ଜ୍ୟୋତି ନନ୍ଦ ଏଇ କାନ୍ଥଟି ଏବେ ଅଛି କି ନାହିଁ ମୋର ସଠିକ ଧାରଣା ନାହିଁ। ନ ଥିବାର ଯଥେଷ୍ଟ ସଂଭାବନା ରହିଛି। ଗୋଟିଏ ଯୁଦ୍ଧର ବିଭୀଷିକାକୁ…
ଆଜିର ଖବର
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ…
ଭୁବନେଶ୍ବର: ଦୁର୍ବଳ ହେଉଛି “ଅସାନି”, ସ୍ଥଳ ଭାଗ ସଂସ୍ପର୍ଶରେ ଆସିବା ପରେ ଏହାର ବଳ ଭାଙ୍ଗିବାରେ ଲାଗିଛି। ଆନ୍ଧ୍ର ଉପକୂଳର ଭୌଗଳିକ ସ୍ଥିତି ବାତ୍ୟା ସହ ପାରସ୍ପରିକ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ନକଲି ସିମ କାର୍ଡ କାରବାର ଜୋରସୋରରେ ଚାଲିଥିବାର ଅଭିଯୋଗ ହେଉଛି। କେତେକ ଅସାଧୁ ଦୋକାନୀ ପୁର୍ବରୁ ସିମ…
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଦୁଇଜଣ ମହିଳା ଯାତ୍ରୀଙ୍କ ରେଳବାଇ ସୁରକ୍ଷା ବଳ ଯବାନ ଜୀବନ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି। ୧୮୪୪୪ ପଲାସା-କଟକ…
ଭୁବନେଶ୍ବର: ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନରଲା ରୋଡ ଷ୍ଟେସନରେ ତିନି ଯୋଡ଼ା ଟ୍ରେନ ଏବଂ ରୁପ୍ରା ରୋଡ ଷ୍ଟେସନରେ ଦୁଇ ଯୋଡ଼ା ଟ୍ରେନକୁ ପରୀକ୍ଷାମୂଳକ ଭିତ୍ତିରେ…
ନୂଆଦିଲ୍ଲୀ: ଭାରତରେ ଏବେ ମୁଖ୍ୟ ସମସ୍ୟା ଭାବରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଚେନ୍ନାଇ ଓ ବେଙ୍ଗାଲୁରୁରେ ପାଣି ପାଇଁ ଦୟନୀୟ ଅବସ୍ଥାରୁ ଏହି ସଙ୍କଟର ଗାମ୍ଭୀର୍ୟ…
“ଦୋ ବାତନ କୋ ଭୁଲୋ ମତ, ଯୋ ଚାହେ କଲ୍ୟାନ ନାରାୟଣ ଇକ ମୌତହେ, ଦୁଜେ ଶ୍ରୀଭଗବାନ।” ନାରାୟଣ କବି କହୁଛନ୍ତି, “ଯଦି କଲ୍ୟାଣ ଚାହୁଁଛ, ତାହାହେଲେ…
ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ଦ୍ରୁତ ସମ୍ପ୍ରସାରଣ ଧାରା ଜାରି ରଖି ଦେଶର ଲୋକପ୍ରିୟ ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ୍ ସେବା ଯୋଗାଣକାରୀ “ଜିଓଫାଇବର’ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଏହାର…
ମୁମ୍ବାଇ: ଏମଏନଏସ ସଭାପତି ରାଜ ଠାକରେଙ୍କୁ ଫୋନରେ ମୃତ୍ୟୁ ଧମକ ଦିଆଯାଇଛି। ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲଙ୍କୁ ଏମଏନଏସ ନେତା ବାଲା ନାଦଗାଭକର ଭେଟି ରାଜ ଠାକରେଙ୍କ…
ନୂଆଦିଲ୍ଲୀ: ରେଳ ଯାତ୍ରା ସମୟରେ କରୋନା କଟକଣାକୁ ପୁଣିଥରେ କଡାକଡି କରାଯାଉଛି। କରୋନା ସଂକ୍ରମଣର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ରେଳବାଇ ଟ୍ରେନରେ ଯାତ୍ରା କରୁଥିବା ସମୟରେ…
ଭୁବନେଶ୍ଵର: ଖଣି ମାଲିକ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି। ଅର୍ଥ ହଡପ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସଦର ଥାନା ପୋଲିସ ବେଆଇନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ କରୁଥିବା ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସଦର…
କୋଲକାତା: ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗା ବଙ୍ଗଳା ଏକାଡେମୀ ପୁରସ୍କୃତ କରିଛି। ଏହି ନିଷ୍ପତ୍ତିକୁ ବିରୋଧ କରି ମଙ୍ଗଳବାର ଦିନ…
ବେଙ୍ଗାଲୁରୁ: ଲାଉଡ ସ୍ପିକର ଉପରେ ଚାଲିଥିବା ବିତର୍କ ମଧ୍ୟରେ କର୍ଣ୍ଣାଟକ ସରକାର ରାତି ୧୦ ଟାରୁ ୬ ଟା ପର୍ଯ୍ୟନ୍ତ ଲାଉଡ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ…
ନୂଆଦିଲ୍ଲୀ: ଚୀନ୍ ଏବଂ ସାଉଦି ଆରବର ଋଣରେ ବୁଡିଥିବା ପାକିସ୍ତାନ ଉପରେ ଆଉ ଏକ ଅସୁବିଧା ପଡିଛି। ଚୀନ୍ର ଶକ୍ତି କମ୍ପାନୀମାନେ ଦରିଦ୍ର ଆଡକୁ ଗତି କରୁଥିବା…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୮୯୭ ଟି ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ଏହି ସଂଖ୍ୟା ୨୬.୬ ପ୍ରତିଶତ ଅଧିକ। ବର୍ତ୍ତମାନ…
ଭୁବନେଶ୍ବର: ଦୁର୍ବଳ ହେଲା ଭୀଷଣ ବାତ୍ୟା “ଅସାନି” । ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ କୌଣସି ସତର୍କ ହଟାଯାଇ ନାହିଁ ବୋଲି…
ନୂଆଦିଲ୍ଲୀ: ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଚଳିତ ଥର ଭାରତୀୟ ଦର୍ଶକମାନଙ୍କ ନିମନ୍ତେ ଏକ ଚିତାକର୍ଷକ ଘଟଣା ହେବାକୁ ଯାଉଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ଚଳଚ୍ଚିତ୍ର ତାରକାମାନଙ୍କୁ…
ନୂଆଦିଲ୍ଲୀ: ଭାରତୀୟ ପରମ୍ପରା ଅନୁଯାୟୀ, ବିବାହ ପାଇଁ ପୁଅ ଏବଂ ଝିଅର ରାଶି ମେଳ କରାଯାଇଥାଏ। ଯଦି ଜାତକ ମେଳ ହୁଏ ନାହିଁ, ତେବେ ବିବାହ ପ୍ରସ୍ତାବ ମଧ୍ୟ…
ମେଷ:- ଆଜି ମନର ଅସୁସ୍ଥତା ହେତୁ ଆପଣ ଚିନ୍ତିତ ହେବେ। ଶରୀରରେ ଥକ୍କା ଏବଂ ଅଳସୁଆ ଅନୁଭବ କରିବେ। ଉଚ୍ଚ ପଦାଧିକାରୀମାନଙ୍କ ସହିତ ଯତ୍ନର ସହିତ କାର୍ଯ୍ୟ କରନ୍ତୁ।…

