ଯୋଗୀ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି । ଉତ୍ତରପ୍ରଦେଶର ଯୋଗୀ ସରକାର କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ପ୍ରକ୍ରିୟାକୁ ପାଳନ ନ କରି ୧୭ଟି ପଛୁଆ ଜାତିକୁ ଅନୁସୂଚିତ ଜାତିରେ ସାମିଲ୍ କରିବାକୁ ନେଇ ଯୋଗୀ ସରକାରଙ୍କୁ […]
ମଧ୍ୟପ୍ରଦେଶର ଇନ୍ଦୋର ନଗର ନିଗମର ଅଧିକାରୀଙ୍କୁ ସର୍ବସମ୍ମୁଖରେ କ୍ରିକେଟ୍ ବ୍ୟାଟ୍ରେ ପିଟିବା ମାମଲାରେ ଆକାଶ ବିଜୟବର୍ଗୀୟଙ୍କ ମୁସ୍କିଲ୍ ଆହୁରି ବଢିଯାଇଛି । ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଏବେ ପ୍ରଦେଶ ବିଜେପି ଆକାଶ ବିଜୟବର୍ଗୀୟଙ୍କୁ କାରଣ […]
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ବିଶ୍ବକପ୍ର 40 ତମ ମ୍ୟାଚ୍ରେ ଦୁଇ ଓପ୍ନର ଭାରତକୁ ଏକ ବଢିଆ ପ୍ରାରମ୍ଭ ଦେଇଛନ୍ତି । ଦୁଇ ଓପ୍ନର ଅର୍ଦ୍ଧଶତକ ହାସଲ କରିବା ସହିତ ଚଳିତ ବିଶ୍ବକପ୍ରେ ପ୍ରଥମ ଥର ପାଇଁ ଏକ ଶତକୀୟ […]
ନୟାଗଡ଼ର ନିହଲପ୍ରସାଦ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଖେଳୁଥିବା ବେଳେ କୂଅରେ ପଡ଼ି ଗୋଟିଏ ପରିବାର ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ନିହଲପ୍ରସାଦ ଗାଁରେ କୂଅରେ ପଡ଼ି ଗୋଟିଏ ପରିବାରର […]
ସାରା ବିଶ୍ବରେ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିର ପ୍ରଚାର ଓ ପ୍ରସାର କରୁଥିବା ଅନ୍ତର୍ରାଷ୍ଟ୍ରୀୟ ସଂସ୍ଥା ଇସ୍କନ୍ ତରଫରୁ ପଶ୍ଚିମବଙ୍ଗର ଟିଏମସି ସାଂସଦ ନୁସରତ୍ ଜହାଁଙ୍କୁ ରଥଯାତ୍ରାରେ ମୁଖ୍ୟ ଅତିଥି ରୂପେ ଯୋଗେଦବାକୁ ନିମନ୍ତ୍ରଣ କରାଯାଇଛି । ନୁସରତ୍ ମଧ୍ୟ ଏହି ପ୍ରସ୍ତାବକୁ […]
ରାଜଧାନୀର ଆଦିବାସୀ ଛାତ୍ରୀନିବାସ ଅନ୍ତେବାସିନୀ ଗର୍ଭବତୀ ଘଟଣାକୁ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ଉଦ୍ବେଗ ପ୍ରକାଶ ପାଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ । […]
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସଙ୍କ ଟିକଟକ ଭିଡିଓ ଭାଇରାଲ ହେବା ଘଟଣା ପରେ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଣିକି ଡାକ୍ତରଖାନାର କିଛି ସ୍ଥାନକୁ ମୋବାଇଲ ବାରଣ କରାଯିବାକୁ ନିର୍ଦ୍ଦେଶ ହୋଇଛି। ଏଣିକି ଡାକ୍ତରଖାନାର କିଛି ସମ୍ବେଦନଶୀଳ ସ୍ଥାନକୁ […]
ବର୍ମିଂହାମ୍ର ଏଜ୍ବାଷ୍ଟନରେ ଖେଳାଯାଉଥିବା ଭାରତ ବାଂଲାଦେଶ ମୁକାବିଲାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି । ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଫର୍ମରେ ନଥିବା କେଦାର ଯାଦବଙ୍କ ସ୍ଥାନରେ […]
ଯୁକ୍ତ ଦୁଇ ନାମଲେଖା ପାଇଁ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ରାଜ୍ୟର ବିଭିନ୍ନ କଲେଜ୍ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ କଟକର ରେଭନ୍ସା ବିଜ୍ଞାନରେ 90 ପ୍ରତିଶତ ମାର୍କ ରଖିଥିବା ବେଳେ ବକ୍ସି ଜଗବନ୍ଧୁ ଜୁନିୟର କଲେଜ୍ […]
ଅମରନାଥ ଯାତ୍ରା ପାଇଁ ତୃତୀୟ ପର୍ଯ୍ୟାୟରେ 4823 ତୀର୍ଥଯାତ୍ରୀଙ୍କ ଯାତ୍ରା ଆରମ୍ଭ ହୋଇଛି । ମଙ୍ଗଳବାର ଦକ୍ଷିଣ କାଶ୍ମୀରର 4823 ପର୍ଯ୍ୟଟକଙ୍କୁ ମିଶାଇ ସମୁଦାୟ ପର୍ଯ୍ୟଟକଙ୍କ ସଂଖ୍ୟା 8403ରେ ପହଞ୍ଚିଛି । ଏହା ସହିତ ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ 1.5 […]
ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସର ବିରାଟ ପରାଜୟ ପରେ ଏହାର ସମସ୍ତ ଦୋଷକୁ ନିଜ ମୁଣ୍ଡ ଉପରକୁ ନେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି। କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଉତ୍ତରଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେଇଥିଲେ। କିନ୍ତୁ […]
କୃଷି ଓ କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପାଇଁ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନୋଟିସ୍ ମିଳିଛି। ନିର୍ବାଚନ ପୂର୍ବରୁ ଏପରି ଯୋଜନା ଲାଗୁ କରାଯିବାକୁ ସୁପ୍ରିମ୍କୋର୍ଟ ସମାଲୋଚନା କରିଛନ୍ତି। ଏହିପରି ଯୋଜନା ମୁକ୍ତ ଏବଂ ଅବାଧ ନିର୍ବାଚନ ପ୍ରକ୍ରିୟାକୁ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ବିଜେପିର ସଂସଦୀୟ ଦଳ ବୈଠକ। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ […]
ଉତ୍ତର ପୂର୍ବୀୟ ରାଜ୍ୟ ନାଗାଲାଣ୍ଡରେ ଆହୁରି ୬ ମାସ ପର୍ଯ୍ୟନ୍ତ ଆଫପ୍ସା ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ପ୍ରଦାନ କରାଯାଇଛି। ୩୦ ଜୁନ୍ ୨୦୧୯ରୁ ଏହି […]
ସୋମବାର ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ୫୪ଟି ବିମାନର ରୁଟ୍ ପରିବର୍ତ୍ତନ କରାଯାଇଛି। ଏହା ସହିତ ୫୨ଟି ବିମାନର ଚଳାଚଳ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଦେଶର ଦ୍ବିତୀୟ ବୃହତମ ବିମାନବନ୍ଦରରେ ଏତେ ସଂଖ୍ୟକ ବିମାନ ବାତିଲ […]
ଆଜି ଷୋଡଶ ବିଧାନସଭା ଅଧିବେଶନ ପ୍ରଥମ ପର୍ଯ୍ୟାୟର ଶେଷ ଦିନ। ଆଜି ପ୍ରଶ୍ନକାଳ ସ୍ୱାଭାବିକ ରହିଥିବାବେଳେ ପ୍ରଥମେ ବିଧାୟକଙ୍କ ଯୁବକଙ୍କ ନିଯୁକ୍ତି ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ। ଅନ୍ୟପଟେ କୃଷି ଓ କୃଷକ ପ୍ରସଙ୍ଗ […]
ଷୋଡଶ ବିଧାନସଭାର ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ନିଯୁକ୍ତି ପ୍ରସଙ୍ଗ ବେଶ ଜୋର ଧରିଛି। ରାଜ୍ୟ ଶିଳ୍ପ ସଂସ୍ଥାରେ ବାହାର କର୍ମଚାରୀଙ୍କ ନିଯୁକ୍ତି ନେଇ ଉଦ୍ବେଗ ପ୍ରକାଶ ପାଇଛି। ଗୃହରେ ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ। […]
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ତିନୋଟି ପ୍ରମୁଖ ବିଶ୍ବବିଦ୍ୟାଳୟକୁ ନୋଟିସ୍ କରାଯାଇଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପକ୍ଷରୁ ମିଳିଥିବା ସହାୟତା ରାଶିକୁ ସଠିକ୍ ଉପାୟରେ ଖର୍ଚ୍ଚ ହୋଇନି କିମ୍ବା ଖର୍ଚ୍ଚ ହୋଇଥିଲେ ବି କାମ ମନ୍ଥର ଗତିରେ ଚାଲିଥିବାକୁ ନେଇ […]
ସର୍ଟସର୍କିଟରୁ ନିଆଁ ଲାଗି ନୟାଗଡ଼ରେ ୧୧ବଖରା ଘର ପୋଡ଼ିବା ସହ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ହରିଡ଼ାବନ୍ଧ ଗାଁରେ ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଥିଲା। ହଠାତ ସର୍ଟସର୍କିଟ କାରଣରୁ ନିଆଁ ଲାଗି […]
ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ୨୨ ଜଣଙ୍କ ମୃତ୍ୟୁ ଘଟିଛି। ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଅଘଟଣ ଘଟିଛି। ଏଥିରେ ଅନ୍ୟ ୨୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର […]
ଅଣସର ଘରୁ ବାହାରି ଶ୍ରଦ୍ଧାଳୁଙ୍କୁ ଆଜି ଦର୍ଶନ ଦେବେ ମହାପ୍ରଭୁ । ଦୀର୍ଘ ଦିନ ଧରି ମହାପ୍ରଭୁଙ୍କୁ ଦର୍ଶନରୁ ବଞ୍ଚିତ ଥିବା ଶ୍ରଦ୍ଧାଳୁମାନେ ଆଜି ନବଯୌବନ ବେଶ ଦର୍ଶନ କରିବାର ସୌଭାଗ୍ୟ ପାଇବେ । ଆଜି ଅପରାହ୍ନ 2.30 ରୁ 3.30 […]