ଭୁବନେଶ୍ଵର: ନିମାପଡା ଠାରେ ନିମାପଡ଼ା ପଥ ଉତ୍ସବ ଓ ଉତ୍କର୍ଷ ନିମାପଡା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଲୋଗୋ…
ଆଜିର ଖବର
ଭୁବନେଶ୍ଵର: ରାଜ୍ୟରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଅବୈଧ ଭାବେ ମହଜୁଦ କରି କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଥିନିମନ୍ତେ…
ନୂଆଦିଲ୍ଲୀ: ଆଜି ଏକ ଡ୍ରୋନ୍ ଆକ୍ରମଣ ଯୋଗୁଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଅଲ୍-ଅଫ୍ରା ଅଞ୍ଚଳର ବରାକାହ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟର ଉପକଣ୍ଠରେ ଏକ ପାୱାର ଜେନେରେଟରରେ…
ନୂଆଦିଲ୍ଲୀ: ସମ୍ପ୍ରତି ସମାପ୍ତ ତାମିଲନାଡୁ ବିଧାନସଭା ନିର୍ବାଚନରେ ଜାଲ ମାଧ୍ୟମରେ ପ୍ରାପ୍ତ ପରିଚୟ ପତ୍ର ବ୍ୟବହାର କରି ଅବୈଧ ଭୋଟ୍ ଦେବା ଅଭିଯୋଗରେ ଚେନ୍ନାଇ ପୋଲିସ ୪…
ଭୁବନେଶ୍ଵର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ମେ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୋଲିସ ରେଞ୍ଜ୍…
ଚାନ୍ଦପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଥାନା ଅଞ୍ଚଳର ରାଇପଡା କ୍ରସର ନିକଟରେ ଥିବା ଏକ ଖଣିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।…
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣ ନେଇ ବିଶ୍ୱ ଚିନ୍ତା ମଧ୍ୟରେ ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ଆସିଛି। ମାର୍ଶାଲ୍ ଦ୍ୱୀପପୁଞ୍ଜ-ପତାକାଯୁକ୍ତ…
ତେଲେଙ୍ଗାନା : POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ । କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ଭଗୀରଥ ସାଇକୁ ତେଲେଙ୍ଗାନା ପୋଲିସ ଶନିବାର ଗିରଫ…
ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବଢିଲା । ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ସଂଶୋଧନ ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି। ଏନେଇ ସୂଚନା…
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ସିଏନଜି ମୂଲ୍ୟ ବୃଦ୍ଧି ପାଇଛି। ସିଏନଜି କିଲୋଗ୍ରାମ ପିଛା ଏକ ଟଙ୍କା ମହଙ୍ଗା ହୋଇଛି। ପୂର୍ବରୁ, ଗ୍ୟାସ କମ୍ପାନୀଗୁଡ଼ିକ ଦୁଇ ଟଙ୍କା ବୃଦ୍ଧି କରିଥିଲେ।…
ନବରଙ୍ଗପୁର : ପାପଡାହାଣ୍ଡି ରାଜମଟୁ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରଲର ଓ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ…
ପାଲଲହଡା : ଏନଏଚ କଡରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । କଣିହାଁ ବ୍ଲକ ରେଙ୍ଗାଳି ଏନଏଚ ୫୩ ରାସ୍ତାକଡରୁ ମୃତଦେହ ଉଦ୍ଧାର କରାଯାଇଛି ।…
ମଞ୍ଚେଶ୍ଵର : ମଞ୍ଚେଶ୍ଵର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ । ଟାୟାର ରିଶେଲିଂ ଫ୍ୟାକ୍ଟରିଂ ଅଗ୍ନିକାଣ୍ଡ ଘଟିଛି । 1 କୋଟିରୁ ଅଧିକ ଜିନିଷପତ୍ର ପୋଡି ନଷ୍ଟ ହୋଇଛି ।…
ପହଲଗାମ: ଜମ୍ମୁ କଶ୍ମୀରର ପହଲଗାମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଥିରେ ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ଡ୍ରାଇଭର ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଞ୍ଚଟି ରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ, ନେଦରଲ୍ୟାଣ୍ଡସ ଗ୍ରସ୍ତ କରିଥିଲେ। ଏହି ଗ୍ରସ୍ତରେ ଦେଶର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ବୃଦ୍ଧି…
ନୂଆଦିଲ୍ଲୀ : ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ଏହି ଟ୍ରେନ୍ର ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା…
ବୁର୍ଲା : ସମ୍ବଲପୁର ବୁର୍ଲାରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ମନୀଷ ଆହତ । ଆଜି ଭୋର ସକାଳୁ ପୁଲିସ ଏନ୍କାଉଣ୍ଟରରେ କୁଖ୍ୟାତ ଅପରାଧୀ ମନୀଷ ସାହୁ…
ଭୁବନେଶ୍ଵର : ବୋର୍ଡ ନିଗମରେ ନେତାଙ୍କୁ ଥଇଥାନ ପାଇଁ କସରତ ଆରମ୍ଭ । ୪୪ଟି ସରକାରୀ ଉଦ୍ୟୋଗକୁ ତଥ୍ୟ ମାଗିଲା ସାଧାରଣ ପ୍ରଶାସନ ବିଭାଗ । ୨୦୨୪…
ଭୁବନେଶ୍ଵର : କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ରାତି ୧୦ଟା ୩୫ରେ ପହଞ୍ଚିବେ ଭୁବନେଶ୍ବର । କୋର କମିଟି ବୈଠକରେ…
ବ୍ରହ୍ମପୁର : ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନା ନାୟକକୁ ଏନକାଉଣ୍ଟର । ବୋମା ମାଡ ଓ ହତ୍ୟା ମାମଲାରେ ଦୀପୁନାର ସମ୍ପୃକ୍ତି ରହିଛି । ପୋଲିସକୁ ଚକମା ଦେଇ…
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ମହାରାଷ୍ଟ୍ରର ପୁଣେଠାରେ ଜାତୀୟ ବ୍ୟାଙ୍କ ପରିଚାଳନା ପ୍ରତିଷ୍ଠାନ (ଏନଆଇବିଏମ)ର ବିଂଶତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇଛନ୍ତି…

