ଆଜିର ଖବର

ନୂଆଦିଲ୍ଲୀ: କରୋନା ମହାମାରୀ ରୋକିବା ପାଇଁ ଟିକା ସବୁଠାରୁ ବଡ ଅସ୍ତ୍ର ଭାବରେ ବିବେଚନା କରାଯାଏ। ଏହି ସମୟରେ, ସୂତ୍ରରୁ ଜଣାପଡିଛି ଯେ ବ୍ରିଟେନରୁ ଭାରତକୁ ଆସୁଥିବା…

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ…

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର ନ୍ୟୁକ୍ଲିୟର୍ ମେଡିସିନ୍ ବିଭାଗ ଓ ଏହାର ଉଚ୍ଚ କ୍ଷମତା ସମ୍ପନ୍ନ ପେଟ୍‌-ସିଟି ସ୍କାନ୍ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ଏକ…

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା ପ୍ରଫେସର ରାଜକିଶୋର ମିଶ୍ରଙ୍କ 81 ବର୍ଷ ବୟସରେ ପରଲୋକ ଘଟିଛି। ଆଜି ସକାଳେ ତାଙ୍କର ଭୁବନେଶ୍ବରସ୍ଥିତ ବାସ ଭବନରେ ସେ ଶେଷ…

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଦାମିଆ ବରବରା ଜଙ୍ଗଲ ଏସିଆ ମହାଦେଶର ସର୍ବ ବୃହତ୍ତମ ଶାଗୁଆନ ଜଙ୍ଗଲ ଅଟେ। ଏହି ଶାଗୁଆନ ଜଙ୍ଗଲକୁ…

ନୂଆଦିଲ୍ଲୀ: ଆଜି ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଜନ୍ମ ଦିନ। ଆଜି ସେ 76 ବର୍ଷ ବୟସରେ ପଦାର୍ପଣ କଲେ। କୋବିନ୍ଦ 1941 ମସିହା ଅକ୍ଟୋବର 1…

ନୂଆଦିଲ୍ଲୀ: ଅଗଣିତ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ନେଇଥିବା ଏୟାର ଇଣ୍ଡିଆକୁ ଜଣେ କ୍ରେତା ମିଳିଛି। ଟାଟା ସନ୍ସ ଏୟାର ଇଣ୍ଡିଆ ବିଡ ଜିତିଛି। ଏହାର ଆନୁଷ୍ଠାନିକ…

ସୀତାରାମ ଅଗ୍ରୱାଲ ବାଣପୁର: ଓଡ଼ିଶାରେ ଚମକିଲେ ବାଣପୁରର ଛାତ୍ରୀ। ସାରା ରାଜ୍ୟରେ ହେଲେ ଟପ୍ପର। ନିକଟରେ ୨୦୨୧ ଶିକ୍ଷାବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ବିପକ୍ଷରେ ଖେଳାଯାଉଥିବା ଦିବା-ରାତ୍ରି ଟେଷ୍ଟ ମ୍ୟାଚ୍ ରେ ଭାରତର ସ୍ମୃତି ମନ୍ଧାନା ଇତିହାସ ସୃଷ୍ଟି କରିଛନ୍ତି। ଦିନିକିଆ ଟେଷ୍ଟରେ ଶତକ…

ଜଙ୍କିଆ: ଜଂକିଆ ଖେଳପଡିଆ ନିକଟସ୍ଥ ରାଜପଥ ଉପରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ,…

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୬ ହଜାର ୭୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା…

ଭୁବନେଶ୍ବର: ଆଜି ରାଜ୍ୟରେ ୪୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ…

ନୂଆଦିଲ୍ଲୀ: ମୋଟର ଯାନ ଆଇନ ସହ ଜଡିତ କାଗଜପତ୍ର ବୈଧତା ପୁଣି ଥରେ ବୃଦ୍ଧି କରାଯାଇଛି। ସେହି ଅନୁସାରେ ଗାଡି କାଗଜପତ୍ର ବୈଧତା 31 ଅକ୍ଟୋବର 2021…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଏବଂ ଅମୃତ ୨.୦ ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଆରମ୍ଭ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପେଟ୍ରୋରସାୟନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ -ସିପେଟ ଜୟପୁରଠାରେ ଉଦ୍‌ଘାଟନ କରିଛନ୍ତି । ସେ ମଧ୍ୟ ରାଜସ୍ଥାନର ବାଂସୱାଡା,…

ଭୁବନେଶ୍ବର: ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ପରୀକ୍ଷା ମୂଳକ ଭାବେ ତିନି ମାସ ପାଇଁ ରେଢ଼ାଖୋଲ, ବଇଣ୍ଡା ଓ ଗଡ଼ପୋଷ ଠାରେ ତପସ୍ୱିନୀ ସ୍ପେଶାଲ ରହଣି କରିବାକୁ…

ଭୋପାଳ: ଚାରି ବର୍ଷ ପୂର୍ବେ ନର୍ମଦା ଯାତ୍ରା ଉପରେ ଲେଖାଯାଇଥିବା ରାଜ୍ୟସଭା ସାଂସଦ ଦିଗବିଜୟ ସିଂଙ୍କ ପୁସ୍ତକ ଆଜି ଭୋପାଳରେ ପ୍ରକାଶ ପାଇଛି। ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ…

ଭୁବନେଶ୍ବର: ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାସରେ ଥିବା ପର୍ବପର୍ବାଣିରେ କରୋନା କଟକଣାକୁ ମାନିବା…

ନୂଆଦିଲ୍ଲୀ: ମିଗ୍ -୨୯ ଯୁଦ୍ଧ ବିମାନ ପାଇଲଟ୍ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ ବାୟୁସେନାର ୨୭ ତମ ମୁଖ୍ୟ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଜି…