ନୂଆଦିଲ୍ଲୀ: ଶ୍ରୀଲଙ୍କାରୁ ବହୁତ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଦେଶର ପୂର୍ବତନ କ୍ରିକେଟର ଧାମିକା ନିରୋଶନଙ୍କୁ ନିଜ ପରିବାର ସଦସ୍ୟଙ୍କ ସାମ୍ନାରେ ଘରେ ପଶି ଗୁଳି କରାଯାଇଛି। ଏହି ଦୁଃଖଦ ଘଟଣା ଗତ ମଙ୍ଗଳବାର ଦିନ ଧାମିକା ନିରୋଶନଙ୍କ ଅମ୍ବାଲାଙ୍ଗୋଡାସ୍ଥିତ ବାସଭବନରେ ଘଟିଛି। […]
କଟକ: ଆଜି କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହେବାରେ ଲାଗିଛି। ସେଠାରେ ହାଉସ ସର୍ଜନ ଏବଂ ନର୍ସିଂ ଷ୍ଟାଫ ମଧ୍ୟରେ ବିବାଦ ପାଇଁ ସ୍ବାସ୍ଥ୍ୟ ସେବାରେ ବ୍ୟାଘତ ସୃଷ୍ଟି ହୋଇଛି। ତେବେ […]
ପୁରୀ: ଆଜି ହେଉଛି ମହାପ୍ରଭୃଙ୍କର ସୁନାବେଶ ଏବଂ ଆସନ୍ତାକାଲି ମହାପ୍ରଭୃଙ୍କ ଭିତର ରତ୍ନ ଭଣ୍ଡାର ଖୋଲାଯିବ। ଏସବୁକୁ ନେଇ ପୁରୀ ବେଳାଭୂମିରେ ନିର୍ମାଣ ହୋଇଛି ଆକର୍ଷଣୀୟ ବାଲୁକା କଳା। ଯାହାକୁ ତିଆରି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହିକଳାରେ ସୁଦର୍ଶନ […]
ପୁରୀ: ଆଜି ହେଉଛି ତିନିଠାକୁରଙ୍କ ସୁନାବେଶ। ଆଜି ଶ୍ରୀଜିୟୁ ହମଣ ମହଣ ସୁନାରେ ବିଭୂଷିତ ହୋଇ ରଥ ଉପରେ ଝଟକିବେ। ସେଥିପାଇଁ ଆଜି ରଥ ଉପରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଉଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଅପରାହ୍ନ ପାଞ୍ଚଟାରେ ଆରମ୍ଭ […]
ନୂଆଦିଲ୍ଲୀ: ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ମଧ୍ୟ ପ୍ରଦେଶରେ ଲାଡଲି ବେହେନ ପରି ଏବେ ଆସିଲା ଲାଡଲା ଭାଇ। ତେବେ ଏହି ଯୋଜନା ଲାଗୁ କରିବା ପାଇଁ ଆଜି ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ। ଆଜି ପବିତ୍ର […]
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭାରତର ଆର୍ଥିକ ବିକାଶର ଅଭିବୃଦ୍ଧି ଆକଳନକୁ ବୃଦ୍ଧି କରିଛି। ୨୦ ପ୍ରତିଶତ ପଏଣ୍ଟ ବୃଦ୍ଧି ସହିତ ଚଳିତ ଆର୍ଥିକ ବର୍ଷରେ ୨୦୨୪-୨୫ ବର୍ଷରେ ଭାରତର ଜିଡିପି ୭ ପ୍ରତିଶତରେ ବୃଦ୍ଧି ପାଇବ ବୋଲି ଆଇଏମ୍ଏଫ୍ ଆକଳନ […]
ନୂଆଦିଲ୍ଲୀ: ପ୍ରଶିକ୍ଷକ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ବିଷୟରେ ଏକ ବଡ ଅପଡେଟ୍ ଆସିଛି। ଏବେ ବିବାଦ ଘେରରେ ରହିଥିବା ପୂଜା ଖେଡକର ପୁଣେ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ଆଣି ତାଙ୍କୁ ଉତ୍ପୀଡନ କରିଥିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଜୁଲାଇ […]
ନୂଆଦିଲ୍ଲୀ: ରାୟଗଢ ଲୋକସଭା ନିର୍ବାଚନମଣ୍ଡଳୀରେ ପରାଜୟ ପରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ କୋର୍ଟରେ ପହଞ୍ଚିଛନ୍ତି। ବିଜେପି ନେତା ରୋଡମଲ ନାଗରଙ୍କ ବିଜୟର ଫଳାଫଳକୁ ଚ୍ୟାଲେଞ୍ଜ କରି କଂଗ୍ରେସ ନେତା ଦିଗବିଜୟ ସିଂ ଜୁଲାଇ ୧୬ ତାରିଖରେ ମଧ୍ୟପ୍ରଦେଶ ହାଇକୋର୍ଟରେ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର NITI ଆୟୋଗର ଏକ ନୂଆ ଟିମ ଗଠନ କରିଛନ୍ତି। ଏହି ଟିମର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିବେ। ଉପାଧ୍ୟକ୍ଷ ସୁମନ ବେରୀଙ୍କୁ ମନୋନୀତ କରାଯାଇଛି। NITI ଆୟୋଗର ନୂଆ ଟିମରେ ଚାରିଜଣ ପୂର୍ଣ୍ଣକାଳୀନ ସଦସ୍ୟ ଅଛନ୍ତି। […]
ନୂଆଦିଲ୍ଲୀ: କଲିକତା ହାଇକୋର୍ଟ ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ବିରୋଧରେ କୌଣସି ‘ଅପମାନଜନକ କିମ୍ବା ମିଥ୍ୟା’ ବିବୃତ୍ତି ଦେବାକୁ ବାରଣ କରିଛନ୍ତି। ବାସ୍ତବରେ ଜୁନ୍ ୨୮ ତାରିଖରେ ରାଜ୍ୟପାଳ ବୋଷ କଲିକତା ହାଇକୋର୍ଟରେ […]
ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା […]
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀଠାରେ ୨୦୨୪-୨୫ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟରେ ହଲୱା ସମାରୋହ ଅନୁଷ୍ଠିତ ହୋଇଛି। ବଜେଟ୍ ପ୍ରସ୍ତୁତିରେ ନିୟୋଜିତ […]
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସଂସଦର ଉଭୟ ଗୃହରେ ରାଜନୈତିକ ଦଳର ନେତାମାନଙ୍କ ସହ ବୈଠକ କରିବେ। ୨୧ ଜୁଲାଇ, ୨୦୨୪ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ଆନେକ୍ସର ମୁଖ୍ୟ […]
ଭୁବନେଶ୍ୱର: ଚିଟ୍ଫଣ୍ଡ ଦୁର୍ନୀତିରୁ ମୁକୁଳିବା ପରେ ବାଲେଶ୍ୱର ଓ ଭଦ୍ରକ ଏବେ ସାଇବର ଠକମାନେ ବ୍ୟବହାର କରି ଦୈନିକ ଲକ୍ଷାଧିକ ଟଙ୍କା ଠକି ନେଉଥିବା ଛଦ୍ମ ବ୍ୟାଙ୍କ ଆକାଉଣ୍ଟର ପ୍ରମୁଖ ହଟସ୍ପଟ୍ ପାଲଟିଛି ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ ବିଆଇ) […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ରାଜନଗର ତହସିଲ ଅନ୍ତର୍ଗତ ବାଙ୍କୁଆଳା ଓ ଦୁର୍ଗାପ୍ରସାଦ ଗ୍ରାମର ୫୦ରୁ ଅଧିକ ପରିବାର ଓ ୬ ଜଣ ହୋଟେଲ ମାଲିକଙ୍କୁ ଉଚ୍ଛେଦ ଆଶଙ୍କା ଦେଖାଦେଇଛି। ସରକାରୀ ଓ ଜଙ୍ଗଲ ଜମି ଜବରଦଖଲ […]
ଜଗତସିଂହପୁର: ବାଲିକୁଦା ବ୍ଲକ ପ୍ରଶାସନକୁ ଗତ ୩ ମାସର ଦିବ୍ୟାଙ୍ଗ ଭତ୍ତା ଜାଲିଆତି କରି ନେଇଥିବା ଜଣାପଡ଼ିବା ପରେ ୧୩ ଜଣ ହିତାଧିକାରୀ ଫେରାଇ ଦେଇଛନ୍ତି। ଦଳିତ ବିକାଶ ପରିଷଦ ନେତା ଶଙ୍କର ଦାସ ଅଭିଯୋଗ କରିଥିଲେ ଯେ ବ୍ଲକର ଅଯୋଗ୍ୟ […]
ଭୁବନେଶ୍ୱର: ଆଗାମୀ ୬ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଡେଲ ଆଣ୍ଟି ରେବିଜ୍ କ୍ଲିନିକ୍ ଖୋଲିବାକୁ ଯାଉଛନ୍ତି ରାଜ୍ୟ ସରକାର। ରେବିଜ୍ ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ଚିନ୍ତାର ବିଷୟ ହୋଇ ରହିଛି, ପ୍ରାୟତଃ ଠିକ୍ ସମୟରେ ହସ୍ତକ୍ଷେପ […]
ନୂଆଦିଲ୍ଲୀ: ୨୦୨୪ ଟି -୨୦ ବିଶ୍ୱକପ ପରେ ରୋହିତ ଶର୍ମା କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରୁ ଅବସର ନେଇଛନ୍ତି। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ଏକ ନୂଆ ଅଧିନାୟକ ଖୋଜୁଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଅଧିନାୟକତ୍ୱ ପାଇଁ […]
ଭୁବନେଶ୍ବର: ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସେ ଯୋଗ ଦେବା ପାଇଁ ଓଡିଶା ଆସୁଛନ୍ତି। ଏ ନେଇ ରାଜ୍ୟ ବିଜେପି ତରଫରୁ ଏହି ସୂଚନା ଦିଆଯାଇଛି। […]
Ratna Bhandar: ପୁଣି ଥରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର। ଏ ନେଇ ରତ୍ନଭଣ୍ଡାର ତଦାରଖ କମିଟର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ତାଙ୍କ ଅନୁସାରେ ଆସନ୍ତା 18 ତାରିଖ ଗୁରୁବାର ଦିନ ରତ୍ନ ଭଣ୍ଡାର ଖୋଲାଯିବ। ସେଥିପାଇଁ […]
ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ୭ ଦିନ ମଧ୍ୟରେ ଶମ୍ଭୁ ସୀମା ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ହାଇକୋର୍ଟଙ୍କ ଆଦେଶର ଶେଷ ଦିନ। କିନ୍ତୁ, ତଥାପି ଶମ୍ଭୁ ସୀମା ଖୋଲିବାର କୌଣସି ସମ୍ଭାବନା ନାହିଁ। ପ୍ରକୃତରେ, ହାଇକୋର୍ଟଙ୍କ ଆଦେଶ ବିରୋଧରେ […]