ଚୀନ୍ରେ ସାମୁଦ୍ରିକ ଝଡ ଟାଇଫୁନ୍ ତାଣ୍ଡବ ମଚାଇଛି । ଏହି ଝଡରେ 28 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 20 ଜଣ ନିଖୋଜ ହୋଇଛନ୍ତି । ସାଙ୍ଘାଇରୁ 300 କିମି ଦୂରରେ ରହିଥିବା ଓ୍ବେନ୍ଲିଙ୍ଗ ସହରରେ ଏହି ଝଡ ତାଣ୍ଡବ ମଚାଇଥିଲା […]
ସମୀକ୍ଷା ବ୍ୟୁରୋ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏକଳ ପୁରୁଷ ସରକାରୀ କର୍ମଚାରୀମାନଙ୍କ ପାଇଁ ସନ୍ତାନ ପାଳନ ଅବକାଶ ବା ଚାଇଲ୍ଡ କେୟାର ଲିଭ (ସିସିଏଲ) ଲାଭର ବିସ୍ତାର ଏବଂ ପ୍ରତିରକ୍ଷା ବଳର ମହିଳା ଅଧିକାରୀମାନଙ୍କ ପାଇଁ ସିସିଏଲ ପ୍ରାବଧାନରେ […]
ସମୀକ୍ଷା ବ୍ୟୁରୋ ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସ୍ୱର୍ଗତାଃ ସୁଷମା ସ୍ୱରାଜଙ୍କ ବିୟୋଗରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଶ୍ରନ୍ଧାଞ୍ଜଳି ସଭା ଆୟୋଜିତ ହୋଇଛି । ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ […]
ଆଜି ରାଜ୍ୟର 6 ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଦିନ 11.30 ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଉଛି- ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, […]
ସମୀକ୍ଷା ବ୍ୟୁରୋ ଆଜି ଦିନ ତମାମ କଂଗ୍ରେସ କାର୍ଯ୍ୟକାରୀଣି କମିଟ ବୈଠକରେ କସରତ ପରେ ସୋନିଆ ଗାନ୍ଧିଙ୍କୁ ଅନ୍ତରିଣ ସଭାପତି ଭାବେ ନିର୍ବାଚିତ କରାଯାଇଛି। କଂଗ୍ରେସ କାର୍ଯ୍ୟାଳୟରେ ବସିଥିବା ଏହି କମିଟ ବୈଠକରେ ଏପରି ନିଷ୍ପତି କରାଯାଇଛି ବୋଲି ବରିଷ୍ଠ ନେତା […]
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ସଦସ୍ୟତା ଅଭିଯାନର ମୁଖ୍ୟ ଶିବରାଜ ସିଂହ ଚୌହ୍ୱାନ ଆଜି ଖୋର୍ଦ୍ଧାର ସଦସ୍ୟତା ଅଭିଯାନରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରିଛନ୍ତି । କର୍ମୀମାନଙ୍କୁ ସମ୍ବୋଧନ କରିବା ସମୟରେ […]
ଖୋର୍ଦ୍ଧାରେ ବ୍ରାଉନସୁାଗର ଭଳି ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲା ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡା ପାଲଟିଛି । ବେଧଡ଼କ ଭାବେ ବ୍ରାଉନସୁଗାର ଅନ୍ୟ ସ୍ଥାନକୁ ଚାଲାଣ ଓ ବିକ୍ରି ହେଉଛି । ଆଜି ପୁଣି […]
ଋଷର ଆଣବିକ ରିଆକ୍ଟରରେ ଏକ ଦୁର୍ଘଟଣା ଘଟି ପାଞ୍ଚ ଜଣଙ୍କର ପ୍ରାଣହାନି ଘଟିଛି । ଋଷିଆର ଏକ ପ୍ରତିରକ୍ଷା ସାଇଟ୍ରେ ଏହି ଆଣବିକ ପରୀକ୍ଷଣ ସମୟରେ ଏହି ଦୁର୍ଘଟଣା ହୋଇଥିଲା । ଉତ୍ତର ଋଷିଆରେ ରହିଥିବା ପ୍ରତିରକ୍ଷା କେନ୍ଦ୍ରରେ ଏହି ଅଘଟଣ […]
ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ରାଜ୍ୟସଭା ସାଂସଦ ବିଜୟ ଗୋୟଲ କାଶ୍ମିରୀ ମହିଳାଙ୍କ ବିଷୟରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କରି ଅଡୁଆରେ ପଡିଛନ୍ତି । ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯିବା ଉଚିତ୍ ବୋଲି ଦିଲ୍ଳୀ ମହିଳା କମିଶନ […]
ଲୋକସଭା ନିର୍ବାଚନର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରଠାରୁ ଖାଲି ପଡିଥିବା ସଭାପତି ପଦବୀ ପାଇଁ ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଉଛି । ନୂତନ ସଭାପତିଙ୍କ ନାମ ରାତି 9ଟାରେ ଘୋଷଣା କରାଯିବ ବୋଲି କଂଗ୍ରେସ […]
ବିଶ୍ବର ଏକ ନମ୍ବର ମାନ୍ୟତାରେ ରହିଥିବା ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବିବାହ କରିବାକୁ ଯାଉଛନ୍ତି । ବଜରଙ୍ଗ ପୁନିଆ ପୂର୍ବତନ କୁସ୍ତିଯୋଦ୍ଧା ମହାବୀର ଫୋଗତଙ୍କ ଝିଅ ତଥା ଅନ୍ୟତମ କୁସ୍ତିଯୋଦ୍ଧା ସଙ୍ଗୀତା ଫୋଗତଙ୍କୁ ବିବାହ କରିବାକୁ ଯାଉଛନ୍ତି । ଉଭୟ […]
ଭୟଙ୍କର ବନ୍ୟାରେ ପ୍ରପୀଡିତ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରୁ ସହାୟତା ଆବେଦନ କରାଯାଇଛି । ସମୁଦାୟ 6 ହଜାର କୋଟିର ଖର୍ଚ୍ଚ ନିମନ୍ତେ ଆବେଦନ କରାଯାଇଥିବା ବେଳେ ତୁରନ୍ତ 3 ହଜାର କୋଟିର ଅର୍ଥରାଶି ପ୍ରଦାନ କରିବା ପାଇଁ […]
ଭାରତ ଏବଂ ଓ୍ବିଣ୍ଡିଜ୍ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଆଜି ଆରମ୍ଭ ହେବାକୁ ଯାଉଛି । ଗୁଏନାରେ ଅନୁଷ୍ଠିତ ପ୍ରଥମ ଦିନିକିଆ ବର୍ଷାରେ ଧୋଇ ଯାଇଥିବା ବେଳେ ଦ୍ବିତୀୟ ଦିନିକିଆରେ ଭାରତର ପଲ୍ଲା ଭାରି ରହିଛି । ଟି 20 ସିରିଜ୍କୁ […]
ସମାଜବାଦୀ ଦଳର ଦୁଇ ପୂର୍ବ ରାଜ୍ୟସଭା ସାଂସଦ ସୁରେନ୍ଦ୍ର ନାଗର୍ ଓ ସଞ୍ଜୟ ସେଠ୍ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । ରାଜ୍ୟସଭାରେ ଜମ୍ମୁକାଶ୍ମୀରର ପୁର୍ନଗଠନ ବିଲ୍ ଆସିବା ପୂର୍ବରୁ ସୋମବାର ଦିନ ସପାର ଏହି ନେତା ଦଳରୁ ଇସ୍ତଫା ଦେଇଥିଲେ […]
ନିଜ ବୋହୂକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୂର୍ବତନ ବିଜେପି ବିଧାୟକ ମନୋଜ ସୋକିନ୍ଙ୍କ ବିରୋଧରେ ପୋଲିସ୍ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଶନିବାର ଦିନ ପୋଲିସ୍ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଡିସେମ୍ବର 31 ଏବଂ ଜାନୁୟାରୀ 1 […]
ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରତିବାଦରେ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଓମାର ଅବଦୁଲ୍ଲାଙ୍କ ନ୍ୟାସନାଲ୍ କନଫରେନ୍ସ । ଶନିବାର ଧାରା 370 ଉଚ୍ଛେଦ ଏବଂ ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଏହି […]
ଆଜି କଂଗ୍ରେସର କାର୍ଯ୍ୟକାରିଣୀ କମିଟି ବୈଠକରେ କଂଗ୍ରେସର ନୂତନ ଅଧ୍ୟକ୍ଷ କିଏ ହେବ ନେଇ ଚାଲିଛି ଅଙ୍କକଷା । ତେବେ ନୂତନ ଅଧ୍ୟକ୍ଷ ଚୟନରେ ଭାଗ ନେଇନାହାନ୍ତି ସୋନିଆ ଗାନ୍ଧି ଓ ରାହୁଲ୍ ଗାନ୍ଧି । କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ସୋନିଆ […]
ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଧାରା 144 ଲାଗୁ କରାଯାଇଥିଲା । ଶୁକ୍ରବାର ରାତିରେ ଜମ୍ମୁ କାଶ୍ମୀରର 5 ଜିଲ୍ଲାରୁ କର୍ଫ୍ୟୁ ଉଚ୍ଛେଦ କିମ୍ବା କୋହଳ କରାଯାଇଛି । ଜମ୍ମୁରୁ ଧାରା 144 ଉପରକୁ ଉଠାଯାଇଥିବା ବେଳେ ଡୋଡା […]
ବିଜେପିର ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ପରମ୍ପରା ଭଙ୍ଗ କରିଥିବା ଅଭିଯୋଗରେ ପ୍ରତିକ୍ରିୟା ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ । ମନ୍ତ୍ରୀ ପରମ୍ପରା ଭଙ୍ଗ ହୋଇନି କହିବା ସହିତ ବିରୋଧୀଙ୍କ ଏସବୁ କଥାରେ ମାନେ କିଛି ନାହିଁ ବୋଲି […]
ସ୍ବାଧିନତା ଦିବସରେ ପରେଡ୍ ସ୍ଥାନ ପରିବର୍ତ୍ତନ ଓ ଏଥର ପରେଡ୍ରେ ମାତ୍ର ଚାରୋଟି ଗ୍ରୁପ୍କୁ ସାମିଲ୍ କରିବାକୁ ନେଇ ଅଭିଯୋଗ କରିଛି ବିଜେପି । ବିଜେପି ଅଭିଯୋଗ କରିଛି ଯେ, ଚଳିତ ଥର କୌଣସି କାରଣ ନଥାଇ ରାଜ୍ୟ ସରକାର ପରେଡ୍ […]
ହୀରାକୁଦ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ତେଣୁ ଆସନ୍ତା ୧୪ରେ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ପାଇଁ ଗେଟ ଖୋଲାଯିବ ବୋଲି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ସୁନୀଲ୍ କୁମାର ନାୟକ ସୂଚନା […]