ଆସିକାର ଏକ ସ୍କୁଲରେ ବିସ୍ଫୋରଣ ଘଟି 2 ଜଣ ଛାତ୍ର ଗୁରୁତର ଭାବରେ ଆହତ ହୋଇଛନ୍ତି । ଆସିକାର ମାଗୁରା ଗ୍ରାମର ଏକ ସ୍କୁଲରେ ଏହି ବିସ୍ଫୋରଣ ଘଟିଛି । ଶନିବାର ସକାଳୁଆ ସ୍କୁଲ ରହିଥିବା ବେଳେ ମଧ୍ୟାହ୍ନ ଭୋଜନ ସମୟରେ […]
ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଯାଇଛି । ଏହି ଆସନର ସମୁଦାୟ 309 ଟି ବୁଥରେ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା 6ଟା ଯାଏଁ ଜାରି ରହିବ। ସକାଳ 9ଟା ସୁଦ୍ଧା 12 […]
ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ରାୟକୁ ପାଳନ କରିଛି ପାକିସ୍ତାନ । ଶୁକ୍ରବାର ଇମ୍ରାନ ଖାଁଙ୍କ ସରକାର ଭାରତୀୟ ବନ୍ଦୀ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସମ୍ପର୍କ ସ୍ଥାପନ ବା କୂଟନୈତିକ ଯୋଗାଯୋଗ ସୁବିଧା ପ୍ରଦାନକୁ ଅନୁମୋଦନ କରିଛନ୍ତି । ଏହାଦ୍ବାରା […]
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଶୁକ୍ରବାର ଅଧିକ ଘନୀଭୂତ ହୋଇଛି । ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ଏହା ରହିଥିବାରୁ ଅଧିକାଂଶ ଜିଲ୍ଲାରେ ଶୁକ୍ରବାର ବର୍ଷା ହୋଇଥିବା ବେଳେ ଶନିବାର […]
ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଯାଇଛି । ଏହି ଆସନର ସମୁଦାୟ 309 ଟି ବୁଥରେ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା 6ଟା ଯାଏଁ ଜାରି ରହିବ। କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବୀଶ, ମାର୍ଶାଘାଇ […]
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଧମକ ଦେଇଥିବା ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର ନାଥ ସିଂହଙ୍କୁ ଆଜି ପୁଲିସ୍ ଗିରଫ କରିଛି। ସୁରେନ୍ଦ୍ର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ ଯେ “ରାସ୍ତାରେ ଏବେ ରକ୍ତ ବୋହିବ ଏବଂ ଏହି ରକ୍ତ କମଲନାଥଙ୍କର […]
୨୦୦୪ ବ୍ୟାଚ୍ର ଆଇଏଫ୍ଏସ୍ ଅଧିକାରୀ ବିବେକ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଏ ସଂକ୍ରାନ୍ତ ବିଜ୍ଞପ୍ତି ପର୍ସନେଲ ଓ ଟ୍ରେନିଂ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଏହାପୂର୍ବରୁ ବିବେକ କୁମାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଣେ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ରାଜେଶ ବର୍ମାଙ୍କୁ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ୧୯୮୭ ବ୍ୟାଚ୍ ଆଇଏଏସ୍ ରାଜେଶ ବର୍ମାଙ୍କ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୭ […]
ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ଷଷ୍ଠ କଳିଙ୍ଗ ସାହିତ୍ୟ ମହୋତ୍ସବ । ଏହାକୁ ଉଦ୍ଘାଟନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା । କଳିଙ୍ଗ ସାହିତ୍ୟ ସମାବେଶ ପକ୍ଷରୁ ସାହିତ୍ୟର ବିଭିନ୍ନ ବିଭାଗରେ କୃତିତ୍ବ ହାସଲ କରିଥିବା ସାହିତ୍ୟିକମାନଙ୍କୁ […]
ଓ୍ବିଣ୍ଡିଜ୍ ଗସ୍ତ ନିମନ୍ତେ ଭାରତୀୟ ଦଳ ଆସନ୍ତା ରବିବାର ଦିନ ଘୋଷଣା ହେବାକୁ ଯାଉଛି । ଅଧିନାୟକ କୋହଲିଙ୍କ ସମେତ ଦଳର ସମସ୍ତ ବରିଷ୍ଠ ଖେଳାଳିଙ୍କୁଏହି ସିରିଜ୍ ନିମନ୍ତେ ବିଶ୍ରାମ ଦିଆଯାଇଛି । କୋହଲିଙ୍କ ସମେତ ଭୁବନେଶ୍ବର କୁମାର, ମହମ୍ମଦ ସାମି, […]
ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ୫ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ଗଜପତି ଅତିରିକ୍ତ ଜିଲ୍ଲା ଦୌରାଜଜ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଦୌରାଜଜ କୋର୍ଟରେ ବହୁ ଚର୍ଚ୍ଚିତ ମାଓ ସଂଗଠନର ମୁଖ୍ୟ ନେତା ସବ୍ୟସାଚୀ ପଣ୍ଡାଙ୍କ ନାଁରେ ଥିବା ପାଞ୍ଚଟି ମାମଲାର […]
କର୍ଣ୍ଣାଟକରେ ଜାରି ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ବଜୁଭାଇ ଭାଲା ପୁଣି ଥରେ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ଵାମୀଙ୍କୁ ସନ୍ଧ୍ୟା ୬ଟା ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ରାଜ୍ୟପାଳ ବଜୁଭାଇ ଭାଲା ଗୁରୁବାର କର୍ଣ୍ଣାଟକ ବିଧାନସଭାର […]
ଭୁବନେଶ୍ୱରରୁ ଜଗଦଲପୁର ଏବଂ ଭୁବନେଶ୍ୱରରୁ ଜୁନାଗଡକୁ ଦୁଇଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଲାଗି ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି […]
ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଦଳ ଚାମ୍ପିୟନ୍ ହୋଇଛି। କଟକର ଜଓ୍ବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ଫାଇନାଲ୍ରେ ଭାରତୀୟ ମହିଳା ଦଳ ମାଣିକ ବାତ୍ରାଙ୍କ ନେତୃତ୍ବରେ ଦଳଗତ ଇଭେଣ୍ଟରେ ଭାରତୀୟ ମହିଳା ଦଳ ସ୍ବର୍ଣ୍ଣ ପଦକ ହାସଲ […]
ବାଲେଶ୍ୱର ଜିଲ୍ଲା ଅରଡ଼ବଜାରରୁ ଏକ ନକଲି ମୋବିଲ କାରଖାନା ଠାବ କରାଯାଇଛି। ପୁଲିସ୍ ସେଠାରୁ ବିପୁଳ ପରିମାଣର ନକଲି ମୋବିଲ ଜବତ କରିଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି। ଆଜି ସହଦେବଖୁଣ୍ଟା ପୁଲିସ ଏହି ନକଲି […]
ରାଜଧାନୀ ଭୁବନେଶ୍ୱରରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି । ଏସବୁକୁ ନିୟନ୍ତ୍ରଣ କରିବାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପୋଲିସକୁ ୨ଭାଗ କରିବାକୁ ପୋଲିସ କମିସନର ସତ୍ୟଜିତ ମହାନ୍ତି ପକ୍ଷରୁ ଡିଜିପିଙ୍କୁ ପ୍ରସ୍ତାବ ଦିଆଯାଇଛି […]
ଶୁକ୍ରବାର ଆଫଗାନିସ୍ତାନ ବିଶ୍ବବିଦ୍ୟାଳୟ ପରିସରରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 2ଜଣଙ୍କରା ମୃତ୍ୟୁ ଘଟିଥିବା ବେଳେ 10 ଜଣ ଆହତ ହୋଇଛନ୍ତି । କାବୁଲରେ ଅବସ୍ଥାପିତ ଏହି ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ର ମାନେ ପରୀକ୍ଷା ଦେବା ନିମନ୍ତେ […]
କର୍ଣ୍ଣାଟକ ରାଜନୀତିରେ ପ୍ରତ୍ୟେକ ଦିନ ରୋଚକ ମୋଡ଼ ଦେଖିବାକୁ ମିଳୁଛି । ଆଜି ଦିନ ୧ଟା ୩୦ ମଧ୍ୟରେ ଆସ୍ଥା ଭୋଟ ହେବା ନେଇ ରାଜ୍ୟପାଳ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏବେ ବାଚସ୍ପତି ଏହାକୁ ବେଖାତିର କରି ଆଲୋଚନା […]
ଉତ୍ତରପ୍ରଦେଶର ସୋନଭଦ୍ରାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକ ରଖିଛି ଉତ୍ତର ପ୍ରଦେଶ ପୁଲିସ୍ । ସୋନଭଦ୍ରାରେ ଘଟିଥିବା ଗୁଳିକାଣ୍ଡରେ 10 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ବିରୋଧ କରି ଧାରଣାରେ ବସିଥିଲେ । ପ୍ରିୟଙ୍କା ପୀଡିତଙ୍କ ପରିବାରକୁ ଭେଟିବାକୁ […]
ଭାରତୀୟ ସେୟାର ବଜାରରେ ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସରେ ଭାରତୀୟ ମୁଦ୍ରା ଡଲାର ତୁଳନାରେ 23 ପଇସା ଶକ୍ତିଶାଳୀ ରହିଛି । ଏହି ସମୟରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ 68.74ଟଙ୍କା ରହିଛି । ପୂର୍ବରୁ ଏହି ବିନିମୟ […]
ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ପାଟକୁରା ନିର୍ବାଚନ । ନିର୍ବାଚନ ପୂର୍ବରୁ ମୁ୍ଖ୍ୟ ନିର୍ବାଚନ ଅଧିକାରୀ ଏବଂ ଡିଜିପିଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳର ସଦସ୍ୟ । ବିଜେପି ପକ୍ଷରୁ ବୁଥ୍ ଜବରଦଖଲର ଆଶଙ୍କା ରହିଥିବାରୁ ବିଜେଡି ପ୍ରତିନିଧି ଦଳ […]