ନାରୀ ନିର୍ଯ୍ୟାତନା, ନାବାଳିକା ଦୁଷ୍କର୍ମକୁ ନେଇ ଆସନ୍ତାକାଲି ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ । ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ସହ ଆନ୍ଦୋଳନ କରିବାକୁ କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । […]
ଅନୁଗୁଳ ମେଡ଼ିକାଲ ଶବଗୃହରୁ ପୁଣି ଶବରୁ ଆଖି ଗାଏବ ଥିବା ଘଟଣାର ତଦନ୍ତ ଦାବି କରଛି ବିଜେପି। ଏହିପରି ନିନ୍ଦନୀୟ ଘଟଣାକୁ ବିରୋଧ କରି ଜିଲ୍ଲା ବିଜେପି ଆସନ୍ତାକାଲି ୧୨ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଛି। ନିକଟରେ ୪ବର୍ଷ ଝିଅର ଅନୁଗୁଳ […]
ଗୃହ ମନ୍ତ୍ରାଳୟ ଦେଶର କେତେକ ବଡ଼ ବଡ଼ ନେତାଙ୍କ ସୁରକ୍ଷା ହ୍ରାସ କରିଛନ୍ତି । ଏହି କ୍ରମରେ ରହିଛନ୍ତି ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସମେତ କେତେକ ବରିଷ୍ଠ ନେତା ରହିଛନ୍ତି । ସମ୍ପୃକ୍ତ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ନେଇ […]
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ରାଜ୍ୟ ଯୁବକଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ ଆନ୍ଧ୍ର ପ୍ରଦେଶରେ ଥିବା ଘରୋଇ କମ୍ପାନୀରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷିତ ରହିବ ବୋଲି କହିଛନ୍ତି । ଭାରତର ପ୍ରଥମ […]
ଝାଡ଼ଖଣ୍ଡରେ ବିଜେପି ନେତାଙ୍କ ପରିବାରର ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଦୁବୃର୍ତ୍ତ ଗୁଳିକାଣ୍ଡରେ ବିଜେପି ନେତା, ତାଙ୍କ ସ୍ତ୍ରୀ ଓ ପୁତ୍ର ପ୍ରାଣ ହରାଇଛନ୍ତି । ମୃତ ବିଜେପି ନେତା ଜଣକ ହେଲେ ଖଣ୍ଟି ଅନ୍ତର୍ଗତ ହେଥେଗୋୱା ଗାଁର […]
ଶ୍ରୀମନ୍ଦିରରେ ନୂତନ ସୁଆର ମହାସୁଆର ନିଯୋଗ ବୋର୍ଡ଼ ଗଠନ ପାଇଁ ଅଗଷ୍ଟ ୧୦ରେ ନିର୍ବାଚନ ହେବ । ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ଓ ଯୋଗାଣ ଏହି ନିଯୋଗର ଦାୟିତ୍ୱରେ ରହିଥାଏ । ନିଯୋଗ ମଧ୍ୟରେ ଏହା ସବୁଠାରୁ ଧନୀ । ତେଣୁ […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟକୁ ନେଇ ମଙ୍ଗଳବାର ସଂସଦରେ ପ୍ରବଳ ହଙ୍ଗାମା ହୋଇଛି। କଂଗ୍ରେସ ପକ୍ଷରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଯାଇ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରାଯାଇଥିଲା। ଏହି ପ୍ରସଙ୍ଗରେ ରାଜ୍ୟସଭାରେ […]
କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟସ୍ଥତା ପ୍ରସଙ୍ଗକୁ ନେଇ ଏବେ ବେଶ୍ ବିବାଦୀୟ ସ୍ଥିତି ଉପୁଜିଛି । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଉଭୟ ଗୃହରେ ଏହି ପ୍ରସଙ୍ଗରେ ବିରୋଧୀ ହଙ୍ଗାମା କରୁଥିବାବେଳେ କଂଗ୍ରେସର […]
ଅନୁଗୁଳ ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା ଘଟିଛି । ଫ୍ଲାଶ ଓଭରରୁ ନିଆଁ ଲାଗି ୪କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି । ସୂଚନାନୁସାରେ, ଅନୁଗୁଳସ୍ଥିତ ଆଲୁମିନିୟମ କମ୍ପାନୀ ନାଲକୋ ପ୍ଲାଣ୍ଟରେ ସ୍ମେଲଟରର କାଷ୍ଟ ହାଉସ ବି’ରେ ଫ୍ଲାଶ ଓଭରରୁ ନିଆଁ ଲାଗିଛି । ଯାହା […]
କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ୨୦୦୫ ସୂଚନା ଅଧିକାର ଆଇନର ସଂଶୋଧନ ପାଇଁ ଆଗତ ହୋଇଥିବା ପ୍ରସ୍ତାବ ପାସ୍ ହୋଇଛି।ଏହାକୁ ନେଇ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ତେବେ ଏହାର ସଂଶୋଧନ ଦ୍ୱାରା […]
ଆମ୍ରପଲ୍ଲୀ ଗ୍ରୁପ୍ ମାମଲାରେ ସୁପ୍ରିମ୍କୋର୍ଟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶୀର୍ଷ ଅଦାଲତଙ୍କ ଆଦେଶ ଅନୁସାରେ ଆମ୍ରପଲ୍ଲୀ ପ୍ରୋଜେକ୍ଟସରେ ଘର କିଣିଥିବା କ୍ରେତାଙ୍କୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଏନବିବିସିକୁ ଅଧା ରହିଥିବା ଫ୍ଲାଟ ନିର୍ମାଣ କରିବା ପାଇଁ କହିଛନ୍ତି। ଏହାସହ ଆମ୍ରପଲ୍ଲୀ […]
ରାଜ୍ୟରେ ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ବିଧାନସଭାରେ ହଙ୍ଗମା ହେଉଥିବା ବେଳେ ପୁଣି ଏଭଳି ଲଜ୍ଜା ଜନକ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ବୀରମିତ୍ରପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ରାଉରକେଲା ବୀରମିତ୍ରପୁର ଥାନା […]
ମାଲକାନଗିରି ଚିତ୍ରକୋଣ୍ଡାରେ ଆଜି ଯାଏଁ ଉତ୍ତମ ମୋବାଇଲ ସେବା ହୋଇପାରିନାହିଁ । ଫଳରେ କାହା ସହ ଯୋଗାଯୋଗ କରିବାରେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦାବି କରି ଆଜି ସାମାଜିକ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଚିତ୍ରକୋଣ୍ଡା ବନ୍ଦ […]
ରାଜ୍ୟରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣାକୁ ନେଇ ଉଭୟ ବିରୋଧି ବିଜେପି ଓ କଂଗ୍ରେସ ହଙ୍ଗାମା କରିଛନ୍ତି। ସରକାର ଏ ପ୍ରସଙ୍ଗରେ ବିବୃତ୍ତି ରଖିବା ଦାବିରେ ବିରୋଧୀ ସଦସ୍ୟମାନେ ନାରାବାଜି କରିଛନ୍ତି। ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର […]
ଅନୁଗୁଳ ମେଡ଼ିକାଲରୁ ପୁଣି ଶବରୁ ଆଖି ଗାଏବ ହେବାର ଅଭିଯୋଗ ଆସିଛି । ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣେ ବ୍ୟକ୍ତିଙ୍କର ହସ୍ପିଟାଲରେ ଆଖି ତାଡ଼ି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା […]
କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟସ୍ଥି ଦାବିକୁ ନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ ଖାରଜ କରିଛି । ବିଦେଶ ମନ୍ତ୍ରାଳୟ ଟ୍ରମ୍ପଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ କହିଛି, ସେଭଳି କିଛି ଅନୁରୋଧ କରାଯାଇ ନଥିଲା । ବିଦେଶ […]
କେନ୍ଦ୍ର ସରକାର ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କଠାରୁ ଜେଡ୍ ପ୍ଲସ ସୁରକ୍ଷା ପେରସ୍ତ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାସହ ଆହୁରି ୨୪ରୁ ଅଧିକ ଭିଭିଆଇପିଙ୍କଠାରୁ ମଧ୍ୟ ଏହି ସୁରକ୍ଷା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ଅଖିଲେଶଙ୍କୁ ଭିଭିଆଇପି ସୁରକ୍ଷା ୨୦୧୨ରେ […]
ଅଭିନେତ୍ରୀ କୋଏନା ମିତ୍ରଙ୍କୁ ଏକ ଚେକ୍ ବାଉନ୍ସ ମାମଲାରେ ମୁମ୍ବାଇର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୬ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଅନ୍ଧେରୀ ମେଟ୍ରୋପଲିଟାନ୍ କୋର୍ଟ ମାଜିଷ୍ଟ୍ରେଟ୍ କେତକୀ ଚଭନ୍ ରାୟରେ ମଡେଲ୍ ତଥା ଅଭିଯୋଗକାରିଣୀ ପୁନମ୍ […]
କର୍ଣ୍ଣାଟକ ରାଜନୀତିରେ ହାଇଡ୍ରାମା ଏ ପର୍ଯ୍ୟନ୍ତ ଶେଷ ହେବାର ନା ନେଉନାହିଁ। ଅନାସ୍ଥାପ୍ରସ୍ତାବ ଉପରେ ୩ ଦିନ ଚର୍ଚ୍ଚା ହେବା ପରେ ମଧ୍ୟ ସୋମବାର ବିଳମ୍ବିତ ରାତି ଯାଏଁ କୌଣସି ଫଳ ବାହାରି ପାରି ନାହିଁ। ଶେଷରେ ବାଚସ୍ପତି ବିଧାନସଭାର ଅଧିବେଶନକୁ […]
କୋଣାର୍କ ମନ୍ଦିର ନିମନ୍ତେ ଆମିକସକ୍ୟୁରୀ ନିଯୁକ୍ତ କରିଛନ୍ତି ଓଡିଶା ହାଇକୋର୍ଟ । ଏନ୍ କେ ମହାନ୍ତିଙ୍କୁ କୋଣାର୍କ ମନ୍ଦିର ନିମନ୍ତେ ଆମିକସକ୍ୟୁରୀ ଭାବରେ ନିଯୁକ୍ତ କରିଛନ୍ତି । ଦିଲ୍ଳୀପ ମହାପାତ୍ର ନାମକ ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଦାୟର କରାଯାଇଥିବା ଯାଚିକା ଉପରେ […]
ଭୁବନେଶ୍ବର ଏବଂ ସୁରଟ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବାକୁ ଯାଉଛି। ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ବିଟ୍ଟର ଜରିଆରେ ସୂଚନା ଦେଇଛନ୍ତି। ଭୁବନେଶ୍ବରରୁ ସୁରଟ ସିଧାସଳଖ ବିମାନ ନିମନ୍ତେ କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ […]