ଆଜିର ଖବର

ନୂଆଦିଲ୍ଲୀ: ନଭେମ୍ବର ୨୫ ତାରିଖରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କାନପୁର ଟେଷ୍ଟରେ କ୍ୟାପଟେନ ବିରାଟ କୋହଲି ଏବଂ ରୋହିତ ଶର୍ମା ଅନୁପସ୍ଥିତ ରହିବେ। ଏଭଳି ପରିସ୍ଥିତିରେ…

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନସିବି ପ୍ରାୟ ୧୧୧ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଯେଉଁ ସ୍ଥାନରେ ଏନସିବି ଚଢାଉ କରିଥିଲା…

ଭୁବନେଶ୍ବର: ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଉଟସୋର୍ସିଙ୍ଗରେ ୪ ଟି ବିଭାଗରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ…

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ…

ସୁନ୍ଦରଗଡ: ଆଜି ସୁନ୍ଦରଗଡର ଏକ ସ୍କୁଲରେ କରୋନା ସଂକ୍ରମଣ ହୋଇଥିବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅଭିଭାବକମାନେ ପିଲାମାଙ୍କୁ…

ଭୁବନେଶ୍ଵର: ଆଜି ଭୀମସାରରେ ୨୯ ଛାତ୍ରଛାତ୍ରୀ କରୋନା ସଂକ୍ରମଣ ହୋଇଛନ୍ତି। ୨୨ ଜଣ ଛାତ୍ରୀ ଏବଂ ୭ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଭୀମସାର ପକ୍ଷରୁ…

ଭୁବନେଶ୍ଵର: ଡିସେମ୍ବର ୧ ତାରିଖ ଠାରୁ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। କରୋନା କଟକଣା ଭିତରେ ଶୀତକାଳୀନ ଅଧିବେଶନ ଚାଲିବ। କିନ୍ତୁ ତା’ପୂର୍ବରୁ ନଭେମ୍ବର…

ନୂଆଦିଲ୍ଲୀ: ୨୦୦୮ ମୁମ୍ବାଇ ଆକ୍ରମଣ ସମ୍ପର୍କରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୀଷ ତିୱାରୀ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମନୀଷ ତିୱାରୀ…

ଲକ୍ଷ୍ନୌ: କୃଷକଙ୍କ ଚେତାବନୀ ପରେ ଲକ୍ଷ୍ମୀପୁରରେ ଚିନି କାରଖାନାର ଉଦଘାଟନୀ କାର୍ଯ୍ୟକ୍ରମକୁ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ଟେନି ବାତିଲ କରିଛନ୍ତି। ଏହାପୂର୍ବରୁ କୃଷକ ନେତା ରାକେଶ…

ଲକ୍ଷ୍ନୌ: ଦେଶର ଅନ୍ୟ ରାଜ୍ୟ ତୁଳନାରେ ଖୁବ୍ ଶୀଘ୍ର ଉତ୍ତରପ୍ରଦେଶରେ ଅଧିକ ଆନ୍ତର୍ଜାତୀୟ ବିମାନବନ୍ଦର ଚାଲୁ ହେବ ବୋଲି ରାଜ୍ୟ ସରକାର କହିଛି। ବର୍ତ୍ତମାନ ରାଜ୍ୟରେ ଆଠଟି…

ନୂଆଦିଲ୍ଲୀ: ଦେଶରେ ଏକ ବଡ ରାଜନୈତିକ ଆନ୍ଦୋଳନ ହେବାକୁ ଯାଉଛି। ସୂଚନାନୁସାରେ, ବରିଷ୍ଠ କଂଗ୍ରେସ ନେତା କିର୍ତ୍ତୀ ଆଜାଦ ଆଜି ମମତା ବାନାର୍ଜୀଙ୍କ ପାର୍ଟି ଟିଏମସିରେ ଯୋଗ…

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିରୋଧରେ ପ୍ରଥମ ଟେଷ୍ଟ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରାଯାଇଛି। ସେ କୋଲକାତା ଠାରୁ କାନପୁରକୁ ସିଧାସଳଖ ବିମାନ…

ଭୁବନେଶ୍ବର:  ଆଜି ରାଜ୍ୟରେ ୨୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୭୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ…

ସୁନ୍ଦରଗଡ଼: “ସେଦିନ ମୋର ରାତି ୧୦ଟାରେ ଡ୍ୟୁଟିକୁ ଯିବାର ଥିଲା। କିନ୍ତୁ ସନ୍ଧ୍ୟାରେ ଘରେ ମୁଁ ହଠାତ୍ ଅଚେତ ହୋଇ ତଳେ ପଡ଼ିଗଲି। ପରିବାର ଲୋକ ମତେ…

ଭୁବନେଶ୍ବର: ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦ ସ୍ୱରୂପ ବିଜୁ ଯୁବ ଛାତ୍ର ମହିଳା ଜନତା ଦଳ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଦ୍ୱାରା ଆଜି…

କନ୍ଦର୍ପ ବେହେରା ରେଢାଖୋଲ: ଶ୍ରମିକ କାର୍ଡରେ ଟଙ୍କା ଆସିବାକୁ କହି ଅଭିନବ ଉପାୟରେ ଲୋକଙ୍କ ଠାରୁ  ଜନୈକ ବ୍ୟକ୍ତି ଠକୁଥିବା ବେଳେ ପୋଲିସ ହାତରେ ଧରାପଡିଛି। ଅଭିଯୁକ୍ତ…

ଭୁବନେଶ୍ୱର: ପାରମ୍ପରିକ କୃଷିରୁ ଆଗକୁ ଆସି ଏବେ କମ୍‍ ଜମିରେ ସୁରକ୍ଷିତ ଚାଷକାର୍ଯ୍ୟ ସହିତ ଅଧିକ ଫସଲ ଅମଳ ଅଗ୍ରାଧିକାର ବିଷୟ ହୋଇଛି। ଏଭଳି ପରିସ୍ଥିତିରେ ଚାଷୀଙ୍କୁ…

ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବରରୁ ଜଣେ କର୍ମଚାରୀ ନିଖୋଜ ଘଟଣା ପଦାକୁ ଆସିଛି। ସେ ହେଉଛନ୍ତି ଭୁବନେଶ୍ବରର ଓକାକ ଟାୱାରରେ ଥିବା ଏକ କଲ ସେଣ୍ଟରରେ କାର୍ଯ୍ୟ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତୀୟ ବିମାନ ସେବାର ଲୋକତାନ୍ତ୍ରିକରଣ ହୋଇଛି, ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସୋମବାର…