୍ରହ୍ମପୁରର…

