ରାଜଧାନୀ ଦିଲ୍ଲୀ ସହରରେ ପୁଣି ଥରେ ନିଆଁ ଲାଗିଛି । ଦିଲ୍ଲୀ ଏନ୍ସିଆର ଅଞ୍ଚଳରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ଝିଲ୍ମିଲ୍ ଔଦ୍ୟୋଗିକ ଅଞ୍ଚଳରେ ଏହି ନିଆଁ ଲାଗିଛି । ଏଠାରେ ଏକ ରବର ଫ୍ୟାକ୍ଟ୍ରିରେ ନିଆଁ […]
ଆଜି ଶ୍ରୀଜୀଉଙ୍କ ସୁନା ବେଶ। ଅପରାହ୍ଣ ୪ଟାରୁ ଶ୍ରୀଜିଉଙ୍କ ସୁନାବେଶ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ରାତି ପ୍ରାୟ ୮ଟାରେ ସନ୍ଧ୍ୟା ଧୂପ ଓ ରାତି ୧୨ଟା ୩୦ରେ ମହାପ୍ରଭୁଙ୍କ ଚନ୍ଦନଲାଗି ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମହାବାହୁଙ୍କ ବଡ଼ସିଂହାର ବେଶ […]
ପାଟକୁରା ନିର୍ବାଚନ ପ୍ରସଙ୍ଗ ନେଇ ବିଜେପି ନେତା ଦାମ ରାଉତ ନିଜ ପ୍ରତିକ୍ରିୟା ଦେଇଛନ୍ତି । ପାଟକୁରାରେ ପୋଲିସ ସାଧାପୋଷାକରେ ଆସି ପ୍ରଚାର କରୁଛନ୍ତି । ଏବଂ ପାଟକୁରାରେ ଟଙ୍କା ବାଣ୍ଟି ବିଜେଡ଼ି ଲୋକଙ୍କୁ ପ୍ରଲୋଭନ ଦେଖାଇ ଭୋଟ କିଣିବାକୁ ଚାହୁଁଛି […]
କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ନବୀନ ଏହି ଚିଠିରେ ଅନୁରୋଧ କରିଛନ୍ତି । ପୂର୍ବରୁ ଭୁବନେଶ୍ବରରୁ ସିଙ୍ଗାପୁର ଏବଂ ଆବୁଧାବି ନିମନ୍ତେ ଅନ୍ତର୍ଜାତୀୟ […]
ପୁଣି ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ହୃଷିକେଶ କାଣ୍ଡି ଆଜି ଗିରଫ ହୋଇଛନ୍ତି। ତାଙ୍କ ସରକାରୀ ଗାଡିରୁ ଜବତ ହୋଇଥିବା ଟଙ୍କାର ହିସାବ ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଡିଇଓ ହୃଷିକେଶ କାଣ୍ଡିଙ୍କ […]
ଆଜି ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହୋଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ମହାନୀଦୀ ଜଳ ବିବାଦ ମାମଲାରେ ଶୁଣାଣୀ ହୋଇଛି। ଓଡ଼ିଶା ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଆଜି ଶୁଣାଣି ହୋଇ ଏହାର […]
ଉତ୍ତର ପ୍ରଦେଶରେ ମୌସୁମୀ ବର୍ଷା ଭୟଙ୍କର ରୂପ ନେଇଛି। ପ୍ରବଳ ବର୍ଷାରେ ରାଜ୍ୟରେ ୧୩୩ଟି କୋଠା ଭୁଷୁଡିବା ସହିତ ୧୪ଟି ଜିଲ୍ଲାରେ ୧୫ ଜଣଙ୍କ ପ୍ରାଣହାନି ଘଟିଛି। ଉତ୍ତର ପ୍ରଦେଶରେ ବିଗତ ତିନି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବାରୁ […]
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି ପରୀକ୍ଷା ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ମାସ ୧୫ରୁ ୨୬ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନରେ ଏହି ଆବେଦନ କରିପାରିବେ । ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ […]
ସ୍ବିଜରଲ୍ୟାଣ୍ଡ ତାରକା ରୋଜର ଫେଡେରର ଦ୍ବାଦଶ ଥର ପାଇଁ ଓ୍ବିମ୍ବିଲଡନ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଶୁକ୍ରବାର ଅନୁ୍ଷ୍ଠିତ ସେମିଫାଇନାଲରେ ସ୍ପେନ୍ର ରାଫେଲ ନାଦାଲଙ୍କୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛନ୍ତି । ଆସନ୍ତା ମାସରେ 38 ବର୍ଷରେ ପଦାର୍ପଣ କରୁଥିବା ଫେଡେରର […]
ସୋମାଲିଆରେ ଏକ ବର୍ବର ଆକ୍ରମଣରେ ୧୦ ଜଣ ବ୍ୟକ୍ତି ନିହତ ହୋଇଛନ୍ତି। ବନ୍ଦର ସହର କିସ୍ମାୟୋର ଏକ ହୋଟେଲରେ ଆକ୍ରମଣ ହେବା ସହିତ ଏହି ବର୍ବର କାଣ୍ଡ ଘଟିଛି। ଏହି ଘଟଣାରେ ଦୁଇ ଜଣ ସାମ୍ବାଦିକ ନିହତ ହୋଇଛନ୍ତି। ସୂଚନା ଅନୁଯାୟୀ […]
ବାସୁଦେବପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କ୍ଷୀର ଚାଷୀଙ୍କ ଠାରୁ ଓମଫେଡ କ୍ଷୀର ନେଇନଥିବା କାରଣରୁ ଚାଷୀମାନେ ସେହି କ୍ଷୀରକୁ ରାସ୍ତାରେ ଢାଳି ନିଜର ଆକ୍ରୋଶକୁ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ କ୍ଷୀରକୁ ନିମ୍ନମାନର କହି ଓମ୍ଫେଡ୍ […]
ନେପାଳରେ ଭୟଙ୍କର ବର୍ଷା ପ୍ରଭାବରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ମୋରାଙ୍ଗର ୪୦୦ ପରିବାର ଏବଂ ବାରାର ୩୫ ପରିବାରଙ୍କୁ ସ୍ଥାନାନ୍ତର କରାଯାଇଛି। ଭୟଙ୍କର ବର୍ଷା ଫଳରେ ବନ୍ୟା ଏବଂ […]
ଭାରତୀୟ ଅର୍ଥନୀତିଜ୍ଞ ଅଂଶୁଳା କାନ୍ତ ବିଶ୍ବବ୍ୟାଙ୍କର ପ୍ରଥମ ମହିଳା ପରିଚାଳନା ନିର୍ଦେଶକ ତଥା ମୁଖ୍ୟ ଅର୍ଥନୈତିକ ଅଫିସର (ସିଏଫ୍ଓ) ଭାବେ ନିଯୁକ୍ତ ହୋଇଛନ୍ତି। ଶୁକ୍ରବାର ଏ ସମ୍ପର୍କରେ ଘୋଷଣା କରାଯାଇଛି। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍ବିଆଇ)ର ଏମ୍ଡି ତଥା ସିଏଫ୍ଓ ଭାବେ […]
ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ବିରୋଧୀ ଦଳ ଭୂମିକା ନିଭାଇଛି। ତେବେ ବିରୋଧୀ ଦଳ ନ ହେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର। ଦଳ ଭିତରେ ବିରୋଧୀ ନେତା ହେବାକୁ ନେଇ ଥିବା ବିବାଦ […]
ସରକାରଙ୍କୁ ଚିଟ୍ଫଣ୍ଡ କମିଶନ ରିପୋର୍ଟ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ଏମଏମ୍ ଦାଶ କମିଶନଙ୍କ ଶୁକ୍ରବାର ଏହି ରିପୋର୍ଟ ଦାଖଲ ହୋଇଛି । ରାଜ୍ୟ ଗୃହ ବିଭାଗରେ ରିପୋର୍ଟ ଦାଖଲ କରିଛନ୍ତି କମିଶନର ସଚିବ । ରିପୋର୍ଟରେ ୧ ଲକ୍ଷ ୩୬ ହଜାର […]
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଆସନ୍ତା ଅଗଷ୍ଟ ୧ ତାରିଖରୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଉପରେ ଶୁଳ୍କ ଲଗାଇବାକୁ ଯାଉଛି। ପୂର୍ବରୁ ନେଟ୍ ବ୍ୟାଙ୍କିଙ୍ଗ ଉପରେ ଶୁଳ୍କ ଲାଗୁଥିଲେ ମଧ୍ୟ ଆରବିଆଇ ଗାଇଡ୍ ଲାଇନ୍ ଅନୁଯାୟୀ ଜୁଲାଇ ୧ରୁ ଶୁଳ୍କ ବ୍ୟବସ୍ଥା ହଟାଯାଇଥିଲା। […]
ମାନହାନି ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି। ରାହୁଲଙ୍କ ନାଁରେ ଅହମଦାବାଦ ଡିଷ୍ଟ୍ରିକ୍ଟ କୋପରେଟିଭ ବ୍ୟାଙ୍କ ଓ ଏହାର ଅଧ୍ୟକ୍ଷ ଅଜୟ ପଟେଲ ଅପରାଧିକ ମାନହାନି ମାମଲା ରୁଜୁ କରିଥିଲେ। ଆଜି ଅହମଦାବାଦ ମେଟ୍ରୋପଲିଟାନ କୋର୍ଟରେ ଏହି […]
କ୍ବେସ୍ କର୍ପରେ ୫୧ କୋଟିର ନିବେଶ କରିଛି ଆମାଜନ୍। ଶୁକ୍ରବାର ବେଙ୍ଗାଲୁରୁ ସ୍ଥିତ ଏହି କମ୍ପାନୀ ନିଜର ୧୯ ପ୍ରତିଶତ ଅଂଶଧନ ବିକ୍ରି କରିଛି। ଏହା ମଧ୍ୟରୁ ୫୧ କୋଟିର ଅଂଶଧନ କିଣିଛି ଆମାଜନ୍। ଆମାଜନ୍ ସହିତ ଚୁକ୍ତି ପରେ କ୍ବେସ୍ […]
ଚାରା ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଜାମିନ ମିଳିଛି। ପୂର୍ବରୁ ନିର୍ବାଚନ ସମୟରେ ଲାଲୁ ଜାମିନ ଆବେଦନ କରିଥିଲେ ମଧ୍ୟ ଏହାକୁ ଖାରଜ କରି ଦେଇଥିଲେ। ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ୫୦ ହଜାର ଟଙ୍କା ଏବଂ ଦୁଇ […]
ଅଭିନେତା ବିକ୍ରାନ୍ତ ମେସେ ଏବେ ଅଭିନେତ୍ରୀ ୟାମି ଗୌତମଙ୍କ ସହ ଏକ ରୋମାଣ୍ଟିକ୍ ଫିଲ୍ମ ‘ଗିନ୍ନି ଓ୍ବେଡସ୍ ସନି’ରେ ନଜର ଆସିବେ । ଏହି ଫିଲ୍ମକୁ ସୌନ୍ଦର୍ଯ୍ୟା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟିକୁ ବିନୋଦ ବଚ୍ଚନ ପ୍ରଯୋଜନା କରୁଥିବାବେଳେ ଏହି […]
ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଭାବରେ ଜୁଆନ୍ ଗୁଆଡିଓଙ୍କୁ ସମର୍ଥନ ଜଣାଇଛି ଗ୍ରୀସ୍ର ନୂତନ ସରକାର। ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ମଦୁରାଓଙ୍କ କାର୍ଯ୍ୟକାଳ ଜୁଲାଇ ୧୨ ତାରିଖରେ ଶେଷ ହେଉଥିବାରୁ ବର୍ତ୍ତମାନ ବିପକ୍ଷ ଦଳର ନେତା ରହିଥିବା ଜୁଆନ୍ ଗୁଆଡିଓଙ୍କୁ ଗ୍ରୀସ୍ ସମର୍ଥନ […]