ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଏବଂ ନିକଟବର୍ତ୍ତୀ ଅଂଚଳରେ ପ୍ରବଳ ବର୍ଷା କାରଣରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ, ବିଗତ 24 ଘଣ୍ଟା ମଧ୍ୟରେ ମୁମ୍ବାଇରେ ପ୍ରାୟ 180 ମିଲିମିଟର ବର୍ଷା ହୋଇଛି । […]
ବହୁ ଚର୍ଚ୍ଚିତ ସାରଥି ବାବାଙ୍କ କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଲାଗିଛି । ଏହାସହ ସାରଥିଙ୍କ ଗତିବିଧି ଉପରେ ମଧ୍ୟ କ୍ରାଇମବ୍ରାଞ୍ଚ ନଜର ରଖିବ । ଆଜି ଆତ୍ମଘୋଷିତ ବାବା ସାରଥିଙ୍କ କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର […]
ଜମ୍ମୁ କାଶ୍ମୀରର ସୋପିଆଁରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଶନିବାର ସକାଳୁ ଏହି ସଂଘର୍ଷ ସଙ୍ଗଠିତ ହୋଇଥିଲା । ଦକ୍ଷିଣ କାଶ୍ମୀରର ବୋନ୍ ବଜାର ଅଞ୍ଚଳରେ ଶନିବାର ସକାଳୁ ସର୍ଚ୍ଚ ଅପରେସନ୍ କରାଯାଉଥିବା […]
ଅର୍ଥ ହେରଫେର ମାମଲାରେ ବ୍ୟବସାୟୀ ସାନା ସତୀଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଅର୍ଥ ହେରଫେର ମାମଲାରେ ସତୀଶ ବାବୁଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଦିଲ୍ଳୀରୁ ଗିରଫ କରାଯାଇଛି । ବିବାଦୀୟ ମାଂସ ରପ୍ତାନୀକାରୀ ମୋଇନ୍ କ୍ୟୁରେଶୀ ଅର୍ଥ […]
ପୋଖରୀପୁଟ ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲ୍ରେ ବିଜୟ ଦିବସ ପାଳିତ ହୋଇଯାଇଛି। ୧୯୯୯ କାର୍ଗିଲ୍ ଯୁଦ୍ଧର ବୀର ଯବାନ ମାନଙ୍କ ତ୍ୟାଗ ଓ ବଳିଦାନର ସ୍ମୃତିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଜ୍ଜିବୀତ କରାଇବା ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଏନ୍ସିସି, […]
ଲୋକସଭାରେ ମହିଳା ସାଂସଦ ତଥା ଅଧ୍ୟକ୍ଷ ରମା ଦେବୀଙ୍କ ବିପକ୍ଷରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିବା ଆଜମ୍ ଖାନ୍ଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ସୁଷମା ସ୍ବରାଜ । ଆଜମ୍ ଖାନ୍ଙ୍କ ମାନସିକ ବିକୃତି ଘଟିଛି ଯାହା ଫଳରେ ଏପରି ଅଶାଳୀନ […]
ବିଜେପି ସଭାପତି ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନବଗଠିତ କର୍ଣ୍ଣାଟକ ସରକାରକୁ ଶୁଭେଚ୍ଛା ଜଣାଇଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବି ଏସ୍ ୟେଦ୍ୟୁରପ୍ପାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାହା । ୟେଦ୍ୟୁରପ୍ପାଙ୍କ ନେତୃତ୍ବ ଏବଂ ମୋଦିଙ୍କ […]
ଭୂକମ୍ପପ୍ରବଣ ଫିଲିପାଇନ୍ସରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ସଙ୍ଗଠିତ ହୋଇଛି । ଏହି ଭୂମିକମ୍ପରେ ଅନ୍ୟୁନ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 12ଜଣ ଆହତ ହୋଇଛନ୍ତି । ଶନିବାର ଅନୁଷ୍ଠିତ ଭୂମିକମ୍ପଟି ଫିଲିପାଇନ୍ସର ଉତ୍ତର ଭାଗ ଲୁଜୋନ୍ ଷ୍ଟ୍ରେଟ୍ରେ ଅନୁଭୂତ ହୋଇଥିଲା […]
ଆନ୍ଧ୍ର-ଓଡିଶା ଉପକୂଳରେ ସୃଷ୍ଟ ଅବପାତ ଲଘୁଚାପର ରୂପ ନେଇ ବିଗତ ତିନି ଦିନ ଧରି ପ୍ରବଳ ବର୍ଷା ହୋଇଛି । ଗତକାଲି ଠାରୁ ମୌସୁମୀ ପୁଣି ସକ୍ରିୟ ହୋଇ ଉଠିଛି । ମନସୁନ ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା […]
ସମୀକ୍ଷା ବ୍ୟୁରୋ ରାଜ୍ୟର ସମସ୍ତ 114 ଟି ପୌରାଞ୍ଚଳରେ ନିର୍ମାଣ ହେବ ସ୍ମାର୍ଟ ପାର୍କ। ଲୋକଙ୍କ ଅବସର ବିନୋଦନ ପାଇଁ ଏହି ପାର୍କ ନିର୍ମାଣ କରାଯିବ। ସେଥିପାଇଁ ଚଳିତ ବଜେଟରେ ସରକାର ଅନୁଦାନର ବ୍ୟବସ୍ଥା କରିଛନ୍ତି। ସେହିପରି ଶବ ସତ୍କାର ପାଇଁ […]
ବିଜେଡ଼ିର ଦୁଇ ରାଜ୍ୟସଭା ସାଂସଦଙ୍କୁ ନୂଆ ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସଭାରେ ମୁଖ୍ୟ ସଚେତକ ଭାବେ ସସ୍ମିତ ପାତ୍ର ନିଯୁକ୍ତ ଦିଆଯାଇଥିବାବେଳେ ଅମର ପଟ୍ଟନାୟକଙ୍କୁ ବିଜେଡ଼ି ପାର୍ଲାମେଣ୍ଟ ପାର୍ଟି ଅଫିସ୍ର ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି । […]
ରାଜ୍ୟରେ ଓଏସଏସ୍ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି । ଶରତ ଚନ୍ଦ୍ର ମିଶ୍ର ହେଲେ ନୂଆ ଚକବନ୍ଦୀ କମିଶନର । ଅଶ୍ବିନୀ କୁମାର ମିଶ୍ର ହେଲେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ । ମଧୁସୂଦନ ମିଶ୍ର ହେଲେ ମାର୍କଫେଡ ଏମ୍ଡି। ରାଜେନ୍ଦ୍ର ପଟ୍ଟନାୟକ ହେଲେ […]
ବଲିଉଡ ଅଭିନେତା ଅକ୍ଷୟ କୁମାର ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଅଗଷ୍ଟ ୧୫ରେ ଅକ୍ଷୟଙ୍କ ‘ମିଶନ୍ ମଙ୍ଗଲ୍’ ରିଲିଜ୍ ହେବାକୁ ରହିଛି । ଏହି ଫିଲ୍ମର ଜବରଦସ୍ତ ଟ୍ରେଲର୍ ଆସିଥିବାବେଳେ ଅକ୍ଷୟଙ୍କର ଆଉ ଏକ […]
ଭାରତୀୟ ବ୍ୟାଡମିଣ୍ଟନ ତାରକା ବି ସାଇ ପ୍ରଣୀଥ୍ ଜାପାନ ଓପନ୍ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି । ଇଣ୍ଡୋନେସିଆର ଟମି ସୁଗିଆର୍ଟୋଙ୍କୁ ପରାସ୍ତ କରି ସେମି ଫାଇନାଲ୍ରେ ପହଞ୍ଚିଛନ୍ତି । ସୁଗିଆର୍ଟୋଙ୍କୁ ୨୧-୧୨ ଏବଂ ୨୧-୧୫ରେ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି […]
ରାଜ୍ୟରେ ମରୁଡ଼ି ଆଶଙ୍କା। ଦୁଇ ଦିନରେ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହେବାକୁ ଯାଉଛି। ବର୍ଷା ଅଭାବ ଜନିତ ଚାଷ ନେଇ ବିଧାନସଭାରେ ମନ୍ତ୍ରୀ ବିବୃତ୍ତି ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି। ସୁଦାମ ମାରାଣ୍ଡି କହିଛନ୍ତି ଯେ, ରାଜ୍ୟରେ କେବଳ […]
କର୍ଣ୍ଣାଟକରେ ୟେଦୁ ସରକାର । ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଏସ୍ ୟେଦ୍ୟୁରପ୍ପା । ରାଜଭବନ ପରିସରରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବଜୁ ଭାଇ ବାଲା । ଗତ […]
କର୍ଣ୍ଣାଟକରେ ବିଜେପି ଅଧ୍ୟକ୍ଷ ବିଏସ୍ ୟେଦ୍ୟୁରପ୍ପା ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହି ସମୟରେ ୟେଦ୍ୟୁରପ୍ପା ତାଙ୍କ ନିଜ ନାମର ବନାନରେ କିଛି ପରିବର୍ତ୍ତନ କରିଛନ୍ତି । ନିଜ ନାମରେ ଥିବା ଡବଲ୍ ଡିରୁ ଗୋଟିଏ ଡି […]
ରାଜ୍ୟସଭାରେ ଆଗତ ହେଉଥିବା ସମସ୍ତ ବିଲ୍ ଗୁଡିକ ଉପରେ ଆଲୋଚନା ହେଉନଥିବା ଅଭିଯୋଗ କରି ୧୭ ବିରୋଧୀ ଦଳର ନେତା ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କୁ ଏକ ପତ୍ର ଲେଖିଛନ୍ତି। ୧୭ ରାଜନୈତିକ ଦଳ ପକ୍ଷରୁ ଏକତ୍ର […]
ପୋଲିସ୍ବାବୁଙ୍କ ପାଇଁ ଲାଞ୍ଚ ନେବା ମହଙ୍ଗା ପଡିଛି । ମାଲକାନଗିରି ଥାନା ଆଇଆଇସି ରଂଜନ ସାହୁ ନିଲମ୍ବିତ ହୋଇଛନ୍ତି। ରଞ୍ଜନ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ରଞ୍ଜନ ସାହୁ। ଭିଜିଲାନ୍ସ ଜାଲରେ ମାଲକାନିଗିରି […]
ପାକିସ୍ତାନର ପେସ୍ ବୋଲର ମହମ୍ମଦ ଆମିର ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି । ପାକିସ୍ତାନ ଟେଷ୍ଟ ଦଳରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ଆମିର […]
ଅନୁଗୁଳ କାଙ୍ଗୁଲ ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ମିଳିଛି । ଦୋଷୀ ଅନାମ ଦେହୁରୀକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ପୋକ୍ସୋ କୋର୍ଟ। ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ ଏହି ଦୁଷ୍କର୍ମ, ହତ୍ୟା ଘଟଣା […]